ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୋଲିସ ମୁତୟନ: ୨ଶହ ଅଧିକାରୀ ଓ ୧୫୦ରୁ ଅଧିକ ଟ୍ରାଫିକ କନେଷ୍ଟବଳ ନିୟୋଜିତ
ଭୁବନେଶ୍ୱର: ଲକ୍ଡାଉନକୁ କାର୍ଯ୍ୟକାରୀ କରିବାକୁ ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି। ୨ଶହ ଅଧିକାରୀ ଓ ୧୫୦ରୁ ଅଧିକ ଟ୍ରାଫିକ କନେଷ୍ଟବଳ ନିୟୋଜିତ ରହିଛନ୍ତି।
ଭୁବନେଶ୍ୱରକୁ ଛଅଟି ଜୋନରେ ଭାଗ କରି, କଡା ଚେକିଂ କରାଯାଉଛି। ଯେଉଁମାନଙ୍କ ପାଇଁ ନିୟମ କୋହଳ ରହିଛି ସେମାନେ…