Browsing Tag

lock down in odisha

ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୋଲିସ ମୁତୟନ: ୨ଶହ ଅଧିକାରୀ ଓ ୧୫୦ରୁ ଅଧିକ ଟ୍ରାଫିକ କନେଷ୍ଟବଳ ନିୟୋଜିତ

ଭୁବନେଶ୍ୱର: ଲକ୍‌ଡାଉନକୁ କାର୍ଯ୍ୟକାରୀ କରିବାକୁ ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି। ୨ଶହ ଅଧିକାରୀ ଓ ୧୫୦ରୁ ଅଧିକ ଟ୍ରାଫିକ କନେଷ୍ଟବଳ ନିୟୋଜିତ ରହିଛନ୍ତି। ଭୁବନେଶ୍ୱରକୁ ଛଅଟି ଜୋନରେ ଭାଗ କରି, କଡା ଚେକିଂ କରାଯାଉଛି। ଯେଉଁମାନଙ୍କ ପାଇଁ ନିୟମ କୋହଳ ରହିଛି ସେମାନେ…

ଆସନ୍ତାକାଲିଠୁ ରାଜ୍ୟରେ ଲକ୍‌ଡାଉନ୍, ଏହା ପୂର୍ବରୁ କଟକଣାକୁ ଫୁ କରି ବଜାରରେ କିଣାକିଣି କରୁଛନ୍ତି ହଜାର ହଜାର ଲୋକ

ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ ଲାଗିବ ଲକ୍‌ଡାଉନ। କରୋନା ଚେନ୍‌ ଭାଙ୍ଗିବାକୁ ୧୪ ଦିନିଆ ତାଲା ବନ୍ଦ। ଏହା ପୂର୍ବରୁ କିନ୍ତୁ ବଜାରରେ ପ୍ରବଳ ଭିଡ଼। କୋଭିଡ୍‌ କଟକଣାକୁ ଫୁ କରି ବଜାରରେ କିଣାକିଣି କରୁଛନ୍ତି ହଜାର ହଜାର ଲୋକ। ଗ୍ରୋସରୀ ଦୋକାନ ସହ ପରିବା କିଣିବା ପାଇଁ ଗୋଟିଏ ଜାଗାରେ…

ଘରୁ ବାହାରୁଛନ୍ତି କି ତେବେ ସାବଧାନ୍ ! ଆଜିଠୁ ଲକ୍‌ ଡାଉନ୍‌ ଲାଗି ପୁଣି କଡ଼ାକଡ଼ି ଚେକିଂ ଆରମ୍ଭ, ନିୟମ ନମାନିଲେ…

ଭୁବନେଶ୍ବର: ଆଜିଠୁ କଟକ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ ଓ ରାଉରକେଲା ସହର ଲକ୍‌ ଡାଉନ୍‌ ଲାଗି କଡ଼ାକଡ଼ି ଚେକିଂ ଆରମ୍ଭ। ବିଭିନ୍ନ ଛକ ମାନଙ୍କରେ ପୋଲିସ ପକ୍ଷରୁ କଡ଼ା ଯାଞ୍ଚ ଚାଲିଛି। ଯେଉଁମାନେ ନିୟମର ଉଲ୍ଲଂଘନ କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଜୁଲାଇ ୩୧ ତାରିଖ ଯାଏଁ…

ଭଦ୍ରକରେ ୨୪ ଘଣ୍ଟିଆ କର୍ଫ୍ୟୁ: ଶ୍ରମିକ ସ୍ପେଶାଲ ଟ୍ରେନ୍ ପହଞ୍ଚିବାକୁ ଥିବାରୁ ଷ୍ଟେସନ୍‌ର ୫ ଶହ ମିଟର ପରିସରରେ କଟକଣା…

ଭଦ୍ରକ: ଭଦ୍ରକରେ ୨୪ ଘଣ୍ଟିଆ କର୍ଫ୍ୟୁ । ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଭଦ୍ରକରେ ପହଞ୍ଚିବାକୁ ଥିବାରୁ କର୍ଫ୍ୟୁ ଜାରି କରାଯାଇଛି । ଆଜି ଦିନ ୨ଟାରୁ ଆସନ୍ତାକାଲି ଦିନ ୨ଟା ପର୍ଯ୍ୟନ୍ତ ରେଳ ଷ୍ଟେସନ୍‌ର ୫ ଶହ ମିଟର ପରିସରରେ କର୍ଫୁ ଲଗାଯାଇଛି । ଡଗରାସାହିରୁ ଗୁଣ୍ଠୁଣିଆ ବଜାର ଓ ରେଲେଓ୍ଵ ମାଲ…