Browsing Tag

lock down odisha

ରାଜ୍ୟରେ ଆଜିଠାରୁ ଆରମ୍ଭ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌, ଆହୁରି କଡାକଡି ହୋଇଛି କଟକଣା

ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌। ଜୁନ ୧୭ ତାରିଖ ସକାଳ ୫ଟା ଯାଏ  ଲକଡାଉନ ବଳବତ୍ତର ରହିବ । ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍‌ ଜାରି ରହିବ । ଆଜି ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌।…

ଆଜି ଲକ୍‌ଡାଉନର ତୃତୀୟ ଦିନରେ ଚାଲିଛି କଡ଼ାକଡ଼ି ଚେକିଂ, ବିଭିନ୍ନ ସ୍ଥାନରେ ପୋଲିସର ନାକାବନ୍ଦୀ

ଭୁବନେଶ୍ବର: କରୋନା ଚେନରେ ବ୍ରେକ ଲଗାଇବାକୁ ଲକ୍‌ଡାଉନର ତୃତୀୟ ଦିନରେ ଚେକିଂ କଡ଼ାକଡ଼ି । ବିଭିନ୍ନ ସ୍ଥାନରେ ପୋଲିସର ନାକାବନ୍ଦୀ । ଲୋକଙ୍କ ସୁବିଧା ପାଇଁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟା ଖୋଲାରହୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ । ଚାଲି ଚାଲି ଯାଇ ଗ୍ରୋସରୀ, ପନିପରିବା,…

ଆଜିକୁ ଠିକ୍‌ ବର୍ଷେ ତଳେ…ରାଜ୍ୟରେ ଆରମ୍ଭ ହୋଇଥିଲା ଲକ୍‌ଡାଉନ୍

ଭୁବନେଶ୍ବର: ଆଜିକୁ ଠିକ୍‌ ବର୍ଷେ ତଳେ, ଠିକ୍‌ ପ୍ରାୟ ଏହି ସମୟରେ ରାଜ୍ୟରେ ଆରମ୍ଭ ହୋଇଥିଲା ଲକ୍‌ଡାଉନ । ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲା ସହ ୮ଟି ସହରରେ ଲକ୍‌ଡାଉନ ଆରମ୍ଭ ହୋଇଥିଲା। ସେପଟେ କେନ୍ଦ୍ର ସରକାର ମାର୍ଚ୍ଚ ୨୨ ତାରିଖ ଦିନ ଜନତା କର୍ଫ୍ୟୁ ଘୋଷଣା…

କନ୍ଧମାଳ ଜିଲ୍ଲାରେ ନାକାବନ୍ଦୀକୁ ନେଇ ଚିନ୍ତାରେ ବସ୍ ମାଲିକଙ୍କ ସହ ସ୍ଥାନୀୟ ବାସିନ୍ଦା, କଟକଣା କୋହଳ ପାଇଁ କଲେ…

କନ୍ଧମାଳ: କୋରୋନା ଭାଇରସ୍ ଭୟରେ ସାରା ରାଜ୍ଯରେ ଜାରି ରହିଛି କଟକଣା । କନ୍ଧମାଳ ଜିଲ୍ଲାରେ ମଧ୍ଯ ଲକଡାଉନ ସହ ସାପ୍ତାହିକ ଦୁଇ ଦିନିଆ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । କିନ୍ତୁ ଏସବୁ ଭିତରେ ଜୀବନ ଓ ଜୀବିକାକୁ ମଧ୍ୟ ପ୍ରାଧାନ୍ୟ ଦେବା ଆବଶ୍ୟକ ରହିଛି । ଏନେଇ…

ଜରୁରୀ କାମ ନଥିଲେ ଭୁବନେଶ୍ୱର-କଟକ ଭିତରକୁ ଗାଡ଼ି ପ୍ରବେଶ ମନା, ଅମାନ୍ଯ କଲେ ଗ୍ରହଣ କରାଯିବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସାରା ଦେଶରେ କରୋନା ଆତଙ୍କ ଥମିବାର ନାଁ ଧରୁନି। ଦିନକୁ ଦିନ ଏହି ମାମଲା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ରାଜ୍ୟରେ ଡାକ୍ତରମାନେ ବେଶ୍‌ ଦାୟିତ୍ୱର ସହ ରୋଗୀ ସେବା କରୁଛନ୍ତି। ବାହାରେ ପୋଲିସ୍ ଭାଇ ମାନେ ଅହରହ ଜନସାଧାରଣଙ୍କୁ ସଚେତନ କରିବା ପାଇଁ…

ଗ୍ରୀନ୍‌ ଜୋନ୍‌ରେ ଚାଲିବ ଓଏସ୍‌ଆରଟିସି ବସ୍‌, ଯାତ୍ରୀଙ୍କଠାରୁ ନିଆଯିବ ଦୁଇ ଗୁଣା ଭଡା

ଭୁବନେଶ୍ବର: ଗ୍ରୀନ୍‌ ଜୋନ୍‌ରେ ଚାଲିବ ଓଏସ୍‌ଆରଟିସି ବସ୍‌ । ରାଜ୍ୟରେ ଥିବା ଓଏସ୍‌ଆରଟିସି ବସ୍‌ ସମସ୍ତ ଗ୍ରୀନ୍‌ ଜୋନ୍‌ରେ ଚାଲିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବସ୍‌ରେ ଯାତ୍ରୀଙ୍କଠାରୁ ଦୁଇ ଗୁଣା ଭଡା ନିଆଯିବ । ଗ୍ରୀନ୍‌ ଜୋନ୍‌ରେ ଘରୋଇ ବସ୍‌…

ଖାଁ ଖାଁ ସ୍ୱର୍ଗଦ୍ୱାର: ଲକଡାଉନ ଭିତରେ ବଦଳିଯାଇଛି ଚିତ୍ର, କମିଛି ଶବ ସତ୍କାର ହାର

ପୁରୀ: କରୋନା ଲକଡାଉନ ଭିତରେ ବଦଳିଯାଇଛି ସ୍ୱର୍ଗଦ୍ୱାରର ଚିତ୍ର । ଗତ ଦେଢ଼ମାସ ହେବ କମିଛି ଶବ ସତ୍କାରର ହାର । ଯେଉଁଠି ଦିନରାତି ଜୁଇ ଜଳୁଥିଲା ଆଜି ସେହି ସ୍ୱର୍ଗଦ୍ୱାର ଖାଁ ଖାଁ । ପୁରୀ ଗ୍ରୀନ ଜୋନରେ ଥିବା ସତ୍ୱେ କେବଳ ଅଳ୍ପ କେତେକଙ୍କୁ ଛାଡ଼ିଦେଲେ କେହି ବି ଶବ ସତ୍କାର ପାଇଁ ଆସିବାକୁ…

ଆଜିଠୁ ଆରମ୍ଭ ହୋଇଛି ଲକ୍‌ଡାଉନ୍‌ ୩.୦, ତିନିଟି ଜୋନ୍‌ରେ ବିଭକ୍ତ ହୋଇଛି ସାରା ଦେଶ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଲକ୍‌ଡାଉନ୍‌ ୩.୦ । ଜିଲ୍ଲା ଗୁଡ଼ିକୁ ଗ୍ରୀନ୍‌, ରେଡ୍‌ ଓ ଅରେଞ୍ଜ୍‌ ଜୋନ୍‌ରେ ଭାଗ କରାଯାଇଛି । ତେବେ ତିନିଟି ଜୋନ୍‌ରେ କଣ ବନ୍ଦ ରହିବ ? ଅନ୍ତର୍ଜାତୀୟ ଓ ଘରୋଇ ବିମାନ ସେବା, ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ, ଆନ୍ତଃରାଜ୍ୟ ବସ୍‌ ଚଳାଚଳ, ମେଟ୍ରୋ…

ଲକ୍ ଡାଉନରେ ଅଖୋଜା ଅଲୋଡା ସାଇକେଲ ପୁଣି ହୋଇଛି ଅତିପ୍ରିୟ, ମନେ ପକାଇ ଦେଉଛି ସେଇ ସତୁରୀ ଅଶୀ ଦଶକ କଥା

କଟକ: ବଜାରରୁ ହଜିବାକୁ ବସିଥିବା ସାଇକେଲ ପୁଣି ହୋଇଛି ଅତିପ୍ରିୟ। ବର୍ଷ ବର୍ଷ ଧରି ଅଖୋଜା ଅଲୋଡା ହୋଇଥିବା ସାଇକେଲକୁ ଝଡାଝଡି କରି ରାସ୍ତା ଉପରକୁ ଆଣିଲେଣି ସମସ୍ତେ। ଗତ ୪ ଦିନରେ କଟକ ଭୁବନେଶ୍ୱରରେ ୮ ହଜାରରୁ ଉର୍ଦ୍ଧ୍ୱ ମୋଟରସାଇକେଲ ଜବତ କରିଛି କମିଶନରେଟ ପୋଲିସ। ଏପରି ସ୍ଥିିତିରେ…