Browsing Tag

lock down

ଏଜି ଛକରେ ଚାଲିଛି ଜୋରଦାର ଚେକିଙ୍ଗ, ଅମାନିଆଙ୍କୁ ଧରି ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି କମିଶନରେଟ ପୋଲିସ୍

ଭୁବନେଶ୍ବର: ଏଜି ଛକରେ ଚେକିଙ୍ଗ ଜୋରଦାର କରିଛି କମିଶନରେଟ ପୋଲିସ। ଅମାନିଆଙ୍କୁ ଧରି ମୋଟା ଅଙ୍କର ଫାଇନ ଆଦାୟ କରିଛି। ଯେଉଁମାନେ ଆବଶ୍ୟକୀୟ କାର୍ଯ୍ୟ ନଥାଇ ଅଯଥାରେ ଭିଡ଼ ଜମାଉଛନ୍ତି ସେମାନଙ୍କଠାରୁ ଫାଇନ ଆଦାୟ ହେଉଛି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ବିଭିନ୍ନ ଚେକିଂ ପୋଷ୍ଟ…

ରାଜ୍ୟରେ ଆଜିଠାରୁ ଆରମ୍ଭ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌, ଆହୁରି କଡାକଡି ହୋଇଛି କଟକଣା

ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌। ଜୁନ ୧୭ ତାରିଖ ସକାଳ ୫ଟା ଯାଏ  ଲକଡାଉନ ବଳବତ୍ତର ରହିବ । ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍‌ ଜାରି ରହିବ । ଆଜି ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌।…

ବୁଲା ଗାଈ,ଗୋରୁ ଓ କୁକୁରଙ୍କ ଖାଦ୍ୟ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ପୁଣି ୫୫ ଲକ୍ଷ ଟଙ୍କା ସହାୟତା ମଞ୍ଜୁର

ଭୁବନେଶ୍ୱର : କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ…

ଆଜି ଲକ୍‌ଡାଉନର ତୃତୀୟ ଦିନରେ ଚାଲିଛି କଡ଼ାକଡ଼ି ଚେକିଂ, ବିଭିନ୍ନ ସ୍ଥାନରେ ପୋଲିସର ନାକାବନ୍ଦୀ

ଭୁବନେଶ୍ବର: କରୋନା ଚେନରେ ବ୍ରେକ ଲଗାଇବାକୁ ଲକ୍‌ଡାଉନର ତୃତୀୟ ଦିନରେ ଚେକିଂ କଡ଼ାକଡ଼ି । ବିଭିନ୍ନ ସ୍ଥାନରେ ପୋଲିସର ନାକାବନ୍ଦୀ । ଲୋକଙ୍କ ସୁବିଧା ପାଇଁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟା ଖୋଲାରହୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ । ଚାଲି ଚାଲି ଯାଇ ଗ୍ରୋସରୀ, ପନିପରିବା,…

ରାଜ୍ୟରେ ୧୪ ଦିନିିଆ ଲକଡାଉନର ଆଜି ଦ୍ୱିତୀୟ ଦିନ, ଛକ ଛକରେ ବ୍ୟାରିକେଡ୍‌ ସହ ଇଁତରା ମାରୁଛି ପୋଲିସ୍

ଭୁବନେଶ୍ବର: କରୋନା କାୟାରେ ବ୍ରେକ୍‌ ଲଗାଇବାକୁ ରାଜ୍ୟରେ ୧୪ ଦିନିିଆ ଲକଡାଉନ୍‌ ର ଆଜି ଦ୍ୱିତୀୟ ଦିନ। ଗାଁଠୁ ସହର ସବୁ ଶୂନଶାନ । ରାସ୍ତାଘାଟ ଖାଲି ଖାଲି । ଛକ ଛକରେ ପୋଲିସ ନାକାବନ୍ଦୀ କରିବା ସହ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ କରାଯାଇଛି । ପୋଲିସ ପଇଁତରା ମାରୁଛନ୍ତି । ଯାଞ୍ଚକୁ…

ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୋଲିସ ମୁତୟନ: ୨ଶହ ଅଧିକାରୀ ଓ ୧୫୦ରୁ ଅଧିକ ଟ୍ରାଫିକ କନେଷ୍ଟବଳ ନିୟୋଜିତ

ଭୁବନେଶ୍ୱର: ଲକ୍‌ଡାଉନକୁ କାର୍ଯ୍ୟକାରୀ କରିବାକୁ ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି। ୨ଶହ ଅଧିକାରୀ ଓ ୧୫୦ରୁ ଅଧିକ ଟ୍ରାଫିକ କନେଷ୍ଟବଳ ନିୟୋଜିତ ରହିଛନ୍ତି। ଭୁବନେଶ୍ୱରକୁ ଛଅଟି ଜୋନରେ ଭାଗ କରି, କଡା ଚେକିଂ କରାଯାଉଛି। ଯେଉଁମାନଙ୍କ ପାଇଁ ନିୟମ କୋହଳ ରହିଛି ସେମାନେ…

ଆଜିଠୁ ଲକଡାଉନ୍‌: ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ, କରୋନା ସଂକ୍ରମଣରେ ବ୍ରେକ୍‌ ଦେବାକୁ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ବର: ଆଜିଠୁ ଲକଡାଉନ୍‌ । ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ । କରୋନାର ଦ୍ରୁତ ସଂକ୍ରମଣରେ ବ୍ରେକ୍‌ ଦେବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ହେଲେ ଜରୁରୀ ସେବାକୁ ବାଦ ଦିଆଯାଇଛି । ଲୋକଙ୍କ ସୁବିଧା ପାଇଁ ପ୍ରତିଦିନ ସକାଳ ୬ଟାରୁ ଦିନ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା…

ଲକଡାଉନରେ ନୂଆ ବ୍ୟବସ୍ଥା, ଘରକୁ ଯାଇ ଏତଲା ଆଣିବ ପୋଲିସ

ଭୁବନେଶ୍ୱର(କେ ନ୍ୟୁଜ): ଏଣିକି ଘରକୁ ଯାଇ ଏତଲା ଆଣିବ ପୋଲିସ । ଲକଡାଉନ ସମୟରେ ଘରକୁ ଯାଇ ଏତଲା ଆଣିବ ପୋଲିସ । ଲକଡାଉନ ସମୟରେ କମିଶନରେଟ ପୋଲିସ ପକ୍ଷରୁ ଏମିତି ଏକ ବିଶେଷ ବ୍ୟବସ୍ଥା କାରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଶ୍ରୀ ଦାସଙ୍କ ଅନୁଯାୟୀ…

ଆସନ୍ତାକାଲିଠୁ ରାଜ୍ୟରେ ଲକ୍‌ଡାଉନ୍, ଏହା ପୂର୍ବରୁ କଟକଣାକୁ ଫୁ କରି ବଜାରରେ କିଣାକିଣି କରୁଛନ୍ତି ହଜାର ହଜାର ଲୋକ

ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ ଲାଗିବ ଲକ୍‌ଡାଉନ। କରୋନା ଚେନ୍‌ ଭାଙ୍ଗିବାକୁ ୧୪ ଦିନିଆ ତାଲା ବନ୍ଦ। ଏହା ପୂର୍ବରୁ କିନ୍ତୁ ବଜାରରେ ପ୍ରବଳ ଭିଡ଼। କୋଭିଡ୍‌ କଟକଣାକୁ ଫୁ କରି ବଜାରରେ କିଣାକିଣି କରୁଛନ୍ତି ହଜାର ହଜାର ଲୋକ। ଗ୍ରୋସରୀ ଦୋକାନ ସହ ପରିବା କିଣିବା ପାଇଁ ଗୋଟିଏ ଜାଗାରେ…

ସରକାରଙ୍କ ୧୪ ଦିନିଆ ଲକ୍‌ଡାଉନ ଘୋଷଣାକୁ ସ୍ୱାଗତ କରିଛି ବ୍ୟବସାୟୀ ମହାସଂଘ

ଭୁବନେଶ୍ବର: ସରକାରଙ୍କ ୧୪ ଦିନିଆ ଲକ୍‌ଡାଉନ ଘୋଷଣାକୁ ବ୍ୟବସାୟୀ ମହାସଂଘ ସ୍ୱାଗତ କରିଛି । ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି । ହେଲେ କ୍ଷୁଦ୍ର ବ୍ୟବସାୟୀ କେମିତି ହୋଲସେଲରଙ୍କ ପାଖକୁ ସାମଗ୍ରୀ ଆଣିବେ ସରକାର ସ୍ପଷ୍ଟ କରିନଥିବା ବ୍ୟବସାୟୀ ମହାସଂଘ କହିଛି । ସବୁ ଦୋକାନୀ…

ସାରା ରାଜ୍ଯରେ ଲାଗୁ ହେଲା ଲକ୍ ଡାଉନ୍, ଜାଣନ୍ତୁ କେଉଁ ସବୁ ନିୟମ ହୋଇଛି ଲାଗୁ

ଭୁବନେଶ୍ବର: ରାଜ୍ୟ ସରକାର କଲେ ବଡ଼ ଘୋଷଣା। ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ପ୍ରେସମିଟ୍‌। ଜାରି ହେଲା ମେ’ ମାସର ଗାଇଡଲାଇନ୍‌ । କୋଭିଡ଼ ପରିଚାଳନା ନେଇ ନେଇ ହେଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସାରା ରାଜ୍ଯରେ ଲାଗୁ ହେଲା ଲକ୍ ଡାଉନ୍। ଆସନ୍ତୁ ଜାଣିବା କଣ ସବୁ ନିୟମ କରିବାକୁ ପଡିବ…

ରାଜ୍ଯରେ ଲାଗୁ ହେଲା ଲକଡାଉନ୍, ଘୋଷଣା କଲେ ସରକାର

ଭୁବନେଶ୍ବର: ରାଜ୍ଯରେ ଲକଡାଉନ୍ ଲାଗୁ । ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ୍‌ ଘୋଷଣା କଲେ ସରକାର। ମେ’ ୫ରୁ ୧୯ ପର୍ଯ୍ୟନ୍ତ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ମେ’ ୫ ତାରିଖ ଅର୍ଥାତ୍ ବୁଧବାର ସକାଳ ଠାରୁ ମେ’ ୧୯…