Browsing Tag

lock down

ଲକ୍ ଡାଉନରେ ଅଖୋଜା ଅଲୋଡା ସାଇକେଲ ପୁଣି ହୋଇଛି ଅତିପ୍ରିୟ, ମନେ ପକାଇ ଦେଉଛି ସେଇ ସତୁରୀ ଅଶୀ ଦଶକ କଥା

କଟକ: ବଜାରରୁ ହଜିବାକୁ ବସିଥିବା ସାଇକେଲ ପୁଣି ହୋଇଛି ଅତିପ୍ରିୟ। ବର୍ଷ ବର୍ଷ ଧରି ଅଖୋଜା ଅଲୋଡା ହୋଇଥିବା ସାଇକେଲକୁ ଝଡାଝଡି କରି ରାସ୍ତା ଉପରକୁ ଆଣିଲେଣି ସମସ୍ତେ। ଗତ ୪ ଦିନରେ କଟକ ଭୁବନେଶ୍ୱରରେ ୮ ହଜାରରୁ ଉର୍ଦ୍ଧ୍ୱ ମୋଟରସାଇକେଲ ଜବତ କରିଛି କମିଶନରେଟ ପୋଲିସ। ଏପରି ସ୍ଥିିତିରେ…

୧୭ ଦିନରେ ପହଞ୍ଚିଲା ଲକ୍‌ଡାଉନ୍‌, କଡାକଡି ଭାବେ ପାଳନ କରାଯାଉଛି ସଂକ୍ରମଣ ରୋକିବା ପାଇଁ ନିୟମ

ଭବନେଶ୍ବର: ୧୭ ଦିନରେ ପହଞ୍ଚିଲା ଲକ୍‌ଡାଉନ୍‌ । ସାରା ରାଜ୍ୟରେ ଏହାକୁ କଡାକଡି ଭାବେ ପାଳନ କରାଯାଉଥିବାବେଳେ ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ମାସ୍କ ନ ପିନ୍ଧିଲେ ଫାଇନ୍‌ ଆଦାୟ କରାଯାଉଛି । ପ୍ରଥମ ୩ ଥର ମାସ୍କ…

ଯାଜପୁର: ବ୍ରହ୍ମବରଦା ଅଂଚଳରେ ଜାରି ରହିଛି ସଟ ଡାଉନ, ଯାଜପୁର ଓ ବ୍ୟାସନଗର ସହରବାସୀଙ୍କୁ ଘରେ ଘରେ ମିଳିବ ଔଷଧ

ଯାଜପୁର ଟାଉନ(କେନ୍ୟୁଜ): ଯାଜପୁର ଜିଲାରେ ଲକ ଡାଉନ ଜାରି ରହିଥିବା ବେଳେ କୋରୋନା ସଂକ୍ରମିତ ଅଂଚଳ ବ୍ରହ୍ମବରଦା ଅଂଚଳରେ ସଟ ଡାଉନ ଜାରି ରହିଛି । ସେହି ଅଂଚଳରେ ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ଦେବା ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେଠାରେ ସଟ ଡାଉନ ଆସନ୍ତା ୧୨ ତାରିଖ…

ଲକଡାଉନ୍ ଯୋଗୁ ବଢ଼ୁଛି ଘରୋଇ ହିଂସା, ସମ୍ପର୍କ ଭାଙ୍ଗୁଛି କରୋନା ଭାଇରସ

ସମଗ୍ର ବିଶ୍ୱକୁ ନିଜ କବ୍ଜାକୁ ନେଇ ସାରିଲାଣି କରୋନା ଭାଇରସ। ଏହି ଭାଇରସକୁ ଦମନ କରିବାକୁ ଟୀକା କିମ୍ବା ମେଡ଼ିସିନ ବାହାରିପାରିନଥିବାରୁ ସରକାର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ନିୟମକୁ କଡ଼ାକଡ଼ି କରିବାକୁ ଦେଶକୁ ଲକଡାଉନ କରିଦିଆଯାଇଛି। ଏହି ୨୧ ଦିନିଆ ଲକଡାଉନ ଯୋଗୁ କରୋନା…

ଲକଡାଉନ ପରେ ଏପ୍ରିଲ ୧୫ରୁ ଗଡ଼ିବ ଏହି ୪୫ଟି ଟ୍ରେନ, ରେଲୱେ ଜାରି କଲା ତାଲିକା

କରୋନା ଭାଇରସ ଯୋଗୁ ଏବେ ସାରା ଦେଶକୁ ଲକଡାଉନ କରିଦିଆଯାଇଛି। ଏଣୁ ଭାରତୀୟ ରେଲୱେ ମଧ୍ୟ ନିଜ ସମସ୍ତ ଟ୍ରେନ, ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନକୁ ରଦ୍ଦ କରିଛି। ଏହି ଟ୍ରେନକୁ ଏପ୍ରିଲ ୧୪ରେ ଲକଡାଉନ ଉଠିଲା ପରେ ପୁନର୍ବାର ଏପ୍ରିଲ ୧୫, ବୁଧବାରରୁ ଆରମ୍ଭ କରିବାକୁ ଯୋଜନା ଚାଲିଛି।…

ଯାଜପୁର:ଲକ୍‌ଡାଉନକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି, ବିଭିନ୍ନ ଥାନା ପୋଲିସ ଦ୍ୱାରା…

ଯାଜପୁର (କେନ୍ୟୁଜ) : ଯାଜପୁର ଜିଲ୍ଲାରେ ଲକ୍‌ ଡାଉନକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଆଜି ଲକ ଡାଉନର ଥିଲା ୧୫ଦିନ। ଜିଲ୍ଲାର ବିଭିନ୍ନ ଥାନା ପୋଲିସ ଦ୍ୱାରା ଆଜି ୧୭୪ଟି ବାଇକ ଜବତ ହୋଇଥିବା ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଯାଜପୁର ଏସପି ଚରଣ…

ବଢିପାରେ ଲକଡାଉନ ଅବଧି, ସର୍ବଦଳୀୟ ବୈଠକରେ ମିଳିଛି ସଂକେତ

କେନ୍ୟୁଜ(ବ୍ୟୁରୋ): ବଢିପାରେ ଲକଡାଉନ ଅବଧି । ଦେଶରେ ଗତ ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା ଲକଡାଉନ ଆସନ୍ତା ୧୪ ତାରିଖରେ ସମାପ୍ତ ହେଉଥିବାରୁ ଏହାକୁ ବଢାଯିବ ବୋଲି ଆଶଙ୍କା ରହିଛି । ଆଜି ବସିଥିବା ସର୍ବଦଳୀୟ ବୈଠକରେ ଏବିଷୟରେ ଆଲୋଚନା ହାଇ ଏହାକୁ ବଢାଯିବ ବୋଲି ସଂକେତ ମିଳୁଛି ।ବିଭିନ୍ନ…

ବଢ଼ିପାରେ ଲକଡାଉନ ଅବଧି, ମାତ୍ର ବାଦ୍ ପଡ଼ିବେ ଏସବୁ ଅଞ୍ଚଳ; ବିଚାର କରୁଛନ୍ତି ମୋଦି ସରକାର

ସମ୍ପୂର୍ଣ୍ଣ ଦେଶକୁ ଲକଡାଉନ କରାଯାଇଥିଲେ ମଧ୍ୟ ତବଲିଗି ଜମାତ ସହ ଜଡ଼ିତ ଲୋକମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ଆଶଙ୍କା କ୍ରମଶଃ ବଢ଼ିବାରେ ଲାଗିଛି। ଦେଶରେ ଦିନକୁ ଦିନ ବଢ଼ୁଥିବା କରୋନା ଭାଇରସର ମାମଲାକୁ ଦେଖି ସରକାର ୨୧ ଦିନର ଲକଡାଉନ ଅବଧିକୁ ବଢ଼ାଇ ପାରନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ…

ଲକଡାଉନ୍ ପରର ଡାଟା ସେୟାର କଲା ଗୁଗଲ, ଏମିତି ନିୟମ ମାନୁଛନ୍ତି ଆମ ଲୋକ

କରୋନା ଭାଇରସ ସଂକ୍ରମଣ ବେଳେ ଲୋକଙ୍କ ଗତିବିଧି ସମ୍ପର୍କିତ ଡାଟା ସେୟାର କରିଛି ଗୁଗଲ। ରିପୋର୍ଟରେ ଜଣାପଡ଼ିଛି ଯେ ଲୋକମାନେ ଏହି ଲକଡାଉନକୁ ଗମ୍ଭୀରତାର ସହ ନେଇଛନ୍ତି। ଭାରତରେ ପବ୍ଲିକ ପ୍ଲେସରେ ଲୋକଙ୍କ ଯିବା ଆସିବା ଏକାଠି ହେବା ଆଦି କମିଛି। ଏହି ରିପୋର୍ଟରେ ଭାରତୀୟ ଡାଟାକୁ ୬…

ରାସ୍ତାରେ ବୁଲୁଥିବା ହାତୀ ସାମ୍ନାକୁ ହଠାତ ଚାଲି ଆସିଲେ କ୍ଷୀର ବିକାଳୀ, ଦେଖନ୍ତୁ ତାପରେ କଣ ହେଲା?

ଲାକଡାଉନରେ ବର୍ତ୍ତମାନ ଅନେକ ସ୍ଥାନରେ ଜଙ୍ଗଲରୁ ପଶୁ-ପକ୍ଷୀ ବାହାରି ରାସ୍ତାରେ ବୁଲୁଛନ୍ତି। କେଉଁଠି ମୟୂର ନାଚୁଥିବାର ନଜର ଆସିଥିବା ବେଳେ କେଉଁଠି ନୀଳ ଗାଈ ଏବଂ ହରିଣ ବୁଲୁଥିବାର ଦେଖିବାକୁ ମିଳିଛି। ସହର ଓ ଗାଁରେ ପକ୍ଷୀଙ୍କ ରାବ ଶୁଣାଯିବା ସହ ପକ୍ଷୀମାନେ ଘରକୁ ମଧ୍ୟ ପହଞ୍ଚିବା ଆରମ୍ଭ…

ଲକ୍‍ଡାଉନ ସମୟରେ ନେବାକୁ ଚାହୁଁଛନ୍ତି ନିଜ ସ୍ୱାସ୍ଥ୍ୟର ଯତ୍ନ, ତେବେ ଆପଣାନ୍ତୁ କଠିନ ବ୍ୟାୟାମ ସହ ସଠିକ୍ ଡାଏଟ୍

ବଡିବିଲଡିଂ କରିବା ପାଇଁ ହେଲେ କଠି ବ୍ୟାୟାମ ସହ ଶରୀରକୁ ଉପଯୁକ୍ତ ପରିମାଣର ଡାଏଟ୍‌ର ମଧ୍ୟ ଆବଶ୍ୟକତା ରହିଛି । ବ୍ୟାୟାମ କରିବା ସହ କେଉଁ ପ୍ରକାର ଖାଦ୍ୟ ଖାଇଲେ ଶରୀର ମାଂସପେଶୀକୁ ଶକ୍ତ କରିବା ସହ ବୃଦ୍ଧି କରାଇବ । କିନ୍ତୁ ଏବେ କରୋନା ମହାମାରୀ ଯୋଗୁଁ ସମଗ୍ର ଭାରତ ବର୍ଷ ଲକ୍‍ଡାଉନ…

ଯାଜପୁର: ଲକଡାଉନ ପାଇଁ ସକ୍ରିୟ ହେଉଛନ୍ତି ଲୁଟେରା, ମାର୍କଣ୍ଡପୁର ଇଣ୍ଡିକ୍ୟାସ ଏଟିଏମକୁ ଲୁଟ ପାଇଁ ଉଦ୍ୟମ କଲେ…

ଯାଜପୁର ଟାଉନ(କେନ୍ୟୁଜ): ଚାରିଆଡେ କୋରୋନା ପାଇଁ ଲକ ଡାଉନ ଥିବା ବେଳେ ଏଟିଏମ ଭାଙ୍ଗି ଟଙ୍କା ଲୁଟ ପାଇଁ ଉଦ୍ୟମ କରିଛନ୍ତି ଲୁଟେରା । ଯାଜପୁର ଥାନା ମାର୍କଣ୍ଡପୁର ଠାରେ ଥିବା ଟାଟା ଇଣ୍ଡିକ୍ୟାସ ଏଟିଏମକୁ ଗତକାଲି କେତେକ ଦୁର୍ବୃତ୍ତ ଭାଙ୍ଗି ଲୁଟିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଟଙ୍କା…