Browsing Tag

lock down

ଭୁବନେଶ୍ୱରରେ ପହଁଚିଲା ଦୁବାଇରୁ ଆସିଥିବା ଦ୍ୱିତୀୟ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଁଚିଲା ଦୁବାଇରୁ ଆସିଥିବା ଦ୍ୱିତୀୟ ବିମାନ । ବିମାନରେ ମୋଟ ୧୫୦ଜଣ ଯାତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଛନ୍ତି । ୧୫୦ ଜଣଙ୍କ ମଧ୍ୟରୁ ୧୪୭ ଜଣ ପ୍ରବାସୀ ଓଡିଆ ଥିବାବେଳେ ୨ ଜଣ ବିହାର ଓ ୨ କୋଲକତାର ଯାତ୍ରୀ । ଯାତ୍ରୀମାନେ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା…

ରାଜ୍ୟ-ରାଜ୍ୟ ମଧ୍ୟରେ ଆରମ୍ଭ ହୋଇପାରେ ବସ୍‌ ସେବା, ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

ଭୁବନେଶ୍ବର: ରାଜ୍ୟ-ରାଜ୍ୟ ମଧ୍ୟରେ ଆରମ୍ଭ ହୋଇପାରେ ବସ୍‌ ସେବା । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି, ବିଭାଗ ପକ୍ଷରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ ହେବା ପରେ ରାଜ୍ୟ ସରକାର ଉପରେ ଦାୟିତ୍ୱ ନ୍ୟସ୍ତ…

ଦିଲ୍ଲୀ ଫେରନ୍ତା ଅଭିଯୁକ୍ତ କରୋନା ପଜିଟିଭ୍, ପୁରୀ କୁମ୍ଭାରପଡ଼ା ଥାନାର ସମସ୍ତ କର୍ମଚାରୀ କ୍ୱାରେଣ୍ଟାଇନରେ

ପୁରୀ: କ୍ୱାରେଣ୍ଟାଇନରେ ଥାନାର ସମସ୍ତ କର୍ମଚାରୀ । ପୁରୀ କୁମ୍ଭାରପଡ଼ା ଥାନାର ସମସ୍ତ କର୍ମଚାରୀ କ୍ୱାରେଣ୍ଟାଇନରେ । ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେ କରୋନା ପଜିଟିଭ ହୋଇଥିବାରୁ ସମସ୍ତ କର୍ମଚାରୀ କ୍ୱାରେଣ୍ଟାଇନରେ ରହିଛନ୍ତି । ଏହାସହ ଥାନାକୁ ମଧ୍ୟ ସାନିଟାଇଜ କରାଯାଇଛି ।…

ଲକ୍ ଡାଉନ୍ ଦୁଃଖ: ଭାରରେ ଦୁଇ ଛୁଆଙ୍କୁ କାନ୍ଧେଇ ସ୍ତ୍ରୀ ଏବଂ ୬ବର୍ଷର ପିଲାକୁ ଧରି ଯାଜପୁରରୁ ବାରିପଦା ଆସିଲେ…

ବାରିପଦା: କରୋନା ଲକ୍ ଡାଉନ୍ ସମସ୍ତଙ୍କ ପାଇଁ ଆଣିଦେଇଛି ଦୁଃଖ । ନିଜ ପ୍ରିୟଜନଙ୍କ ଠାରୁ ଦୁରରେ ରହି ଅଥୟ ହୋଇଉଠିଛି ମନ । ଯାହାଫଳରେ ଯେକୌଣସି ଉପାୟରେ ଲୋକେ ଭିଟାମାଟିକୁ ଫେରିବାରେ ଲାଗିଛନ୍ତି । କିଛି ଲୋକଙ୍କ ଆଶା ପୂର୍ଣ୍ଣ ହେଉଛି ତ କିଛି ଲୋକ ଜୀବନ ଯୁଦ୍ଧରେ ହାରିଯାଉଛନ୍ତି । ଏଭଳି…

ନୂଆ ରୂପ ଓ ରଙ୍ଗରେ ଆସିବ ଲକ୍‌ଡାଉନ୍‌ ୪.୦: ହଟ୍‌ସ୍ପଟ୍‌କୁ ନେଇ ରାଜ୍ୟକୁ ମିଳିବ ଅଧିକ କ୍ଷମତା, ରେଡ୍‌ ଜୋନ୍‌ରେ କୋହଳ…

ନୂଆଦିଲ୍ଲୀ: ଆସନ୍ତାକାଲି ସରୁଛି ଲକଡାଉନ ୩.୦ । ନୂଆ ରୂପ ଓ ରଙ୍ଗରେ ଆସିବ ଲକ୍‌ଡାଉନ୍‌ ୪.୦ । ସୋମବାର ପୂର୍ବରୁ ଲକଡାଉନ ନିୟମ ସମ୍ପର୍କରେ ଅବଗତ କରାଯିବ। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ମିଳିଥିବା ପ୍ରସ୍ତାବ ଅନୁସାରେ ରଣନୀତି ପ୍ରସ୍ତୁତ କରାଯାଇଛି। ଲକ୍‌ଡାଉନ୍‌ ୪.୦ ନେଇ ଆଜି…

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୫୦ରୁ ଅଧିକ ପଶ୍ଚିମବଙ୍ଗ ଶ୍ରମିକଙ୍କ ହୋ-ହଲ୍ଲା, ଘରକୁ ଯିବା ପାଇଁ ମାଗିଲେ…

କେନ୍ଦୁଝର: ଘରକୁ ଯିବା ପାଇଁ ଅନୁମତି ନମିଳିବାରୁ ପଶ୍ଚିମବଙ୍ଗ ଶ୍ରମିକଙ୍କ ହୋ-ହଲ୍ଲା । କେନ୍ଦୁଝରରେ ଫସିଥିବା କିଛି ପଶ୍ଚିମବଙ୍ଗ ଶ୍ରମିକଙ୍କୁ ଘରକୁ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳୁନାହିଁ । ଏନେଇ ଆଜି ୫୦ରୁ ଅଧିକ ଶ୍ରମିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋ-ହଲ୍ଲା…

ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ପରେ ଆଜିଠୁ ବରଗଡ଼ ଜିଲ୍ଲାରେ ସରକାରୀ ବସ୍‌ ଚଳାଚଳ ଆରମ୍ଭ

ବରଗଡ଼ : ଗ୍ରୀନ୍‌ ଜୋନ୍‌ରେ ଗଡ଼ିଲା ବସ୍‌। ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ପରେ ଆଜିଠୁ ବରଗଡ଼ ଜିଲ୍ଲାରେ ସରକାରୀ ବସ୍‌ ଚଳାଚଳ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ୨ଟି ବସ୍‌ ଚାଲିଛି। ଲକ୍‌ଡାଉନ୍‌ର ପ୍ରାୟ ଦେଢ ମାସ ପରେ ପଦ୍ମପୁର-ବରଗଡ଼-ସମ୍ବଲପୁରକୁ ବସ୍‌ ସେବା ଆରମ୍ଭ ହୋଇଛି। ପଦ୍ମପୁରରୁ…

୫୩ ପ୍ରବାସୀଙ୍କୁ ପଶ୍ଚିମବଙ୍ଗ ପଠାଇଲା ମାଲକାନଗରିରି ଜିଲ୍ଲା ପ୍ରଶାସନ

ମାଲକାନଗରିରି: ୫୩ ପ୍ରବାସୀଙ୍କୁ ପଶ୍ଚିମବଙ୍ଗ ପଠାଇଲା ମାଲକାନଗରିରି ଜିଲ୍ଲା ପ୍ରଶାସନ । ମାଲକାନଗିରି ଜିଲ୍ଲାର ପ୍ରବେଶ ପଥ ମୋଟୁ ଠାରେ ଫସିଥିବା ୫୩ ଜଣ ପଶ୍ଚିମବଙ୍ଗ ପ୍ରବାସୀଙ୍କୁ ୫ଦିନ ପରେ ଉଦ୍ଧାର କରାଯାଇ ପଶ୍ଚିମବଙ୍ଗ ସୀମାନ୍ତରେ ଛଡାଯାଇଛି । ପରେ ପ୍ରଶାସନ ପକ୍ଷରୁ ସେମାନଙ୍କ ପରିଚୟ…

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ବଲାଙ୍ଗୀର ଜିଲ୍ଲା ସଇଁତଲା ସରପଞ୍ଚ, ବ୍ଯବସାୟୀଙ୍କଠାରୁ ଆଦାୟ କଲେ ୨୭୦୦୦ ଟଙ୍କା…

ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲା ସଇଁତଲାରେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ। ଲୁଣ କଳାବଜାରୀ କରୁଥିବା ଅଭିଯୋଗରେ ବ୍ଯବସାୟୀଙ୍କଠାରୁ ସମୁଦାୟ ୨୭ ହଜାର ଟଙ୍କା ଜରିମାନା ସ୍ବରୂପ ଆଦାୟ କରିଛନ୍ତି ସରପଞ୍ଚ। ୨୭ହଜାର ଟଙ୍କାରୁ ୧୧-୧୧ ହଜାର ଟଙ୍କା ଲଖାଏଁ ମୁଖ୍ଯମନ୍ତ୍ରୀ ଏବଂ…

ସର୍ତ୍ତମୂଳକ ଭାବେ ଭୁବନେଶ୍ୱର ବାପୁଜୀନଗରରେ ଖୋଲିଲା ୫୦ଟି ଦୋକାନ

ଭୁବନେଶ୍ୱର: ସର୍ତ୍ତମୂଳକ ଭାବେ ଭୁବନେଶ୍ୱର ବାପୁଜୀନଗରରେ ଖୋଲିଲା ୫୦ଟି ଦୋକାନ । ବାପୁଜୀନଗରରେ ବ୍ୟବସାୟୀମାନେ ସାମାଜିକ ଦୂରତା ବଜାୟ ରଖୁନଥିବାରୁ ସମସ୍ତ ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍‌ କରିଥିଲା ବିଏମସି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିପାରିବେ ବୋଲି କୁହାଯାଇଥିଲା…

ଲକ୍ ଡାଉନ୍ ଯୋଗୁଁ ଆସିପାରିଲେ ନାହିଁ ସ୍ବାମୀ କିମ୍ବା ପୁଅ, ଶେଷରେ ଅଲିଅଳି ଝିଅର ମୁଖାଗ୍ନି ଦେଲା ମା

ବିହାର: ଏହି କରୋନା ସଙ୍କଟ ଏକ ମାକୁ ଆଜୀବନ ଦୁଃଖ ଦେଇଯାଇଛି | ଏକମାତ୍ର ଅଲିଅଳି ଝିଅକୁ ହରାଇଛି ମା । ଲକ୍ ଡାଉନ୍ ଯୋଗୁଁ ରୋଗରେ ଘରେ ପଡି ପଡି ମୃତ୍ୟୁ ବରଣ କରିଛି ଝିଅ । ସବୁଠୁ ଦୁଃଖର କଥା ଏଭଳି ସମୟରେ ନା ବାପା ନା ଭାଇ, କେହିବି ନଥିଲେ ପାଖରେ । ଶେଷରେ ମା ସାମାଜିକ ପରମ୍ପରାକୁ…

କୋଲକତାରେ ଲକ୍ ଡାଉନ୍ ନିୟମକୁ ଖୁଲମଖୁଲା ଆଖିଠାର, ଦୁଇ ହଜାରରୁ ଅଧିକ ଓଡିଆ ଶ୍ରମିକ ଏବେ ବି ମାଲିକଙ୍କ ଚାପରେ…

କୋଲକତା: କୋଲକତା ମହାନଗରୀର ୨୭୩ଟି କଣ୍ଟେନମେଣ୍ଟ ଜୋନ ଭିତରେ ରହିଛି ବଡବଜାର ଓ ପୋସ୍ତାବଜାର । ଏଠାରେ ଦୁଇ ହଜାରରୁ ଅଧିକ ଓଡିଆ ଭାଷୀ କେବଳ ଶ୍ରମିକ ଭାବେ କାର୍ଯ୍ଯ କରନ୍ତି । ବିଶେଷ ଭାବେ ବିଭିନ୍ନ ପ୍ରାନ୍ତରରୁ ଆସୁଥିବା ମାଲ୍ ବୋଝେଇ ଗାଡି ମାନଙ୍କରେ ଏମାନେ ମାଲ୍ ଉଠାଇବା ଓ ଓହ୍ଲାଇବା…