Browsing Tag

lock down

ଲକ୍ ଡାଉନ୍ ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଏହି ଅଭିନେତ୍ରୀ, ଶେଷରେ ମେକଅପ୍ ମ୍ୟାନ୍ ବଢାଇଲେ ସାହାଯ୍ୟର ହାତ

କରୋନା ପାଇଁ ହୋଇଥିବା ଲକଡାଉନ୍ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଲୋକ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନରେ ପ୍ରମୁଖ ସମସ୍ୟା ସୃଷ୍ଟି କରିଛି | ଏହାକୁ ଆହୁରି ବଢାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ଅନେକ ଟିଭି ତାରକା ଅଛନ୍ତି ଯେଉଁମାନେ…

MSME ଗୁରୁତ୍ୱ ସହ ୧୫ ହଜାର ଟଙ୍କାରୁ କମ ବେତନ ପାଉଥିବା କର୍ମଚାରୀଙ୍କ ଇପିଏଫ୍ ଭରିବେ କେନ୍ଦ୍ର ସରକାର, ଜାଣନ୍ତୁ…

କେନ୍ୟୁଜ୍ (ବ୍ୟୁରୋ): ଲକ୍‌ଡାଉନ୍‌ ବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏମଏସ୍‌ଏମ୍‌ଇ। ଏହି କ୍ଷେତ୍ରକୁ ସବୁଠ ଅଧିକ ଗୁରୁତ୍ୱ ଦିଆଯାଇଛି। ଏମଏସ୍‌ଏମଇର ସଂଜ୍ଞା ମଧ୍ୟ ପରିବର୍ତ୍ତନ କରାଯାଇଛି। ବହୁ ଦିନ ଧରି ଏଥି ପାଇଁ ଦାବି ହୋଇ ଆସୁଥିଲା। ଏମଏସ୍‌ଇ କ୍ଷେତ୍ରରେ ନିବେଶ ସୀମା ବୃଦ୍ଧି…

ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍, ଆଖପାଖ ଅଞ୍ଚଳରେ କର୍ଫ୍ୟୁ ଜାରି

ଭଦ୍ରକ: ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍‌ । ଗୁଜରାଟ ଥାନଗଡରୁ ଗତକାଲି ପ୍ରଥମ ଟ୍ରେନ୍‌ ଆସିଥିବାବେଳେ ଆଜି ଦ୍ୱିତୀୟ ଟ୍ରେନ୍‌ ଆସି ପହଞ୍ଚିଛି । ଏଥିରେ ଭଦ୍ରକ ଜିଲ୍ଲା ସମେତ କେନ୍ଦ୍ରାପଡ଼ା ଓ ଆଉ କିଛି ଜିଲ୍ଲାର ପ୍ରବାସୀ ଥିଲେ । ଗୁଜରାଟରୁ ଆସିଥିବା ଟ୍ରେନରେ…

ଗ୍ରୀନ୍‌ ଜୋନ୍‌ରେ ଚାଲିବ ଓଏସ୍‌ଆରଟିସି ବସ୍‌, ଯାତ୍ରୀଙ୍କଠାରୁ ନିଆଯିବ ଦୁଇ ଗୁଣା ଭଡା

ଭୁବନେଶ୍ବର: ଗ୍ରୀନ୍‌ ଜୋନ୍‌ରେ ଚାଲିବ ଓଏସ୍‌ଆରଟିସି ବସ୍‌ । ରାଜ୍ୟରେ ଥିବା ଓଏସ୍‌ଆରଟିସି ବସ୍‌ ସମସ୍ତ ଗ୍ରୀନ୍‌ ଜୋନ୍‌ରେ ଚାଲିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବସ୍‌ରେ ଯାତ୍ରୀଙ୍କଠାରୁ ଦୁଇ ଗୁଣା ଭଡା ନିଆଯିବ । ଗ୍ରୀନ୍‌ ଜୋନ୍‌ରେ ଘରୋଇ ବସ୍‌…

ଲକ୍‌ଡାଉନ୍‌ରେ ଖେଳାଳିଙ୍କୁ ଟ୍ରେନିଂ ପାଇଁ ମିଳିପାରେ ଅନୁମତି, ଖେଳମନ୍ତ୍ରୀ କଲେ ଘୋଷଣା

କରୋନା ଭାଇରସ୍‌ ଯୋଗୁ ଗତ ତିନି ମାସ ହେବ ଦେଶରେ କୌଣସି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇନାହିଁ। କିନ୍ତୁ ସରକାର ସଙ୍କେତ ଦେଇ କହିଛନ୍ତି ଯେ ମେ ୧୮ରୁ ଆରମ୍ଭ ହେବାକୁ ଥିବା ଲକ୍‌ଡାଉନ୍‌ ୪.୦ ବେଳେ ଖେଳାଳିଙ୍କୁ କେତେକ ଛାଡ଼ ମିଳିପାରେ। ଏଥିସହ ଖେଳ ସହ ଜଡ଼ିତ ଗତିବିଧି ପୁନର୍ବାର ଆରମ୍ଭ…

ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ଆଜିଠୁ କଟକ ଭୁବନେଶ୍ୱର ମଧ୍ୟରେ ଚାଲିଲା ବସ୍

କଟକ: ଆଜିଠୁ କଟକ ଭୁବନେଶ୍ୱର ମଧ୍ୟରେ ଚାଲିଲା ବସ୍‌ । ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ଚାଲିଲା ବସ୍‌ । ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ ଗୋଟିଏ ବସ ଚାଲିଛି । କଟକରୁ ବାହାରିଥିବା ବସ୍‌ ଭୁବନେଶ୍ୱର ଖାରବେଳ ଭବନ, ରାଜୀବ ଭବନ ଦେଇ ସଚିବାଳୟରେ ପହଞ୍ଚିଛି । ଅପରାହ୍ନ ୫ଟାରେ ଅଫିସ୍‌…

ସିଲ୍‌ ହେଲା ଭୁବନେଶ୍ୱର ବାପୁଜୀ ନଗର ମାର୍କେଟ୍, ନିୟମ ଉଲଂଘନ କରିଥିବା ଅଭିଯୋଗରେ

ଭୁବନେଶ୍ୱର: ସିଲ୍‌ ହେଲା ଭୁବନେଶ୍ୱର ବାପୁଜୀ ନଗର ମାର୍କେଟ। ଦୋକାନୀମାନେ ନିୟମ ଖିଲାପ କରିଥିବା ଅଭିଯୋଗରେ ମାର୍କେଟକୁ BMC ପକ୍ଷରୁ ସିଲ୍‌ କରାଯାଇଛି। ରାଜଧାନୀ ରେଡ୍‌ ଜୋନ୍‌ରେ ଥିବା ସତ୍ତ୍ୱେ ଦୋକାନୀମାନେ ସଚେତନ ନହୋଇ ନିୟମ ଉଲଂଘନ କରିଥିବା ଅଭିଯୋଗ ହୋଇଛି। ବାପୁଜୀନଗର ମାର୍କେଟ…

ନୂଆପଡ଼ା ଖଡିଆଳରେ ପହଞ୍ଚିଲେ ୫୬୫ଜଣ ପ୍ରବାସୀ ଶ୍ରମିକ

ନୂଆପଡ଼ା: ନୂଆପଡ଼ା ଖଡିଆଳରେ ପହଞ୍ଚିଲେ ୫୬୫ଜଣ ଶ୍ରମିକ । ଟ୍ରେନ୍‌ ଯୋଗେ ଟିଟିଲାଗଡ଼ ଷ୍ଟେସନରେ ପହଞ୍ଚିବା ପରେ ନୂଆପଡ଼ା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବସ୍‌ରେ ସେମାନଙ୍କୁ ଅଣାଯାଇଛି । ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡିଆଠାରେ ସମସ୍ତ ଶ୍ରମିକମାନଙ୍କ ନାଁ ପଞ୍ଜିକରଣ କରିବା ସହ ସ୍ୱାସ୍ଥ୍ୟ…

ଆନ୍ଧ୍ର ପ୍ରଦେଶରୁ ଡଙ୍ଗାରେ ପୁରୀ ପଳାଇ ଆସିଲେ ୨୫ ମତ୍ସ୍ୟଜୀବୀ

ପୁରୀ: ସମୁଦ୍ର ପଥରେ ଫେରିଲେ ପ୍ରବାସୀ। ଜଳପଥରେ ବିଶାଖାପାଟଣାରୁ ଡଙ୍ଗା ସାହାଯ୍ୟରେ ଫେରିଲେ ୨୫ ମତ୍ସ୍ୟଜୀବୀ । ସେମାନଙ୍କ ମଧ୍ୟରେ ଚନ୍ଦ୍ରଭାଗାର ୧୦ଜଣ ପୁରୀର ୬ଜଣ ମତ୍ସ୍ୟଜୀବୀ ଅଛନ୍ତି। ଆଉ କିଛି ମତ୍ସ୍ୟଜୀବୀ ବିଭିନ୍ନ ସ୍ଥାନରେ ଓହ୍ଲାଇ ପଡିଛନ୍ତି। ଚନ୍ଦ୍ରଭାଗା ଉପକୂଳରେ ପୋଲିସ…

ଭଗବାନ ହିଁ ସାହା: ଅଧାବାଟରେ ଜନ୍ମ ହେଲା ଶିଶୁକନ୍ୟା, ଶେଷର ଗାଁ ଜମି ବନ୍ଧା ପକାଇ ନାଗପୁରରୁ ଭଦ୍ରକ ଫେରିଲେ ଦମ୍ପତ୍ତି

ଭଦ୍ରକ : ଏପ୍ରିଲ ୨ ତାରିଖ । ସୁରତରୁ ବସ୍ ଯୋଗ‌େ ଭଦ୍ରକ ଫେରୁଥିଲେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର କୁବେରା ଗ୍ରାମର ସୁଶାନ୍ତ ବେହେରା ଏବଂ ତାଙ୍କ ପତ୍ନୀ । ହଠାତ୍ ଅଧାବାଟରେ ପତ୍ନୀଙ୍କର ଆରମ୍ଭ ହୋଇଗଲା ଗର୍ଭ ଯନ୍ତ୍ରଣା। କଣ କରିବେ କିଛି ଭାବିବା ପୂର୍ବରୁ ସବୁ ମାନବିକତାକୁ ଅଣଦେଖା କରି…

ରାସ୍ତାରେ ଚାଲି ଚାଲି ନିଜ ରାଜ୍ୟକୁ ଫେରି ପାରିବେନି ଶ୍ରମିକ, ଆଡଭାଇଜରି ଜାରି କଲେ କେନ୍ଦ୍ର ଗୃହ ସଚିବ

ନୂଆଦିଲ୍ଲୀ: ରେଳ ଟ୍ରାକ୍‌ରେ କିମ୍ବା ରାସ୍ତାରେ ଚାଲି ଚାଲି ନିଜ ରାଜ୍ୟକୁ ଫେରି ପାରିବେନି ଶ୍ରମିକ । ଏନେଇ ଆଡଭାଇଜରି ଜାରି କରିଛି କେନ୍ଦ୍ର ଗୃହ ସଚିବ । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ଗୃହ ସଚିବ ଅଜୟ ଭଲ୍ଲା । ରେଳ ଟ୍ରାକ୍‌ରେ…

ଆଜି ରାଜ୍ୟରେ ପହଞ୍ଚିବ ଆଉ ୫ଟି ଟ୍ରେନ୍, ପ୍ରାୟ ୬ ହଜାରରୁ ଅଧିକ ପ୍ରବାସୀ ପହଞ୍ଚିବେ ଓଡ଼ିଶାରେ

ଭୁବନେଶ୍ବର: ଆଜି ପ୍ରବାସୀ ଓଡ଼ିଆଙ୍କୁ ଧରି ରାଜ୍ୟରେ ପହଞ୍ଚିବ ଆଉ ୫ଟି ଟ୍ରେନ୍‌। ପ୍ରାୟ ୬ ହଜାରରୁ ଅଧିକ ପ୍ରବାସୀ ଓଡ଼ିଶାରେ ପହଞ୍ଚିବେ। ଆନ୍ଧ୍ରପ୍ରଦେଶରୁ ଟିଟିଲାଗଡ଼ରେ ପହଞ୍ଚିବ ଗୋଟିଏ ଟ୍ରେନ୍‌। ଆଉ ୩ଟି ଟ୍ରେନ୍‌ ସୁରତରୁ ଓଡ଼ିଶା ଅଭିମୁଖେ ବାହାରିଛି। ଏହି ଟ୍ରେନ୍‌ ଗଞ୍ଜାମ ଜଗନ୍ନାଥପୁରରେ…