Browsing Tag

lock down

କରୋନା ଟେନସନକୁ ଦ୍ବିଗୁଣିତ କରୁଛି ଦୁର୍ଘଟଣାଗତ ମୃତ୍ୟୁ, ପ୍ରବାସୀଙ୍କ ଘର ବାହୁଡା ପାଲଟୁଛି ଶେଷ ଯାତ୍ରା

ତାଲା ବନ୍ଦ ସମୟରେ ସଡ଼କ ଦୁର୍ଘଟଣାରେ ବିଭିନ୍ନ ସ୍ଥାନରେ ଅନେକ ପ୍ରବାସୀ ପ୍ରାଣ ହରାଇଛନ୍ତି । ମାର୍ଚ୍ଚ ୨୪ରୁ ମେ ୩ତାରିଖ ଭିତରେ ୩୦% ଲୋକ ଦୁର୍ଘଟଣାରେ ପ୍ରାଣ ହାରିଛନ୍ତି । ଲକ୍ ଡାଉନ୍ ରୁ ମେ ୭ ତାରିଖ ଭିତରେ ପାଖାପାଖି ୧୪୦ଜଣଙ୍କର ମୃତ୍ୟୁ ହୋଇଛି । ଏହି ସବୁ ଘଟଣା ଘଟିଯାଇଛି କେବଳ…

ଶିଳ୍ପ ସମସ୍ୟାର ସମାଧାନ ପାଇଁ ଓଡିଶା ସରକାରଙ୍କ ମଡେଲ ନୀତି ଯୋଜନା

ଭୁବନେଶ୍ବର: COVID-19 ଲକ୍ ଡାଉନ୍ ଯୋଗୁଁ ଶିଳ୍ପଗୁଡିକ ରାଜ୍ୟରେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଓଡିଶା ସରକାର ଏକ ମଡେଲ ନୀତି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ମଙ୍ଗଳବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟରେ COVID-19 ପରିସ୍ଥିତିକୁ ନେଇ…

କୁମ୍ଭାର ପରିବାର ମୁଣ୍ଡରେ କରୋନା ଚଡକ, ଏବେ ଜୀବନ ସହିତ ଜରୁରୀ ହୋଇପଡିଛି ଜୀବିକା

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାରେ ଥିବା କୁମ୍ଭାର ଶାଳ ଉପରେ, ମାଟି ହାଣ୍ଡି, ମାଠିଆ, ସୁରେଇ ଓ ବିଭିନ୍ନ ପ୍ରକାରର ମାଟି ତିଆରି ଜିନିଷ ବନେଇ ବିକୁଥିବା କୁମ୍ଭାର ପରିବାର ମୁଣ୍ଡରେ ଏବେ କରୋନା ଚଡକ। ପ୍ରଥମ ପର୍ଯ୍ୟାୟ ରେ ୨୧ ଦିନ ଲକଡାଉନ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟୟ ରେ ୧୯ ଦିନ…

ପେଟର ଭୋକ ଆଉ ଭିଟାମାଟିକୁ ଫେରିବାର ମୋହ: ରେଳଧାରଣାରେ ଚାଲିଚାଲି ପଶ୍ଚିମବଙ୍ଗ ଅଭିମୁଖେ ଗଲେ ୫୦ରୁ ଅଧିକ ଶ୍ରମିକ

ପେଟର ଭୋକ ଆଉ ଭିଟାମାଟିକୁ ଫେରିବାର ମୋହ ଏସବୁ କରିବାକୁ ବାଧ୍ଯ କରୁଛି । ପଶ୍ଚିମବଙ୍ଗ ବେଲଦା ଅଞ୍ଚଳର ୫୦ରୁ ଅଧିକ ଶ୍ରମିକ କପିଳାସ ରୋଡ ଷ୍ଟେସନରେ କାମ କରୁଥିଲେ। ଲକଡାଉନ ହେବା ପରେ କାମବନ୍ଦ ହୋଇଗଲା। ଏହା ସହ ଠିକାଦାର ମଧ୍ୟ ମଜୁରୀ ଦେଲା ନାହିଁ। ଫଳରେ  ବାଧ୍ୟହୋଇ ରେଳ ଧାରଣାରେ…

ଲକ୍ ଡାଉନ ଯୋଗୁ ହତାଶ ହୋଇ ଜୀବନ ହାରିଲେ ଯୁବକ

ଯାଜପୁର ଟାଉନ: କୋରୋନା ପାଇଁ ଚାରିଆଡେ ଲକ ଡାଉନ ଚାଲିଛି । କାମ ଧନ୍ଦା ସବୁ ବନ୍ଦ ହୋଇଯାଇଛି । ଏହାରି ଭିତରେ ହତାଶ ହୋଇ ଜୀବନ ହାରିଲେ ଯୁବକ । ଯାଜପୁର ସଦର ଥାନା ଅନ୍ତର୍ଗତ ଜାହାନପୁର ପଂଚାୟତର ମଲ୍ଳିକାପୁର ଗାଁର ଅକ୍ଷୟ ମହାନ୍ତି ଆଜି ସକାଳେ ଦୌଡି ଦେଇ ଆତ୍ମହତ୍ୟା କରିଛନ୍ତି । ସେ…

ଲକ୍‌ଡାଉନ୍‌ର ୪୫ ଦିନ ପରେ ଟ୍ଵିନ୍‌ ସିଟିରେ କାମ ଆରମ୍ଭ: ଚାଲିଛି ନିର୍ମାଣ କାର୍ଯ୍ୟ, ଖୋଲିଲାଣି ଗ୍ୟାରେଜ୍‌

ଭୁବନେଶ୍ବର: ଜୀବନ ଜୀବିକା ପଥରେ ଲୋକେ । ଲକ୍‌ଡାଉନ୍‌ ଯୋଗୁ ସବୁ କିଛି ବନ୍ଦ ଥିଲା । ଏବେ ଲକ୍‌ଡାଉନ୍‌ ବଳବତ୍ତର ଥିଲେ ମଧ୍ୟ କିଛି ସ୍ଥାନରେ କାମ ଆରମ୍ଭ ହେଲାଣି । କଟକଣା ଭିତରେ ଲୋକେ ଦୋକାନ ଖୋଲୁଛନ୍ତି । ଲକ୍‌ଡାଉନ୍‌ର ୪୫ ଦିନ ପରେ ଟ୍ଵିନ୍‌ ସିଟିରେ ମଧ୍ୟ ବିଭିନ୍ନ ଦୋକାନ ଖୋଲିଲାଣି ।…

ଭିଟାମାଟିକୁ ଫେରିବାକୁ ମନ ଅଥୟ, ଆନ୍ଧ୍ରରୁ ଚାଲି ଚାଲି ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ଗଜପତି : ରାଜ୍ୟ ସରକାର ପ୍ରବାସୀ ଓଡିଆଙ୍କୁ ବିଭିନ୍ନ ରାଜ୍ୟରୁ ଫେରାଇ ଆଣିବା ପାଇଁ ବିଭିନ୍ନ ବ୍ୟବସ୍ଥା କରୁଛନ୍ତି । ସେ ଅନ୍‌ଲାଇନ ହେଉ କି ଅଫ୍ ଲାଇନ ପଞ୍ଜିକରଣ ହେଉ, ସ୍ୱତନ୍ତ୍ର ବସ୍ ଏବଂ ଟ୍ରେନ୍‌ରେ ପ୍ରବାସୀ ଓଡିଆଙ୍କୁ ନିଜ ଭିଟାମାଟିକୁ ଫେରାଇ ଆଣାଯାଉଛି । ତଥାପି ଧର୍ଯ୍ୟ ହରାଉଛନ୍ତି…

ଲକ୍ ଡାଉନ୍ ଦେଲା ଏତେ ବଡ ଦୁଃଖ: ୩ ପୁଅ ଥାଇବି ବାପାକୁ ଦେଇପାରିଲେ ନାହିଁ ମୁଖାଗ୍ନି

ଚାନ୍ଦବାଲି: ସବୁ ବାପା ମାଙ୍କ ଇଚ୍ଛା ମୁଖାଗ୍ନି ମୋ ପୁଅ ଦେଉ । ହେଲେ ବିଧିର ବିଧାନ କେ କରିବ ଆନ । ଯଦି ସମସ୍ତଙ୍କର ସବୁ ଇଚ୍ଛା ପୂରଣ ହୋଇଯାନ୍ତା ତେବେ ଭଗବାନଙ୍କୁ ଡାକିବାର କିଛି କାରଣ ହିଁ ନଥାନ୍ତା । ବର୍ତ୍ତମାନ ସାରା ବିଶ୍ବରେ ବିପତ୍ତି ପଡିଛି । ମହାମାରୀ କବଳରେ ଏବେ ବିଶ୍ବବାସୀ ।…

ଭଦ୍ରକରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି, ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ଵିଟ୍‌ କରି ଦିଆଗଲା…

ଭଦ୍ରକ: ଭଦ୍ରକରେ ୧୨ ଘଣ୍ଟିଆ କର୍ଫ୍ୟୁ। ଜିଲ୍ଲା ପ୍ରଶାସନ ପକ୍ଷରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଛି। କର୍ଫ୍ୟୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି। ଏହି ସମୟରେ ଲୋକଙ୍କ ରାତିରେ ଯିବା ଆସିବା ମନା କରାଯାଇଛି।

ଆଜିଠୁ ଆରମ୍ଭ ହୋଇଛି ଲକ୍‌ଡାଉନ୍‌ ୩.୦, ତିନିଟି ଜୋନ୍‌ରେ ବିଭକ୍ତ ହୋଇଛି ସାରା ଦେଶ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଲକ୍‌ଡାଉନ୍‌ ୩.୦ । ଜିଲ୍ଲା ଗୁଡ଼ିକୁ ଗ୍ରୀନ୍‌, ରେଡ୍‌ ଓ ଅରେଞ୍ଜ୍‌ ଜୋନ୍‌ରେ ଭାଗ କରାଯାଇଛି । ତେବେ ତିନିଟି ଜୋନ୍‌ରେ କଣ ବନ୍ଦ ରହିବ ? ଅନ୍ତର୍ଜାତୀୟ ଓ ଘରୋଇ ବିମାନ ସେବା, ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ, ଆନ୍ତଃରାଜ୍ୟ ବସ୍‌ ଚଳାଚଳ, ମେଟ୍ରୋ…

ଦୁବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବାକୁ ଜିଲ୍ଲା ପ୍ରଶାସନକୁ ଗୁହାରି କଲେ ପରିବାର ଲୋକ

କେନ୍ଦ୍ରାପଡ଼ା: ଦୁବାଇରେ ଓଡ଼ିଆ ଶ୍ରମିକ ମୃତ। ମୃତଦେହ ଆଣିବା ପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରି କଲା ପରିବାର। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ବାବାଜୀ ଚନ୍ଦ୍ର ସେଠୀ ମାର୍ଚ୍ଚ ୧୯ ତାରିଖରେ କର୍ମସଂସ୍ଥାନ ପାଇଁ ଦୁବାଇ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ ପାଣିପାଇପ ମିସ୍ତ୍ରୀ…

କେରଳରୁ ଓଡ଼ିଶା ଫେରୁଛନ୍ତି ୧୧୪୦ ଜଣ ଓଡ଼ିଆ ଶ୍ରମିକ

ଭୁବନେଶ୍ବର: କେରଳରୁ ଫେରୁଛନ୍ତି ଓଡ଼ିଆ ଶ୍ରମିକ । ୧୧୪୦ ଜଣ ଓଡ଼ିଆ ଶ୍ରମିକ ଏର୍ଣ୍ଣାକୁଲମର ଆଲୁଭୁ ଷ୍ଟେସନରୁ ଓଡ଼ିଶା ଅଭିମୂଖେ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାର ୩୫୦ ଶମ୍ରିକ ଅଛନ୍ତି । ଶ୍ରମିକ ସ୍ପେଶାଲ ଟ୍ରେନରେ ସେମାନଙ୍କୁ ଓଡ଼ିଶା ଫେରାଇ ଅଣାଯାଉଛି । ସେମାନେ ଟ୍ରେନ…