Browsing Tag

lock down

କଟା ହାତ ଯୋଡ଼ା ହେବା ପରେ ହୋସକୁ ଫେରିଲେ ASI ହରଜିତ ସିଂହ, କହିଲେ “ଖୁବଶୀଘ୍ର ଡ୍ୟୁଟିକୁ ଫେରିବି”

ଯେଉଁ ଦୁର୍ଘଟଣା ହୋଇଗଲା ତାହା ହୋଇଗଲା, କିଛି କଥା ନାହିଁ। ମୁଁ ଖୁବଶୀଘ୍ର ଡ୍ୟୁଟିକୁ ଫେରିବି। ଏହି ବାକ୍ୟ ହେଉଛି ପଞ୍ଜାବ ପୋଲିସର ସେହି ସାହସୀ ଏଏସଆଇ ହରଜିତ ସିଂହଙ୍କର, ଡ୍ୟୁଟି ସମୟରେ କିଛି ଅସାମାଜିକ ବ୍ୟକ୍ତି ଖଣ୍ଡାରେ ଯାହାର ହାତ କାଟି ଦିଖଣ୍ଡ କରିଦେଇଥିଲେ। ଅପରେସନ ପରେ…

ଆସନ୍ତା ମେ’ ୩ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ଓ ବିମାନ ଉଡାଣ ବାତିଲ୍‌

ନୂଆଦିଲ୍ଲୀ: ଚାଲିବନି ଟ୍ରେନ୍‌ ଉଡିବନି ପ୍ଲେନ୍‌ । ଆସନ୍ତା ମେ' ୩ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ଓ ବିମାନ ଉଡାଣ ବାତିଲ୍‌ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା ପରେ ଦେଶରେ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ବାତିଲ ହୋଇଛି । ମେଟ୍ରୋ…

ଦେଶବାସୀଙ୍କୁ ମୋଦିଙ୍କ ମୋଦିଙ୍କ ସାତଟି କଥା : ଜାଣନ୍ତୁ କେଉଁ ସବୁ କଥା ପ୍ରତି ଗୁରୁତ୍ବ ଦେବାକୁ କହିଲେ…

ନୂଆଦିଲ୍ଲୀ: ଦେଶରେ ମେ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢ଼ିଇବା ନେଇ ଘୋଷଣା କଲେ ପ୍ରଧାନମନ୍ତ୍ର। ଏହି ଅବସରରେ କୋରୋନା ମୁକାବିଲା ପାଇଁ ମୋଦି ଦେଶବାସୀଙ୍କୁ ଅନୁଶାସନରେ ରହିବାକୁ ୭ଟି କଥା କହିଥିଲେ । ଆସନ୍ତୁ ଜାଣିବା ସେହି ସପ୍ତପଦୀ କଥା କଣ? ମୋଦିଙ୍କ ସପ୍ତପଦୀ ୧- ଘରେ ବୟସ୍କଙ୍କ ଅଧିକ…

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଯାଜପୁରରୁ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି । ଗତକାଲି ପରୀକ୍ଷା ହୋଇଥିବା ୪ ହଜାର ୭୩୪ ନମୁନା ମଧ୍ୟରୁ ୪ ହଜାର ୬୭୮ ଜଣଙ୍କ ନମୁନା ନେଗେଟିଭ୍‌ ଆସିଛି । ୫୬ ନମ୍ବର ଆକ୍ରାନ୍ତ ଜଣକ ହେଉଛନ୍ତି ଯାଜପୁର…

ଆଜିଠୁ ଏସବୁ ରାଜ୍ୟରେ ଖୋଲୁଛି ମଦ ଦୋକାନ, ମିଳିବ ହୋମ ଡେଲିଭରି ସୁବିଧା

କରୋନା ଭାଇରସ ଯୋଗୁ ଏବେ ୨୧ ଦିନ ପାଇଁ ସାରା ଦେଶକୁ ଲକଡାଉନ ଘୋଷଣା କରିଛନ୍ତି ମୋଦି ସରକାର। ଏହି ସମୟରେ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ଆସନ୍ତା କାଲି ଅର୍ଥାତ ଏପ୍ରିଲ ୧୪ ରେ ଲକଡାଉନ ଅବଧି ସରିବ। ତେବେ ଇତିମଧ୍ୟରେ ଗତ କିଛି ଦିନ ହେବ ମଦ ଦୋକାନ ଖୋଲିବାକୁ ଦାବି ହେଉଛି।…

India କୁ Endia ଲେଖି ଲୋକହସାର ଶିକାର ହେଲେ ପାକିସ୍ତାନୀ ମନ୍ତ୍ରୀ, ଭାରତୀୟ କହିଲେ- “ଭାଇ ତୁ ଉର୍ଦ୍ଦୁ ହିଁ…

ପାକିସ୍ତାନର ମନ୍ତ୍ରୀ ଫୱାଦ ଚୌଧୁରୀ ପୁଣି ଥରେ ନିଜ ଟ୍ୱିଟକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ଏହା ପୂର୍ବରୁ ମଧ୍ୟ ପାକିସ୍ତାନର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମନ୍ତ୍ରଣାଳୟ ସମ୍ଭାଳୁଥିବା ମନ୍ତ୍ରୀ ଶ୍ରୀ ଚୌଧୁରୀ ଭାରତ ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ। ଏଥରକ ମଧ୍ୟ…

ଲକଡାଉନ୍ ବଢ଼ିବା ପରେ ଗଠନ ହେବ ୩ଟି ଜୋନ୍, ରେଡ଼ ଜୋନରେ ହେବନି କୌଣସି ଗତିବିଧି

କରୋନା ଭାଇରସକୁ ମାତ୍ ଦେବାକୁ ଦେଶରେ ଜାରି ରହିଥିବା ଲକଡାଉନର ଅବଧିକୁ ଏପ୍ରିଲ ୩୦ ଯାଏଁ ବଢ଼ାଇବାକୁ ଯୋଜନା ଚାଲିଛି। ପ୍ରଧାନମନ୍ତ୍ରୀ ମୋଦି ଶନିବାର ଦିନ ଏନେଇ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ମାତ୍ର ଏଥିରେ କେତେକ ନିୟମରେ କୋହଳ କରାଯିବ, ସେନେଇ ଆଜି…

୧୯ ଦିନରେ ପହଞ୍ଚିଲା ଲକ୍‌ଡାଉନ୍‌, ନେତାଙ୍କ ଠାରୁ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଲାଗୁ ହେଉଛି କଡ଼ା ଆଇନ

 ଭୁବନେଶ୍ୱର: ୧୯ ଦିନରେ ପହଞ୍ଚିଲା ଲକ୍‌ଡାଉନ୍‌ । ସାରା ରାଜ୍ୟରେ ଏହାକୁ କଡାକଡି ଭାବେ ପାଳନ କରାଯାଉଥିବାବେଳେ ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ନିୟମ ଉଲଂଘନକାରୀଙ୍କଠାରୁ ଫାଇନ୍‌ ଆଦାୟ କରାଯାଉଛି। ପ୍ରଥମ ୩ ଥର ମାସ୍କ ନପିନ୍ଧିଲେ ୨୦୦ଲେଖାଏଁ…

କେନ୍ଦ୍ର ସରକାରଙ୍କ ପୂର୍ବରୁ ଲକଡାଉନ ବୃଦ୍ଧି ନେଇ ସୂଚନା ଦେଲେ କେଜରିୱାଲ, ଟ୍ୱିଟ୍ କରି କହିଲେ “ବଢ଼ିଲା…

କରୋନା ଲକଡାଉନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ବଡ଼ କଥା କହିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ୱିଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କେନ୍ଦ୍ର ତରଫରୁ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ଘୋଷଣା…

ଲକଡାଉନରେ ବଢ଼ୁଥିବା ଘରୋଇ ହିଂସା ନେଇ ଅଭିଯୋଗ କରିବାକୁ ହ୍ଵାଟ୍ସଆପ ନମ୍ବର ଜାରି କଲା ଜାତୀୟ ମହିଳା ଆୟୋଗ

କରୋନା ଭୟାବହତାକୁ ଦୃଷ୍ଟିରେ ରଖି ସଂକ୍ରମଣକୁ ରୋକିବା ପାଇଁ ସରକାର ସାରା ଦେଶକୁ ଲକଡାଉନ କରିଦେଇଛନ୍ତି। ଏହି ଲକଡାଉନ ଯୋଗୁ ଲୋକମାନେ ବାହାରକୁ ନ ଯାଇ ଘରେ ରହି ହିଁ ସବୁ କାମ କରୁଛନ୍ତି। ଦିନସାରା ଘରେ ରହିବା ଫଳରେ ପ୍ରତିଦିନ ଝଗଡ଼ା ପାଟିତୁଣ୍ଡ ଆଦି ହେଉଛି। ଯାହା କ୍ରମଶଃ ଉଗ୍ରରୂପ ଧାରଣ…

ଗାଡ଼ି ଜବତ ମାମଲାରେ ହାଇକୋର୍ଟଙ୍କ ରାୟରେ ପରିବର୍ତ୍ତନ: କେବଳ ବରିଷ୍ଠ ନାଗରିକ, ଭିନ୍ନକ୍ଷମ,ଡାକ୍ତର ଓ…

କଟକ: ହାଇକୋର୍ଟଙ୍କ ରାୟରେ ପରିବର୍ତ୍ତନ । ଲକଡାଉନ ବେଳେ ଗାଡ଼ି ଜବତ ମାମଲାରେ ଦେଇଥିବା ରାୟରେ ପରିବର୍ତ୍ତନ । ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଅଣ୍ଡରଟେକିଂ ନେଇ ଗାଡ଼ି ଛାଡିବା ନିର୍ଦ୍ଦେଶରେ ପରିବର୍ତ୍ତନ । ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କ ପାଇଁ ଲାଗୁ ହେବ ନିର୍ଦ୍ଦେଶ । ଡାକ୍ତର ଓ…

ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ଆନ୍ତରିକତାର ସହ ପାଳନ କରନ୍ତୁ: ଗଜପତି ମହାରାଜ…

ପୁରୀ: ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ଆନ୍ତରିକତାର ସହ ପାଳନ କରନ୍ତୁ ସମସ୍ତ ଜନସାଧାରଣ । ଏନେଇ ନିବେଦନ କରିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ । କରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି…