ଚୀନ୍ରେ ସବୁ ରେକର୍ଡ ଭାଙ୍ଗିଲା କରୋନା, ୫ କୋଟି ଲୋକ ଘରେ ବନ୍ଦୀ
ଯେଉଁ ଚୀନ୍ରେ କରୋନା ଭାଇରସ୍ ସୃଷ୍ଟି ହୋଇଥିବା କୁହାଯାଏ, ଏବେ ପୁଣିଥରେ ସେଠାରେ ସଂକ୍ରମଣ ବଢ଼ି ସ୍ଥିତି ବେହାଲ ହୋଇଛି। ଚୀନ୍ରେ କରୋନାର ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଚୀନ୍ରେ ୫୦୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ମହାମାରୀ ଆରମ୍ଭ ହେବା ଦିନଠାରୁ କେବେ…