Browsing Tag

lockdown effect

ଖବର ବିକୁ ବିକୁ ନିଜେ ହୋଇଗଲେ ଖବର, ଦେଖିବାକୁ ମିଳିଲା ଦଉଡ଼ିରେ ଝୁଲୁଥିବା ଶବ

ପାକିସ୍ତାନ କାସୁର ଜିଲ୍ଲାର କସବା ଫୁଲ ନଗରର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବେକରେ ଦଉଡି ଦେଇ ଜଣେ ବ୍ୟକ୍ତି ଝୁଲୁଥିବା ଦେଖିବାକୁ ମିଳିଛି । ପରେ ମୃତ ବ୍ୟକ୍ତି ଜଣକ ସୟଦ ଗୁଲ ବୋଲି ଜଣା ପଡିଥିଲା । ଯିଏ ରାସ୍ତାରେ ଖବରକାଗଜ ବିକ୍ରି କରି ଚଳୁଥିଲେ । ଖବର…

ଲକଡାଉନର ପ୍ରଭାବ, ଘର ଚଳାଇବା ପାଇଁ ଜୟପୁରର ଗହଣା ଦୋକାନୀର ମାଲିକ ବିକୁଛନ୍ତି ପରିବା

ଲକଡାଉନ୍ ଯୋଗୁଁ କେତେକ ସ୍ଥାନରେ ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ ଲୋକମାନେ ପରିବାର ପ୍ରତିପୋଷଣ ପାଇଁ କିଛି ବି କରିବାକୁ ବାଧ୍ୟ ହେଉଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁରରେ । ସୂଚନା ଅନୁଯାୟୀ 25 ବର୍ଷ ଧରି ଜୟପୁରରେ ଏକ ଅଳଙ୍କାର ଦୋକାନ ଚଳାଉଥିବା ହୁକୁମାନଚାଡ ସୋନି ନାମକ…

ଲକ୍ ଡାଉନର ପ୍ରଭାବ, ରାସ୍ତାରେ ଢାଳି ହୋଇଯାଇଥିବା କ୍ଷୀରକୁ ଏକାସହ ପିଉଛନ୍ତି ମଣିଷ ଓ କୁକୁର, ଦେଖନ୍ତୁ ଭିଡିଓ

ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ୍ ପର୍ଯ୍ୟନ୍ତ ଏଥିରେ 10 ହଜାରରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ବେଳେ 358 ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ତେବେ ଏହା ମଧ୍ୟରେ ଉତ୍ତରପ୍ରଦେଶର ଆଗ୍ରାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ…

କେନ୍ଦୁଝର : ଲକ ଡାଉନ ପରିସ୍ଥିତିରେ ଅଟକି ଯାଇଛି ଆନନ୍ଦପୁର ବାସୀଙ୍କ ଜୀବନଚର୍ଯ୍ୟା, ଭୋକ ଉପାସରେ କଟୁଛି ଦିନ

ଆନନ୍ଦପୁର: ବିଶ୍ୱ ମହାମାରୀ ରୂପ ଧାରଣ କରିଥିବା କରୋନା ଭୁତାଣୁକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ଦେଶ କୁ ଲକଡାଉନ ଘୋଷଣା କରାଗଲା। ରାଜ୍ୟରେ ଗରିବ ଆଦିବାସୀ ମାନେ ଏହି ସ୍ଥିତି ଯୋଗୁ ଅସୁବିଧାର ସମ୍ମୁଖିନ ନହେବା ନିମନ୍ତେ ରାଜ୍ୟସରକାର ଆରମ୍ଭ କଲେ ବିଭିନ୍ନ ଯୋଜନା । ହେଲେ ଏହି…

ଲକ୍ ଡାଉନର ଫାଇଦା ଉଠାଇଲେ ଚୋର, ମ୍ୟୁଜିୟମରୁ ଚୋରି କରି ନେଲେ ଏହି ମୂଲ୍ୟବାନ୍ ବସ୍ତୁ

କରୋନା ଭାଇରସ୍ ପାଇଁ ବର୍ତ୍ତମାନ୍ ସାରା ଦୁନିଆ ଭୟଙ୍କର ସ୍ଥିତି ଦେଇ ଗତି କରୁଛି । ତେବେ ଏହି କାରଣରୁ ସାରା ଦୁନିଆରେ ବର୍ତ୍ତମାନ୍ ଅନେକ ଦେଶ ଲକ୍ ଡାଉନ୍ ହୋଇ ରହିଛି । ଗୋଟିଏ ପଟେ ଏହା ସାରା ବିଶ୍ୱ ପାଇଁ ଏକ ସମସ୍ୟା ହୋଇ ଠିଆ ହୋଇଥିବା ବେଳେ ଅନ୍ୟପଟେ କିଛି ଲୋକ ଏହାର ଫାଇଦା ଉଠାଉଛନ୍ତି…

ଆକ୍ସନ ମୁଡରେ ପୋଲିସ୍: ଲକଡାଉନ ଆଇନ ଉଲ୍ଲଂଘନ କରିଥିବାରୁ ଗୋବିନ୍ଦପୁର ଗ୍ରାମର ୩ଜଣ ଗିରଫ

ନିଆଳି : କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ଗ୍ରାମରେ ଲକଡାଉନ ଆଇନ ଉଲ୍ଲଂଘନ କରିଥିବାରୁ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଏ ନେଇ ଗୋବିନ୍ଦପୁର ଥାନାଧିକାରୀ ମାନସର ରଞ୍ଜନ ମିଶ୍ର ନଂ. ୩୬, ୩୭ ଏବଂ ୩୮/୨୦ରେ ମାମଲା ରୁଜୁ କରିଛନ୍ତିି। ମହାମାରୀ କରୋନାରୁ ଦେଶବାସୀଙ୍କୁ ରକ୍ଷାକରିବାକୁ…

ଲକ୍‌ ଡାଉନକୁ ଦୃଷ୍ଟିରେ ରଖି ସହରର ସମସ୍ତ ପ୍ରବେଶ ପଥ ସିଲ୍ କଲା ବ୍ରହ୍ମପୁର ପୋଲିସ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ,…

ବ୍ରହ୍ମପୁର: ଲକ୍‌ ଡାଉନକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି । କାହାରିକୁ ମଧ୍ୟ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବ୍ରହ୍ମପୁର ସହରରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସମସ୍ତ ନିତ୍ୟ…

ରାସ୍ତା ଉପରେ ମିଳିଲା ଶାସ୍ତି: ଦେଖନ୍ତୁ ଭିଡିଓ କେମତି ଲକ୍‌ଡାଉନ୍‌ ନିୟମ ଭାଙ୍ଗିଥିବାରୁ ଭୋଗିଲେ ଏଭଳି ଦଶା

ଜାମ୍ମୁ କାଶ୍ମୀର: ଗତକାଲି ରାତି ୧୨ଟାରୁ ସାରା ଦେଶ ଲାଗୁ ହୋଇଛି ଲକ୍‌ଡାଉନ୍‌ ନିୟମ । ଏହି ଘୋଷଣା କରିଥିଲେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତକୁ ଓ ଭାରତବାସୀଙ୍କୁ ମହାମାରୀ କରୋନା କବଳରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ଜରୁରୀ ଥିଲା । ଏହି କଟକଣା ଆଗାମୀ ୨୧ ଦିନ…