Browsing Tag

lockdown guidelines

ବାତ୍ୟା ପାଇଁ ୧୦ ଜିଲ୍ଲାରେ ୨ ଘଣ୍ଟା ଲକଡାଉନ ନିୟମ କୋହଳ, ଏସଆରସି ଦେଲେ ସୂଚନା

କେନ୍ୟୁଜ୍(ବ୍ୟୁରୋ): ବାତ୍ୟା ୟସକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ଲକଡାଉନ ସାମାନ୍ୟ କୋହଳ କରାଯାଇଛି। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲକଡାଉନକୁ କୋହଳ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି )ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।…

ସାରା ରାଜ୍ଯରେ ଲାଗୁ ହେଲା ଲକ୍ ଡାଉନ୍, ଜାଣନ୍ତୁ କେଉଁ ସବୁ ନିୟମ ହୋଇଛି ଲାଗୁ

ଭୁବନେଶ୍ବର: ରାଜ୍ୟ ସରକାର କଲେ ବଡ଼ ଘୋଷଣା। ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ପ୍ରେସମିଟ୍‌। ଜାରି ହେଲା ମେ’ ମାସର ଗାଇଡଲାଇନ୍‌ । କୋଭିଡ଼ ପରିଚାଳନା ନେଇ ନେଇ ହେଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସାରା ରାଜ୍ଯରେ ଲାଗୁ ହେଲା ଲକ୍ ଡାଉନ୍। ଆସନ୍ତୁ ଜାଣିବା କଣ ସବୁ ନିୟମ କରିବାକୁ ପଡିବ…

ସାମାନ୍ୟ ବଦଳିଲା ଲକ୍‌ଡାଉନ୍ ନିୟମ

ସ୍ୱତନ୍ତ୍ର ରିଲିଫ କମିଶନର୍ ଜାରି କଲେ ଲକ୍‌ଡାଉନ୍‌ର ସଂଶୋଧିତ ନିୟମାବଳି । ଆସନ୍ତାକାଲିଠାରୁ ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର ଏବଂ ରାଉରକେଲା ପୌରାଞ୍ଚଳରେ ଏହି ସବୁ ନିୟମ ଲାଗୁ ହେବ । ୧-୨୫ ପ୍ରତିଶତ କର୍ମଚାରୀରେ ଚାଲିବ ବ୍ୟାଙ୍କ। ୨-ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ । ୩-ମଦର…

ଲକଡାଉନ୍‌ ୪.୦ ଗାଇଡଲାଇନ ଜାରି କଲା ଭୁବନେଶ୍ୱର ମହାନଗର ନିଗମ, ଜାଣନ୍ତୁ କଣ ଖେଲିବ କଣ ବନ୍ଦ ରହିବ

ଲକଡାଉନ୍‌ ୪.୦ ଗାଇଡଲାଇନ ଜାରି କଲା ଭୁବନେଶ୍ୱର ମହାନଗର ନିଗମ। ଏଥିରେ ଉଲ୍ଲେଖ ରହିଛି ସବୁ ପରିବା ଓ ଫଳ ମାର୍କେଟ ବିକେନ୍ଦ୍ରୀକରଣ ଭାବେ ଖୋଲିପାରିବ ସେଲୁନ, ସ୍ପା ଖୋଲିପାରିବ; ଦୋକାନୀ ମାସ୍କ ଓ ଗ୍ଲୋଭସ ପିନ୍ଧିବେ। ଜଳଖିଆ ଦୋକାନ ଖୋଲି ଦୋକାନରେ ଖାଇବା ବାରଣ…

ଆସନ୍ତାକାଲି ଜାରି ହେବ ଲକ୍ ଡାଉନକୁ ନେଇ ନୂଆ ଗାଇଡ୍‌ଲାଇନ୍‌, କଣ ରହିବ କଟକଣା ତା ଉପରେ ନଜର

ନୂଆଦିଲ୍ଲୀ: ଦେଶରେ ମେ ୩ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌। ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ଦେଶବାସୀଙ୍କୁ ଅନୁଶାସନରେ ରହିବାକୁ ୭ଟି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ପୂର୍ବ ଅପେକ୍ଷା ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ। ଏହି ସମୟରେ…