Browsing Tag

lockdown india

ଆଜିଠୁ ସମଗ୍ର ଦେଶରେ ଆରମ୍ଭ ହେଲା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍, ପୂର୍ବଭଳି ସନ୍ଧ୍ୟା ୭ରୁ ସକାଳ ୭ ଯାଏ କର୍ଫ୍ୟୁ…

ନୂଆଦିଲ୍ଲୀ: ଆଜିଠୁ ସମଗ୍ର ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌। ମେ ୩୧ ତାରିଖ ଯାଏ ଲକ୍‌ଡାଉନ୍‌ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏଥର ଲକ୍‌ ଡାଉନ୍‌ରେ କିଛିଟା ପରିବର୍ତ୍ତନ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପାରାମିଟରକୁ ଆଧାର କରି ରେଡ୍‌, ଅରେଞ୍ଜ ଗ୍ରୀନ୍‌ ଓ ବଫର ଜୋନ୍‌…

ଆଜି ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ମୋଦି କରିବେ ସମ୍ବୋଧନ, ଜଣାପଡିବ ଲକଡାଉନ ଅବଧି ଆଗକୁ ବଢିବ ନା ନାହିଁ

ଲକଡାଉନକୁ ବୃଦ୍ଧି କରିବା ସମ୍ୱନ୍ଧରେ ପ୍ରଧାନମନ୍ତ୍ରୀ ଆଜି ସକାଳ ୧୦ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ। ୧୪ ଏପ୍ରିଲରେ ଲକଡାଉନ ଅବଧି ଶେଷ ହେଉଛି। ଲକଡାଉନ ସମୟରେ ଚାଷ କାର୍ଯ୍ୟକି କୋହଳ କରାଯାଇଥିଲା କିନ୍ତୁ କାରଖାନା ବନ୍ଦ ଥିଲା। ଆଜି ଦେଶବାସୀଙ୍କୁ ମୋଦି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ…

ଆସିଲା କରୋନା ସର୍ଭେ ରିପୋର୍ଟ: ଲକ୍ ଡାଉନ୍ ବୃଦ୍ଧି କରାଇବା ପାଇଁ ଚାହୁଁଛନ୍ତି ଦେଶର ୮୮ ପ୍ରତିଶତ ଲୋକ

ଭାରତରେ କରୋନା ଭାଇରସ୍ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏପରିସ୍ଥଳେ ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିଲା ଯେ ପ୍ରାୟ ୮୮ ପ୍ରତିଶତ ଭାରତୀୟ ଚାହୁଁଛନ୍ତି ଏହି ୨୧ ଦିନର ଲକ୍ ଡାଉନ ଅବଧିକୁ ବୃଦ୍ଧି କରାଯିବା ଆବଶ୍ୟକ । ଏହି ସର୍ଭେରେ ୪୦ ହଜାର ଲୋକଙ୍କୁ…

ଏହି ଭୟଙ୍କର ରୋଗ ସହ ସଂଘର୍ଷ କରୁଛନ୍ତି ତାପସି ପନ୍ନୁ, କହିଲେ ଲକଡାଉନ୍ ସମୟରେ ଡର ଯେ…

ଲକଡାଉନରେ ସମୟରେ ଅଭିନେତ୍ରୀ ତାପସି ପନ୍ନୁ ନିଜ ପରିବାରଠାରୁ ଦୂରରେ ଅଛନ୍ତି । ତାଙ୍କ ବାପା, ମା ଦିଲ୍ଲୀରେ ରହୁଥିବା ବେଳେ ସେ ବର୍ତ୍ତମାନ୍ ମୁମ୍ବାଇରେ ରହୁଛନ୍ତି । ନିକଟରେ ତାପସି ନିଜର ଏକ ଭୟଙ୍କର ରୋଗ ବିଷୟରେ ଖୁଲାସା କରିଛନ୍ତି ଏବଂ ଏହି ଲକ୍ ଡାଉନ୍ ସମୟରେ ସେ କିପରି ଏହି ରୋଗ ସହ…

ଲକ୍ ଡାଉନ୍ କାରଣରୁ ଘରକୁ ଫେରି ପାରିଲେନି ଶେହେନାଜ ଗିଲ, ପଞ୍ଜାବରୁ ବାପା ଦେଲେ ଏଭଳି ବାର୍ତ୍ତା

କରୋନା ଭାଇରସ୍ କାରଣରୁ ବିଶ୍ୱର ଅଧିକାଂଶ ଦେଶ ଏବେ ଲକ୍ ଡାଉନରେ ତେବେ ଏହା ମଧ୍ୟରେ ରହିଛି ଭାରତ । ଦେଶରେ ଲକଡାଉନ୍ କାରଣରୁ ପ୍ରାୟ ସମସ୍ତେ ଏବେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ବଲିଉଡର ଷ୍ଟାର୍ ମାନେ ମଧ୍ଯ ଏବେ ଘରେ ନିଜର ସମୟ ଅତିବାହିତ କରୁଛନ୍ତି । ତେବେ ଏହାମଧ୍ୟରେ ଏପରି କିଛି ଲୋକ…

ଲକଡାଉନ୍ ସମୟରେ ପୋଲିସ ଗାଡିରେ ପିଲାଜନ୍ମ ଦେଲେ ମହିଳା

ସାରା ଦେଶ ବର୍ତ୍ତମାନ୍ ଲକ୍ ଡାଉନ୍ ହୋଇରହିଛି । ତେବେ ଏହା ମଧ୍ୟରେ ଦିଲ୍ଲୀର ଜଣେ ମହିଳା ଏକ ପୋଲିସ ଭ୍ଯାନ ମଧ୍ୟରେ ପିଲା ଜନ୍ମ ଦେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି । ତେବେ ଜଣେ ଗର୍ଭବତୀ ମହିଳାଙ୍କୁ ପୋଲିସ ଗାଡିରେ ଡାକ୍ତରଖାନା ନିଆଯାଉଥିବା ବେଳେ ସେ ଗାଡି ଭିତରେ ପିଲା ଜନ୍ମ ଦେଇଛନ୍ତି…

ଲକଡାଉନ ପାଇଁ କେମିତି ସବୁବେଳେ ଜନ ଗହଳି ଥିବା ସ୍ଥାନ ଆଜି ହୋଇଛି ଶୂନଶାନ, ଦେଖନ୍ତୁ ଭାରତର କିଛି ଖାସ ସହରର ଫଟୋ

ସାରା ଦେଶରେ ଲକଡାଉନ ଜାରି ରହିଛି। ବିଶ୍ଵ ମହାମାରୀ କାରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ୨୧ ଦିନିଆ ଲକଡାଉନ ଯେପରି ପୂରା ଦେଶର ପ୍ରଗତି ଉପରେ ବ୍ରେକ ଲଗାଇଦେଇଛି। ଯେଉଁ କାରଖାନାରେ ମଜୁରିଆ-କର୍ମଚାରୀଙ୍କର ସବୁବେଳେ ଗହଳି ଚହଳି ଥାଏ ସେଠାରେ ଏବେ ପୁରା ଖାଁ ଖାଁ। ଯେଉଁ ସ୍ଥାନରେ…

ଲକ୍ ଡାଉନ୍ ମଧ୍ୟରେ ଷ୍ଟ୍ରିଟ ଫୁଡକୁ ମିସ୍ କରୁଛନ୍ତି ଲୋକେ, ସେଥିପାଇଁ ଟ୍ୱିଟର ଜରିଆରେ ଏପରି କହିଲା ଜୋମାଟୋ

କରୋନା ଭାଇରସର ସଂକ୍ରମଣ ସାରା ଦୁନିଆକୁ ନିଜ କବଳରେ ନେଇ ସାରିଛି । ତେବେ ଭାରତ ସରକାର ମଧ୍ଯ ଏହାର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏହା ମଧ୍ୟରେ ସ୍ୱାଦର ଦିୱାନା ଥିବା ଲୋକମାନଙ୍କୁ ବହୁତ୍ ଅସୁବିଧାର ସମ୍ମୁଖିନ ହେବାକୁ…

ମହିଳାଙ୍କ ବେଶରେ ସ୍କୁଟିରେ ବୁଲୁଥିଲେ ବ୍ୟକ୍ତି, ପୋଲିସ ଦେଖିଲା ପରେ କଲା ଏପରି ଅବସ୍ଥା

କରୋନା ଭାଇରସ୍ ସାଧାରଣ ଲୋକଙ୍କ ପାଖରେ ନ ପହଞ୍ଚୁ ସେଥିପାଇଁ ଭାରତ ସରକାର ୧୫ ଏପ୍ରିଲ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ସ୍ଥାନୀୟ ପୋଲିସଠୁ ନେଇ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଏହି କଥାର ଧ୍ୟାନ ରଖିଛନ୍ତି ଯେ କେହି ଯେପରି ଲକ୍ ଡାଉନର ଉଲ୍ଲଂଘନ ନକରୁ ।…

ପୁଣିଥରେ ଫେରୁଛି ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’, ଟ୍ୱିଟ଼ କରି ଜଣାଇଲେ ଗଙ୍ଗାଧର

କରୋନା ଭାଇରସ୍ ଯୋଗୁଁ ବିଶ୍ୱବ୍ୟାପୀ ଅନେକ ଦେଶକୁ ଲକ୍ ଡାଉନ୍ କରିଦିଆଯାଇଛି । ତେବେ ଭାରତରେ ମଧ୍ଯ ଲକ୍ ଡାଉନ୍ ଚାଲିଥିବା ବେଳେ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି ସରକାର । ତେବେ ଏହା ମଧ୍ୟରେ ସୋସିଆଲ ମିଡିଆରେ ଦୂରଦର୍ଶନର ପୁରୁଣା ସିରିଏଲ୍ ଗୁଡିକୁ ପୁଣିଥରେ…