Browsing Tag

lockdown odisha

ରାଜ୍ଯରେ ଲାଗୁ ହେଲା ଲକଡାଉନ୍, ଘୋଷଣା କଲେ ସରକାର

ଭୁବନେଶ୍ବର: ରାଜ୍ଯରେ ଲକଡାଉନ୍ ଲାଗୁ । ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ୍‌ ଘୋଷଣା କଲେ ସରକାର। ମେ’ ୫ରୁ ୧୯ ପର୍ଯ୍ୟନ୍ତ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ମେ’ ୫ ତାରିଖ ଅର୍ଥାତ୍ ବୁଧବାର ସକାଳ ଠାରୁ ମେ’ ୧୯…

ପାରଳାଖେମୁଣ୍ଡିରେ ଲକଡାଉନର ପ୍ରଭାବ: ଚାରିଚକିଆ ଓ ଭାରିଯାନ ଉପରେ କଟକଣା ବଳବତ୍ତର, ସକାଳ ୬ ଟାରୁ ୧୦ଟା ଯାଏ ଖୋଲା…

ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଚାଲିଛି ଲକଡାଉନ୍‌ । ଆଗରୁ ଚାରିଚକିଆ ଓ ଭାରିଯାନ କଟକଣା ବଳବତ୍ତର ରହିଛି । ଗଜପତି ପ୍ରଶାସନ ପକ୍ଷରୁ ଯେଉଁ ସମସ୍ତ ନିୟମ ଲାଗୁ କରାଯାଇଛି ତାହା ଜନସାଧାରଣ ମାନିବାକୁ ବାଧ୍ୟ ବୋଲି କୁହାଯାଇଛି । ସକାଳ ୬ ଟାରୁ ୧୦ ଟା ଯାଏଁ ନିଜ ନିଜର…

ପିଡିଏସ୍‌ କେନ୍ଦ୍ରରେ ବଣ୍ଟା ଚାଲିଛି ରାସନ୍‌, ଆବଶ୍ୟକ ସ୍ଥଳେ ହିତାଧିକାରୀଙ୍କ ଘରେ ପହଞ୍ଚାଯାଉଛି ସାମଗ୍ରୀ

କଟକ: କରୋନା ଯୋଗୁ ଆରମ୍ଭ ହୋଇଛି ପିଡିଏସ୍‌ ସାମଗ୍ରୀ ବଣ୍ଟନ। ପିଡିଏସ୍‌ କେନ୍ଦ୍ରରେ ବଣ୍ଟା ଚାଲିଛି ରାସନ୍‌। ଆବଶ୍ୟକ ସ୍ଥଳେ ହିତାଧିକାରୀଙ୍କ ଘରେ ପହଞ୍ଚାଯାଉଛି ଏହି ପିଡିଏସ୍‌ ସାମଗ୍ରୀ । ରାଜ୍ୟରେ ପିଡିଏସ ସାମ୍ରଗୀ ଅଗ୍ରୀମ ତିନିମାସ ପାଇଁ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା…

ମୁଖ୍ୟ ଶାସନ ସଚିବଙ୍କ ସହାୟତାରେ ୨ଟି ସ୍ୱତନ୍ତ୍ର ବସରେ ଓଡିଶା ଫେରୁଛନ୍ତି ଆନ୍ଧ୍ରପ୍ରଦେଶରେ ଫସିଥିବା ୪୨ଜଣ…

ଜଳେଶ୍ୱର: ଫେରୁଛନ୍ତି ପରୀକ୍ଷା ଦେବାକୁ ଯାଇ ଆନ୍ଧ୍ରପ୍ରଦେଶରେ ଫଶିଥିବା ୪୫ଜଣ ବିଇଡି ପରୀକ୍ଷାର୍ଥୀ । ୨ଟି ସ୍ୱତନ୍ତ୍ର ବସରେ ଆନ୍ଧ୍ରରୁ ଓଡ଼ିଶା ଫେରୁଛନ୍ତି  ମୁଖ୍ୟ ଶାସନ ସଚିବଙ୍କ ସହାୟତାରେ ଏମାନେ ଓଡ଼ିଶା ଫେରୁଥିବା ଜଣାପଡିଛି। ଦିନ ୧ ଟାରେ ଏହି ୪୫ ଜଣ ଛାତ୍ରଛାତ୍ରୀ ପହଞ୍ଚିବେ ।…