Browsing Tag

lockdown

ଇମ୍ରାନ ଖାନଙ୍କୁ ଗୁଳିମାଡ଼: ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଯୋଗୁ ଇସଲାମାବାଦରେ ଲାଗିଲା ଲକଡାଉନ୍, ଶାହବାଜ…

ନୂଆଦିଲ୍ଲୀ : ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମରାନ ଖାନଙ୍କ ଉପରେ ହୋଇଥିବା ମର୍ମନ୍ତୁଦ ଆକ୍ରମଣ ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦକୁ ସିଲ୍ କରାଯାଇଛି। ଇମ୍ରାନଙ୍କ ସମର୍ଥକ ମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସ୍ଥିତି ଅଣାୟତ…

ଚୀନ୍‌ରେ ସବୁ ରେକର୍ଡ ଭାଙ୍ଗିଲା କରୋନା, ୫ କୋଟି ଲୋକ ଘରେ ବନ୍ଦୀ

ଯେଉଁ ଚୀନ୍‌ରେ କରୋନା ଭାଇରସ୍‌ ସୃଷ୍ଟି ହୋଇଥିବା କୁହାଯାଏ, ଏବେ ପୁଣିଥରେ ସେଠାରେ ସଂକ୍ରମଣ ବଢ଼ି ସ୍ଥିତି ବେହାଲ ହୋଇଛି। ଚୀନ୍‌ରେ କରୋନାର ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଚୀନ୍‌ରେ ୫୦୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ମହାମାରୀ ଆରମ୍ଭ ହେବା ଦିନଠାରୁ କେବେ…

କରୋନା ରୋକିବାକୁ ଲାଗୁ ହୋଇଥିବା ଲକଡାଉନକୁ ତୀବ୍ର ବିରୋଧ, ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ

କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସରକାର ଲକଡାଉନ ଜାରି କରିଥିବା ବେଳେ ଏହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନେଦରଲ୍ୟାଣ୍ଡରେ। ଏଠାରେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଏନେଇ…

ପୁଣି ଚୀନକୁ ଫେରିଲା ଲକଡାଉନ୍‌, ୧୧ଟି ପ୍ରଦେଶରେ ବଢିଚାଲିଛି ପଜିଟିଭ କେସ୍‌

ନୂଆଦିଲ୍ଲୀ : ପୁଣି ଚୀନକୁ ଫେରିଲା ଲକଡାଉନ୍‌ । ସଂକ୍ରମଣ ବୃଦ୍ଧି ପରେ ଲାଞ୍ଜହୋଉ ସହରରେ ଜାରି ହୋଇଛି ଲକ୍‌ଡାଉନ । ଚୀନର ୧୧ଟି ପ୍ରଦେଶରେ ପଜିଟିଭ କେସ ବଢିବାରେ ଲାଗିଛି । ଲାଞ୍ଜହୋଉ ସହରରେ ରହୁଥିବା ଲୋକଙ୍କୁ ସହର ଛାଡିବାକୁ ମନା କରାଯାଇଛି । ରାଜଧାନୀ ବେଜିଂରେ କରୋନା ଟେଷ୍ଟିଂ ପାଇଁ…

ପୁଣି ଥରେ ଚୀନରେ ହୁ ହୁ ହୋଇ ବଢୁଛି ସଂକ୍ରମଣ: ସ୍କୁଲ,ବିମାନ ବନ୍ଦର ଓ ପର୍ଯ୍ୟଟନ ସ୍ଥଳ ବନ୍ଦ କଲେ ସରକାର

ନୂଆଦିଲ୍ଲୀ : ପୁଣି ସବୁ ବନ୍ଦ। ବିମାନ ବନ୍ଦର ,ସ୍କୁଲ ,ପର୍ଯ୍ୟଟନ ସ୍ଥଳ ସବୁ ବନ୍ଦ। ଚୀନକୁ କରୋନା ଫେରିବା ପରେ ଏମିତି ପଦକ୍ଷେପ ନେଇଛି ପ୍ରଶାସନ। ଏହି ନୂତନ ସଂକ୍ରମଣ ପର୍ଯ୍ୟଟକଙ୍କ ଏକ ଗୋଷ୍ଠୀ ସହିତ ଜଡିତ ଥିବା ଚୀନ ସନ୍ଦେହ କରୁଛି। ଫଳ ସ୍ୱରୂପ ଦେଶରେ ବିମାନ ଚଳାଚଳ, ବିଦ୍ୟାଳୟ ଏବଂ…

ଗୋଟିଏ କରୋନା କେସ୍ ଚିହ୍ନଟ ହେବା ପରେ ନ୍ୟୁଜିଲାଣ୍ଡରେ ଲକଡାଉନ ଘୋଷଣା

ପୁଣି ଫେରିଲା ଲକଡାଉନ। ଗୋଟିଏ କରୋନା କେସ ଚିହ୍ନଟ ହେବା ପରେ ନ୍ୟୁଜିଲାଣ୍ଡକୁ ୩ ଦିନ ପାଇଁ ଲକଡାଉନ କରାଯାଇଛି। ଛଅ ମାସ ପରେ ନ୍ୟୁଜିଲାଣ୍ଡରେ କରୋନା କେସ୍‌ ଚିହ୍ନଟ ହୋଇଛି। ଅକଲ୍ୟାଣ୍ଡରେ ବାହାରିଛି ଡେଲ୍ଟା ଭାରିଏଣ୍ଟ। ଏଣୁ ମଙ୍ଗଳବାର ରାତିରୁ ୩ ଦିନ ପାଇଁ ଲକଡାଉନ ଲାଗୁ ହୋଇଛି। ଏଥିସହ…

ଆଉ ୨ ଦିନ ପରେ ସରୁଛି ତୃତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନ୍‌, ନୂଆ ଗାଇଡଲାଇନର ରୂପରେଖ କଣ ରହିବ ତାଉପରେ ନଜର

ଭୁବନେଶ୍ବର: ରାଜ୍ୟରେ କମୁଛି କରୋନା କାୟା । ତଥାପି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦୁଇ ହଜାର ଭିତରେ ରହୁଛି । ଆଉ ୨ ଦିନ ପରେ ଅଗଷ୍ଟ ୧ରେ ସରୁଛି ତୃତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନ୍‌ । ନୂଆ ଗାଇଡଲାଇନର ରୂପରେଖ କଣ ରହିବ ତାଉପରେ ନଜର ରହିଛି । ଏବେ କାଟାଗୋରୀ-Bରେ ୧୦ଟି ଜିଲ୍ଲା ରହିଛି । ୧…

ରାଜ୍ୟରେ ଆଉ କିଛି ଦିନ ରହୁ କୋଭିଡ୍‌ କଟକଣା: ସିବିକେ ମହାନ୍ତି, DMET

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଉ କିଛି ଦିନ ରହୁ କୋଭିଡ୍‌ କଟକଣା। ଲୋକମାନେ କରୋନା କଟକଣାକୁ ସଠିକ୍‌ ଭାବେ ପାଳନ କରୁନାହାଁନ୍ତି, ତେଣୁ ଆଉ କିଛି ଦିନ କଟକଣା ରହିବା ଦରକାର ବୋଲି କହିଛନ୍ତି DMET ସିବିକେ ମହାନ୍ତି। କିଛି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହୁଛି। ଆଉ ୧୦ରୁ…

କାମ ନ ମିଳିବାରୁ ୪ ବର୍ଷ ହେଲା ହାତ ବାନ୍ଧି ବସିଛନ୍ତି ଅଭିନେତ୍ରୀ ଶଗୁଫତା ଅଲ୍ଲୀ, ଚିକିତ୍ସା ପାଇଁ ବି ନାହିଁ ଅର୍ଥ

କରୋନା ମହାମାରୀ ଯୋଗୁ ପ୍ରାୟ ସମସ୍ତେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। କେବଳ ସାଧାରଣ ଲୋକ ନୁହେଁ, ଟେଲିଭିଜନ୍‌ ଓ ସିନେ ଷ୍ଟାର ବି ଏବେ ରୋଜଗାର ପାଉନାହାନ୍ତି। ସେମାନଙ୍କ ସୁଟିଂ ବି ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିଛି। ଏଭଳି ସ୍ଥିତିରେ ଦୀର୍ଘ ୩୬ ବର୍ଷ ହେଲା ଫିଲ୍ମ ଓ ଟେଲିଭିଜନ୍‌ ଜଗତରେ…

ଜୀବନ ଜୀବିକାକୁ ଗୁରୁତ୍ବ , ଆଂଶିକ ଲକଡାଉନରେ ମଧ୍ୟ ଏହି ସବୁ ଦୋକାନ ଖୋଲା ରହିବ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଉ ୧୪ ଦିନ ବଢ଼ିଲା ଆଂଶିକ ଲକଡାଉନ୍‌ । ଆସନ୍ତାକାଲି ସକାଳ ୬ଟାରୁ ୧୬ ତାରିଖ ସକାଳ ୬ଟା ଯାଏ କଟକଣା ବଳବତ୍ତର ରହିବ । କିନ୍ତୁ ବିଭିନ୍ନ କ୍ଷେତ୍ରରେ କଟକଣାକୁ କୋହଳ କରିଛନ୍ତି ସରକାର । କାଟାଗୋରୀ-Aରେ ସାମିଲ ହେଲା ଆଉ ତିନିଟି ଜିଲ୍ଲା ଅନୁଗୋଳ, ଢେଙ୍କାନାଳ…

ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ, ଜୁଲାଇରେ କଣ ରହିବ ରଣନୀତି ଜାଣନ୍ତୁ

କେନ୍ୟୁଜ୍(ବ୍ୟୁରୋ):  ତିନି ଦିନ ପରେ ରାଜ୍ୟରେ ସରୁଛି ଆଂଶିକ ଲକଡାଉନ୍‌ । ଜୁଲାଇରେ କଣ ରହିବ ରଣନୀତି ? ମେ ୫ରୁ ତିନିଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଲକଡାଉନ୍‌ ଓ ଜୁନ୍‌ ୧୭ରୁ ଆଂଶିକ ଲକଡାଉନ୍‌ରେ ଅଛି ଓଡ଼ିଶା । ୫୦ରୁ ଅଧିକ ଦିନ ଲକଡାଉନ୍‌ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଥିବା ବେଳେ ୧ରୁ…

ଲକଡାଉନ ଯୋଗୁ ଶୂନ ହୋଇଗଲା ପୁଅର ରୋଜଗାର, ମା’କୁ ପଠାଇ ଦେଲା ବୃଦ୍ଧାଶ୍ରମ

ପୁଅର ରୋଜଗାର ନଥିବାରୁ ମା'କୁ ନେଇ ଛାଡ଼ି ଆସିଲା ବୃଦ୍ଧାଶ୍ରମରେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ। କରୋନା ଲକଡାଉନ ଯୋଗୁ ପୁଅର ରୋଜଗାର ଶୂନ ହୋଇଯିବାରୁ ସେ ମା'କୁ ଘରେ ରଖିବାକୁ ମନା କରିଦେଇଥିଲା। ଫଳରେ ଆଉ କିଛି ବାଟ ନ ପାଇ ୬୦ ବର୍ଷୀୟ କିରଣ…