Browsing Tag

lockdown

ଲକ୍ ଡାଉନ୍ ସମୟରେ ରାସ୍ତା ଉପରେ ମହିଳାଙ୍କ ଉନ୍ମତ୍ତକାଣ୍ଡ, କାହିଁକି ଆସିଛ ପଚାରିବାରୁ ପୋଲିସ୍ ବାବୁଙ୍କ ସହିତ କଲେ…

କରୋନାଭାଇରସ୍ ଉପରେ ଜାତୀୟ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଦେଶରେ ଲୋକଙ୍କୁ ଅତ୍ୟାବଶ୍ୟକ ଜିନିଷ କ୍ରୟ କରିବାର ସୁଯୋଗ ଦେଇଛନ୍ତି ସରକାର । କିନ୍ତୁ ବିନା କାରଣରେ ଘରୁ ବାହାରିବା ଉପରେ କଠୋର କାର୍ଯ୍ଯନୁଷ୍ଠାନ ଗ୍ରହଣ କରୁଛି ପୋଲିସ୍ । ଏହି ପରିପେକ୍ଷୀରେ କୋଲକାତାର ଜଣେ ମହିଳାଙ୍କ…

ଲକଡାଉନ ଯୋଗୁ ବସ ଚଳାଚଳ ଠପ୍, ମାଲିକ ତଡ଼ିଦେବାରୁ ୮୦ କିଲୋମିଟର ଚାଲି ଗାଁରେ ପହଞ୍ଚିଲେ ଯୁବକ

ଏବେ ସମଗ୍ର ଦେଶକୁ ଲକଡାଉନ କରିଦିଆଯାଇଛି। ଯିଏ ଯୋଉଠି ଅଛନ୍ତି ତାଙ୍କୁ ସେଠାରେ ରହିବାକୁ କହିଛନ୍ତି ସରକାର। କାରଣ ସାମାଜିକ ଦୂରତ୍ୱ ହିଁ କରୋନାକୁ ମାତ୍ ଦେବାର ଏକ ମାତ୍ର ଉପାୟ। ତେବେ ଏହି ଲକଡାଉନ ଯୋଗୁ ଗୋଟେ ପଟେ କରୋନା ରୋକିବା ନେଇ ଆଶା କରାଯାଉଥିବା ବେଳେ ଅନ୍ୟପଟେ ଏହା କିଛି ଲୋକଙ୍କ…

ଟ୍ରମ୍ପଙ୍କ ଜିଦ୍ଦି ପାଇଁ ଆମେରିକାରେ ବି ଦେଖାଦେଇପାରେ ଇଟାଲୀ ଭଳି ସ୍ଥିତି, ଏବେ ଯାଏଁ ୬୭ ହଜାର ସଂକ୍ରମିତ

ଚୀନର ବୁହାନ ସହରରୁ ବ୍ୟାପିବା ଆରମ୍ଭ ହୋଇଥିବା କରୋନା ଭାଇରସ ଧୀରେ ଧୀରେ ସାରା ବିଶ୍ୱକୁ ନିଜ କବ୍ଜାରେ ନେଉଛି। ଚୀନ ପରେ ଇଟାଲୀ ଓ ଏବେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ମଧ୍ୟ କରୋନା ପ୍ରଭାବ ଦେଖିବାକୁ ମିଳିଛି। ଗୋଟିଏ ଦିନରେ ଆମେରିକାରେ ୧୦ ହଜାର କରୋନା ପଜିଟିଭ ଚିହ୍ନଟ…

ଦେଶବ୍ୟାପୀ ଲକ୍‌ ଡାଉନ୍‌ର ଆଜି ଦ୍ୱିତୀୟ ଦିନ: ଠପ୍‌ ହୋଇଯାଇଛି ଗାଁଠୁ ସହର, ବିଭିନ୍ନ ସ୍ଥାନରେ ନାକାବନ୍ଦୀ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକ୍‌ ଡାଉନ୍‌ର ଆଜି ଦ୍ୱିତୀୟ ଦିନ। ଠପ୍‌ ହୋଇଯାଇଛି ଗାଁଠୁ ସହର। ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯିବା ସହ ବ୍ୟାରିକେଡ୍‌ କରାଯାଇଛି। ଜୋରଦାର ଚାଲିଛି ଚେକିଂ। କିଛି ଲୋକ ସଚେତନ ହୋଇ ଘରେ ରହୁଥିବାବେଳେ ଆଉ କିଛି ନିୟମକୁ ବେଖାତିର କରୁଥିବା ଦେଖିବାକୁ ମିଳୁଛି ।…

ଲକ୍‌ଡାଉନ୍‌ ସତ୍ତ୍ୱେ ଆମିଷ, ପରିବା ଓ ରାସନ୍‌ ଦୋକାନରେ ଭିଡ଼; ଦୂରତା ରକ୍ଷା କରିବାକୁ ଭୁଲି ଯାଉଛନ୍ତି ଲୋକେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇ ସାରିଛି । କିଛି ଲୋକ ଭାବି ନେଇଥିଲେ ଯେ ଆମ ରାଜ୍ୟରେ ଅନ୍ତତଃ ମୁଖ୍ୟମନ୍ତ୍ରୀଙ୍କ ଘେଶଷଣା ଅନୁସାରେ ମାର୍ଚ୍ଚ ୨୯ କିମ୍ବା ୩୧ ପରେ କଟକଣା ହଟିଯିବ । ହେଲେ ଭବିଷ୍ୟତ ପରିସ୍ଥିତିକୁ ବର୍ତ୍ତମାନ ଠାରୁ ନଜର କରି ଉଭୟ ଓଡ଼ିଶା ଓ…

ଗଞ୍ଜାମ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ବିଧାୟକ ପାଣ୍ଠି, କରୋନା ପାଇଁ ନିଜ ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ କରିବାକୁ…

ଗଞ୍ଜାମ: ଗଞ୍ଜାମ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ବିଧାୟକ ପାଣ୍ଠି । କରୋନା ପାଇଁ ନିଜ ନିର୍ବାଚନ ମଣ୍ଡଳୀରେ ଯାହା ଖର୍ଚ୍ଚ ହେବ ଏହି ପାଣ୍ଠିରୁ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ନିଜ ବିଧାୟକ ପାଣ୍ଠିର ଖର୍ଚ୍ଚ ନିଜ ନିର୍ବାଚନମଣ୍ଡଳୀରେ କରିବାକୁ କହିଛନ୍ତି । ଜିଲ୍ଲାପାଳ ବିଜୟ…

ସିକନ୍ଦରାବାଦରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର କରିବାକୁ କଲେ ନିବେଦନ

ଯାଜପୁର (କେ ନ୍ୟୁଜ୍‌) : ତେଲେଙ୍ଗାନାର ସିକନ୍ଦରାବାଦରେ ଫସି ରହିଛନ୍ତି କିଛି ଓଡ଼ିଆ ଶ୍ରମିକ । ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ସେମାନେ ବହୁତ ବଡ଼ ସମସ୍ୟାରେ ପଡ଼ି ଯାଇଛନ୍ତି । ଏହି ସମସ୍ତ ଶ୍ରମିକ ଯାଜପୁର ଜିଲ୍ଲାର । ସେମାନେ ଦାଦନ ଖଟିବାକୁ ସିକନ୍ଦରାବାଦ ଯାଇଥିଲେ ।…

ଆଜିଠୁ ଶକ୍ତ ହେଲା କମିଶନରେଟ ପୋଲିସ୍, ରାସ୍ତାରେ ବୁଲୁଥିବା ସମୟରେ ଜଣଙ୍କ ଠାରୁ ଆଦାୟ ହେଲା ୫୦୦ ଟଙ୍କା ଫାଇନ୍

ଭୁବନେଶ୍ବର: ଆଜିଠୁ ଶକ୍ତ ହେଲା କମିଶନରେଟ ପୋଲିସ । ବିନା କାରଣରେ ରାସ୍ତାକୁ ବାହାରିଲେ ଜରିମାନା ଆଦାୟ କରାଯିବ । ଆଜି ରାସ୍ତାରେ ବୁଲୁଥିବା ସମୟରେ ଜଣକୁ ଠାରୁ ପୋଲିସ ୫୦୦ ଟଙ୍କା ଫାଇନ ଆଦାୟ କରିଛି । ଆଗକୁ ଜୋରଦାର ଆଦାୟ ହେବ ଫାଇନ ।

କରୋନା ଲକଡାଉନ ମାନିଲେନି ପାକିସ୍ତାନୀ, ରାସ୍ତା ଉପରେ ପୋଲିସ ବନାଇଲା ମୁର୍ଗା ଦେଖନ୍ତୁ ଭିଡିଓ

କରୋନା ଭାଇରସ ପାଇଁ ସାରା ବିଶ୍ଵରେ ଆତଙ୍କ ତେବେ ଏଥିମଧ୍ୟରେ ସାମିଲ ରହିଛି ପାକିସ୍ତାନ । ଏହି ମହାମାରୀର ସଂକ୍ରମଣକୁ କିପରି ରୋକାଯାଇପାରିବ ସେଥିପାଇଁ ଅନେକ ଦେଶ ଗୁଡିକୁ ଲକଡାଉନ କରିଦିଆଯାଇଛି । ଯାହାଦ୍ୱାରା ଅଧିକାଂଶ ଲୋକ ଏବେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେବେ ପାକିସ୍ତାନରେ ମଧ୍ୟ…

ଲକ୍‌ ଡାଉନ୍‌କୁ ଗୁରୁତର ସହ ନିଅନ୍ତୁ, ନିଜେ ବଞ୍ଚିବା ସହ ପରିବାରକୁ ବଞ୍ଚାନ୍ତୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜନସାଧାରଣ ଲକ୍‌ ଡାଉନ୍‌କୁ ଗୁରୁତର ସହ ନେଉନାହାଁନ୍ତି। ତେଣୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ୍‌ କରି କହିଛନ୍ତି ନିଜେ ବଞ୍ଚିବା ସହ ପରିବାରକୁ ବଞ୍ଚାଅ। ନିୟମ କାନୁନକୁ ଗମ୍ଭୀରତାର ସହ ପାଳନ କର। ରାଜ୍ୟ ସରକାର କୋଠର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ…

କରୋନାକୁ ନେଇ ଭାଙ୍ଗିପଡିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ, କହିଲେ “ଆମେ ଏଭଳି କରିବା ସ୍ଥିତିରେ ନାହୁଁ”

କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ତରଫରୁ କରାଯାଉଥିବା ଲକଡାଉନ ସ୍ଥିତିକୁ ଦେଖି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ଦେଶରେ ଏଭଳି ସ୍ଥିତି ଉପୁଜିଲେ ସେ ଏହାକୁ ସାମ୍ନା କରିପାରିବେନି ବୋଲି କହିଛନ୍ତି। ପୂରା ପାକିସ୍ତାନକୁ ଲକଡାଉନ…

କରୋନା ଭାଇରସ୍‌ ମୁକାବିଲା ନେଇ ଲକ୍‌ ଡାଉନ୍‌ ହୋଇଛି ଓଡ଼ିଶା ସହ ୨୩ଟି ରାଜ୍ୟ

ଭୁବନେଶ୍ବର: କରୋନା ଭାଇରସ୍‌ ମୁକାବିଲା ନେଇ ଲକ୍‌ ଡାଉନ୍‌ ହେଉଛି ଗୋଟିଏ ପରେ ଗୋଟିଏ ରାଜ୍ୟ । ଓଡ଼ିଶା ସହ ୨୩ ରାଜ୍ୟ ଲକ୍‌ ଡାଉନ୍‌ କରାଯାଇଛି। ମହାରାଷ୍ଟ୍ର, କେରଳ, ଦିଲ୍ଲୀ, ଗୁଜରାଟ, ଉତ୍ତରପ୍ରଦେଶ, ହରିୟାଣା, କର୍ଣ୍ଣାଟକ, ତେଲେଙ୍ଗାନା, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ,…