ସଂକ୍ରମଣ କମିବାରୁ ଆଜିଠୁ ତେଲେଙ୍ଗାନାରୁ ହଟିଲା ସମ୍ପୂର୍ଣ୍ଣ ଲକଡାଉନ୍
କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ତେଲେଙ୍ଗାନାରୁ ହଟିଲା ସମ୍ପୂର୍ଣ୍ଣ ଲକଡାଉନ୍ । ରାଜ୍ୟରେ କରୋନା ସଂକ୍ରମଣ କମିବାରୁ ସରକାର ସମସ୍ତ କଟକଣା ହଟାଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନେତୃତ୍ୱରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସୋମବାର ଠାରୁ…