Browsing Tag

lockdown

ଓଡ଼ିଶା ପରେ ଏବେ ଏହି ରାଜ୍ୟରେ ଲାଗୁ ହେଲା ମିନି ଲକଡାଉନ୍, ୨ ସପ୍ତାହ ପାଇଁ ଅଖ-ଚକ ବନ୍ଦ

ଏବେ ଦେଶରେ କରୋନା ସ୍ଥିତି ଧୀରେ ଧୀରେ ସାଂଘାତିକ ହେବାରେ ଲାଗିଛି। ଏଣୁ ସଂକ୍ରମଣକୁ ରୋକିବା ପାଇଁ ସବୁ ରାଜ୍ୟ ସରକାର ଏବେ ଲକଡାଉନ ଘୋଷଣା କରୁଛନ୍ତି। ଗତକାଲି ଓଡ଼ିଶା ସରକାର ବି ୫ ତାରିଖଠାରୁ ରାଜ୍ୟରେ ଲକଡାଉନ ଘୋଷଣା କରିଥିବା ବେଳେ ଏବେ ପଞ୍ଜାବ ସରକାର ବି ରାଜ୍ୟରେ ମିନି ଲକଡାଉନ ଲାଗୁ…

ରାଜ୍ଯରେ ଲାଗୁ ହେଲା ଲକଡାଉନ୍, ଘୋଷଣା କଲେ ସରକାର

ଭୁବନେଶ୍ବର: ରାଜ୍ଯରେ ଲକଡାଉନ୍ ଲାଗୁ । ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ୍‌ ଘୋଷଣା କଲେ ସରକାର। ମେ’ ୫ରୁ ୧୯ ପର୍ଯ୍ୟନ୍ତ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ମେ’ ୫ ତାରିଖ ଅର୍ଥାତ୍ ବୁଧବାର ସକାଳ ଠାରୁ ମେ’ ୧୯…

କର୍ଣ୍ଣାଟକରେ ଜାରି ହେଲା ଲକଡାଉନ୍, ୧୪ ଦିନ ପାଇଁ ତାଲା ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ : ଚାରିଆଡେ କରୋନା ନିଜ ସ୍ଥାନ ଅକ୍ତିଆର କଲାଣି। ଦେଶରେ ବଢୁଥିବା ସଂକ୍ରମଣ ଭିତରେ କର୍ଣ୍ଣାଟକ ସରକାର ନେଇଛନ୍ତି ବଡ ପଦକ୍ଷେପ। ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି କର୍ଣ୍ଣାଟକ ମୁଖମନ୍ତ୍ରୀ ବିଏସ୍ ୟେଦୁରପ୍ପା କର୍ଣ୍ଣାଟକରେ ୧୪ ଦିନିଆ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି।…

ଆଜିଠାରୁ ଝାଡ଼ଖଣ୍ଡ ରାଜ୍ୟରେ ଆରମ୍ଭ ହୋଇଛି ଲକ୍ ଡାଉନ୍, ଏପଟେ ଆତଙ୍କିତ ଅବସ୍ଥାରେ ମୟୁରଭଞ୍ଜ ବାସୀ

କରଞ୍ଜିଆ: ଆଜିଠାରୁ ଝାଡ଼ଖଣ୍ଡ ରାଜ୍ୟରେ ଆରମ୍ଭ ହୋଇଛି ଲକ୍ ଡାଉନ୍ । ଆଜି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ଲକ୍ ଡାଉନ୍ ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ସରକାର । ଅତି ଆବଶ୍ୟକତା ସାମଗ୍ରୀ ଛାଡିଦେଲେ ସବୁ ଦୋକାନ ବନ୍ଦ ରହିଛି । ଅନ୍ୟପଟେ ଝାରଖଣ୍ଡ ଓ ଓଡ଼ିଆ ବର୍ଡର ସିଲ୍ ହୋଇନାହିଁ, କିମ୍ବା…

ଆଜିଠୁ ୬ ଦିନ ପର୍ଯ୍ଯନ୍ତ ଦିଲ୍ଲୀରେ ଲକ୍‌ଡାଉନ୍, କେହି ଘରୁ ନବାହାରିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ନୂଆଦିଲ୍ଲୀ: ଦିଲ୍ଲୀକୁ ଫେରିଲା ଲକ୍‌ଡାଉନ । ୬ ଦିନ ଲକ୍‌ଡାଉନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ରାଜଧାନୀରେ ଲକ୍‌ଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବଢିବାରୁ ଲକ୍‌ଡାଉନ ଘୋଷଣା କରାଯାଇଛି । ଏହି ସମୟ …

ମଧ୍ୟପ୍ରଦେଶର ସବୁ ସହରାଞ୍ଚଳରେ ଆସନ୍ତାକାଲି ସଂଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ଓ୍ଵିକେଣ୍ଡ ଲକ୍‌ଡାଉନ୍‌ । ଶୁକ୍ରବାର ସଂଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସବୁ ସହରାଞ୍ଚଳରେ ଲକ୍‌ଡାଉନ୍‌ । ଯେଉଁ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି, କ୍ରାଇସିସ୍‌ ମ୍ୟାନେଜମେଣ୍ଟ ଗ୍ରୁପ୍‌ର ବୈଠକ ପରେ ପଦକ୍ଷେପ ନିଆଯିବ । ବଡ଼ ବଡ଼ ସହରରେ…

ଭୟଙ୍କର ହେଉଛି କରୋନାର ଦ୍ଵିତୀୟ ଲହରୀ, ୭ ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ ହେଲା ଏହି ଦେଶ

ପୁଣି କାୟା ବିସ୍ତାର କଲାଣି କରୋନା। ବଢ଼ୁଥିବା କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ପଡୋଶୀ ଦେଶ ବାଂଲାଦେଶରେ ଜାରି ହେଲା ଲକ୍‌ଡାଉନ। ସୋମବାର ଠାରୁ ଦେଶରେ ୭ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରାଯାଇଛି। ବାଂଲାଦେଶରେ ୫ ଏପ୍ରିଲରୁ ୭ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି।…

ଲକ୍‌ଡାଉନ୍‌ ଘୋଷଣାକୁ ପୂରିଲା ବର୍ଷେ, ୫ଟି ଜିଲ୍ଲା ଓ ୮ଟି ସହର ପାଇଁ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା

କେନ୍ୟୁଜ୍(ବ୍ୟୁରୋ):  ଲକ୍‌ଡାଉନ୍‌ ଘୋଷଣାକୁ ବର୍ଷେ ପୂରିଛି । ୨୧ ମାର୍ଚ୍ଚ ୨୦୨୦ରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ପ୍ରଥମେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ । ୭ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ୫ଟି ଜିଲ୍ଲା ଓ ୮ଟି ସହର ପାଇଁ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା । ଏହା…

ଲଣ୍ଡନରୁ ପାଠପଢ଼ି ଆସିଥିବା କମ୍ପ୍ୟୁଟର ଇଞ୍ଜିନିୟର ଲକ୍‌ଡାଉନରେ ୨୨ ହଜାରରୁ ଅଧିକ ମହିଳାଙ୍କୁ ଲଗାଇ ଦେଲ ଚୂନ, ୱେବସାଇଟ…

ଛୋଟ ଛୋଟ ଠକେଇ କରି ଏ ପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ମହିଳାଙ୍କୁ ଠକିଥିବା ଜଣେ ଧୁରନ୍ଧର ଠକ ମୁମ୍ବାଇ ପୋଲିସ ହାତରେ ଧରାପଡ଼ିଛନ୍ତି। ସାଇବର ପୋଲିସ ୩୨ ବର୍ଷୀୟ ଜଣେ ଯୁବକଙ୍କୁ କାବୁ କରିଛି, ଯିଏ ମହିଳାମାନଙ୍କୁ ହଜାର ହଜାର ଟଙ୍କାର ଚୂନ ଲଗାଇ ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା, ଗିରଫ ଯୁବକଙ୍କ…

ବ୍ରିଟେନରେ ବଢିଲାଣି କରୋନାର ନୂଆ ଷ୍ଟ୍ରେନ ଭୟ, ଲାଗୁହେଲା ମାର୍ଚ୍ଚ ଭଳି ଲକଡାଉନ

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନର ଭୟ ବଢିବାରେ ଲାଗିଛି । କରୋନା ସଂକ୍ରମଣର ନୂଆ ଷ୍ଟ୍ରେନର ସଙ୍କଟ ବଢୁଥିବାରୁ ଦେଶରେ ପୁଣି ଥରେ ଲକ୍ଡାଉନ୍ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ । ବୋରିସ୍ ଜନ୍ସନ୍ କହିଛନ୍ତି, କରୋନାର ନୂଆ ଷ୍ଟ୍ରେନ୍ରୁ ମୁକୁଳିବା ପାଇଁ…

ଖ୍ରୀଷ୍ଟାମାସ ପୂର୍ବରୁ କାର୍ଲିଫର୍ଣ୍ଣିଆର ଅନେକ ଅଞ୍ଚଳରେ ଲକଡାଉନ୍ କଡାକଡି, ଅଧିକାଂଶ ଦୋକନ ବଜାର ବନ୍ଦ

ଆମେରିକା: ଆମେରିକାରେ କରୋନାର କରାଳ ରୂପ। କୋଭିଡ ଚେନ ଭାଙ୍ଗିବାକୁ କାର୍ଲିଫର୍ଣ୍ଣିଆର ଅନେକ ଅଞ୍ଚଳରେ ଲକଡାଉନକୁ କଡାକଡି କରାଯାଇଛି। ଖ୍ରୀଷ୍ଟାମାସ ପୂର୍ବରୁ ୪ କୋଟି ଜନସଂଖ୍ୟା ବିଶିଷ୍ଠ କାର୍ଲିଫର୍ଣ୍ଣିଆର ୮୫ ପ୍ରତିଶତ ଲୋକ ଏବେ ତାଲାବନ୍ଦି ଅବସ୍ଥାରେ ଅଛନ୍ତି । ଅଧିକାଂଶ ଦୋକନ ବଜାର…

ସେପ୍ଟେମ୍ବର ୨୫ରୁ ଲାଗୁ ହେବାକୁ ଯାଉଛି ଲକଡାଉନ, ସତ ନା ଗୁଜବ !

ଦେଶରେ ଦିନକୁ ଦିନ କରୋନା ଭାଇରସ ଖୁବ ଦ୍ରୁତଗତିରେ ବୃଦ୍ଧି ପାଉଛି । ଏହି ସମୟରେ ଲକଡାଉନ ଏବଂ ସଟଡାଉନକୁ କେନ୍ଦ୍ର ସରକାର ସମ୍ପୁର୍ଣ୍ଣ ଭାବରେ ଉଠାଇ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଲକଡାଉନକୁ ନେଇ ଅନେକ ମିଛ ଖବର ସାମନାକୁ ଆସୁଛି । ନିକଟରେ ସେପ୍ଟେମ୍ବର ୨୫ରେ ଆଉ…