ଦିଲ୍ଲୀ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର Whatsapp ଜରିଆରେ କରିପାରିବେ ଟିକେଟ ବୁକ୍
ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (DMRC) ନିକଟରେ ହ୍ଵାଟସଆପରେ ଟିକେଟ ବୁକ୍ କରିବା ସୁବିଧା ଯୋଗାଇଛି । ଏହି ସୁବିଧାରେ ଆରାମରେ ହ୍ଵାଟସଆପ୍ ଜରିଆରେ ଦିଲ୍ଲୀ ମେଟ୍ରୋ ଟିକେଟ ବୁକ୍ କରିପାରିବେ । ଏହି ସୁବିଧା ଏବେ ବସ୍ ସେବାରେ ଲାଗୁ କରିବା ପାଇଁ ଯୋଜନା ଚାଲିଛି । ଦିଲ୍ଲୀ ସରକାର…