Browsing Tag

lokanath

ଅସହାୟ ବୃଦ୍ଧ ଲୋକନାଥ, ଜୀବନର ସାୟାନ୍ନରେ ଆଡ଼େଇ ଦେଲେ ପୁଅ ବୋହୂ

ମାଲକାନଗିରି(କେନ୍ୟୁଜ୍): ଜୀବନର ସାୟାନ୍ନରେ ଆଡ଼େଇ ଦେଲେ ପୁଅ ବୋହୂ। ନିଃସଙ୍ଗ, ଅସହାୟ ଭାବେ ଗୋଟିଏ ଘରେ ପଡ଼ିରହିଲେ ଦେଢମାସରୁ ଅଧିକ ସମୟ। ବାପା ଯେ ତାଙ୍କୁ ଜନ୍ମ ଦେଇ ପାଳିପୋଷି ମଣିଷ କରିଥିଲେ ଭୁଲିଗଲା ପୁଅ। ମାଲକାନଗିରି ବ୍ଲକ କଲୋନୀରୁ ଆସିଛି ଏଭଳି ସମ୍ବେଦନଶୀଳ ଘଟଣା। ମିସ୍ତ୍ରୀ କାମ…