Browsing Tag

lokaseva bhawan

ସେବାରେ ଉତ୍କୃଷ୍ଟତା ଏବଂ ସାହସିକତା ପାଇଁ ପୋଲିସ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମେଡାଲ ପ୍ରଦାନ

କେନ୍ୟୁଜ୍(ବ୍ୟୁରୋ):  ସେବାରେ ଉତ୍କୃଷ୍ଟତା ଏବଂ ସାହସିକତା ପାଇଁ ପୋଲିସ କର୍ମଚାରୀଙ୍କୁ ମେଡାଲ ପ୍ରଦାନ କରାଯାଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ପୋଲିସ ପଦକ ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦକ ପ୍ରଦାନ କରିଛନ୍ତି । ବିଶିଷ୍ଟ ସେବା…

ସିଧାସଳଖ ଲୋକସେବା ଭବନ ସହ ଯୋଡ଼ି ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗର ୨୪୭ଟି ଅଫିସ

କେନ୍ୟୁଜ୍(ବ୍ୟୁରୋ): ଗ୍ରାମ୍ୟ ଉନ୍ନୟନ ବିଭାଗର ୨୪୭ଟି ଅଫିସ ସିଧାସଳଖ ଲୋକସେବା ଭବନ ସହ ଯୋଡ଼ି ହେଲା । ଗ୍ରାମ୍ୟଉନ୍ନୟନ ବିଭାଗର ଇଣ୍ଟରନାଲ ନେଟୱର୍କିଂ ବ୍ୟବସ୍ଥା, ମଲଟି ପ୍ରୋଟୋକଲ ଲେଭଲ ସ୍ୱିଚିଂ ଭର୍ଚୁଆଲ ପ୍ରାଇଭେଟ୍ ନେଟୱର୍କିଂର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ନେଟୱର୍କିଂ…

ଏଣିକି ଲୋକସେବା ଭବନରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଚାଲିବ ବ୍ୟାଟେରୀ ଚାଳିତ ଗାଡ଼ି, ମନ୍ତ୍ରୀ ଅଶୋକ ପଣ୍ଡା କଲେ…

କେନ୍ୟୁଜ୍(ବ୍ୟୁରୋ): ଲୋକସେବା ଭବନରେ ଆରମ୍ଭ ହେଲା ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି । ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଓ ଫେଡେରାଲ ବ୍ୟାଙ୍କର ମିଳିତ ସହଯୋଗରେ ଏହି ସେବା ଆରମ୍ଭ ହୋଇଛି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାର ଉଦଘାଟନ କରିଛନ୍ତି । ଭିନ୍ନକ୍ଷମ ବ୍ୟକ୍ତି…

ଲୋକସେବା ଭବନରେ ଆୟୋଜିତ ହେଲା ଓଡ଼ିଶା ନଲେଜ ହବ କାର୍ଯ୍ୟକ୍ରମ,ଯୋଗଦେଲେ ଇନ୍‌ଫୋସିସ୍‌ ପୂର୍ବତନ ନିର୍ଦ୍ଦେଶକ ମୋହନଦାସ…

କେନ୍ୟୁଜ୍(ବ୍ୟୁରେ): ଭାରତର ବିକାଶରେ ଟେକ୍ନୋଲୋଜି ଓ ଡିଜିଟାଲ ମିଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ୨୦୩୦ରେ ଭାରତର ଅର୍ଥନୀତି ୧୦ ଟ୍ରିଲିୟନ ଡଲାରରେ ପହଞ୍ଚିବ । ବର୍ତ୍ତମାନ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ପଶ୍ଚିମବଙ୍ଗ ଓ ବିହାର ରାଜ୍ୟରୁ ଭଲ ସ୍ଥିତିରେ ରହିଛି । ଓଡ଼ିଶାକୁ ଡିଜିଟାଲ…

କାଲିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଲୋକସେବା ଭବନ ଫୁଲ ବଗିଚା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆସନ୍ତାକାଲିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଲୋକସେବା ଭବନ । ଏଠାରେ ଥିବା ବଗିଚାଟି ହସି ଉଠୁଛି ନାନା ଜାତିର ଫୁଲରେ । ଶୀତ ଦିନରେ ମହକୁଛି ସାରା ଅଞ୍ଚଳ । ଠିକ୍‌ ରାଜଭବନ ଭଳି ଲୋକସେବା ଭବନରେ ମଧ୍ୟ ସାଧାରଣ ଜନତାଙ୍କୁ ଏସବୁ ଉପଭୋଗ କରିବାର ସୁଯୋଗ ମିଳିବ ।…

ବଦଳିବ ସଚିବାଳୟର ନାଁ, ନୂଆ ନାମ ହେବ ‘ଲୋକସେବା ଭବନ’, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଦଳିବ ରାଜ୍ୟ ସଚିବାଳୟର ନାଁ। ରାଜ୍ୟ ସଚିବାଳୟର ନାଁ ବଦଳାଇ ଲୋକସେବା ଭବନ ରଖାଯିବ। ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଲୋକଙ୍କ ପାଖରେ ଋଣୀ। ଲୋକଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ କାମ କରିବୁ। ଗଣତନ୍ତ୍ରରେ ଜନସାଧରାଣ…