ଲୋକାୟୁକ୍ତ ନିଯୁକ୍ତି ନେଇ ସୁପ୍ରିମ୍କୋର୍ଟରେ ଶୁଣାଣି , ମାର୍ଚ୍ଚ ୩୧ ସୁଦ୍ଧା ଚୟନ ଶେଷ ହେବ
କେନ୍ୟୁଜ୍ : ରାଜ୍ୟରେ ଏପ୍ରିଲ ୮ ତାରିଖରୁ କାର୍ୟ୍ୟ କରିବ ଲୋକାୟୁକ୍ତ । ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ଚୟନ ଶେଷ ହେବ । ଏନେଇ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ଏହି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା ।…