Browsing Tag

Loksabha

କେନ୍ଦ୍ର ସରକାରଙ୍କ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ, ଆସନ୍ତାକାଲି ୪ଟାରେ ଭୋଟିଂ

ନୂଆଦିଲ୍ଲୀ : ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ଆଗତ । ୧୩୧ତମ ସଂଶୋଧନ ବିଲ୍ କୁ ଉପସ୍ଥାପନ କରିବା ପାଇଁ ଲୋକସଭାରେ ଭୋଟ୍ ଗ୍ରହଣ କରାଯାଇଥିଲା । ଏହି ବିଲ୍ ସପକ୍ଷରେ ୨୦୭ ଜଣ ସାଂସଦ ଭୋଟ୍ ଦେଇଥିବାବେଳେ, ୧୨୬ ଜଣ ଏହାକୁ ବିରୋଧ କରିଛନ୍ତି । ବିରୋଧୀ ଦଳର ସଦସ୍ୟମାନେ ଏହି ବିଲ୍ ଆଗତ କରିବା…

ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ଓମ ବିରଳା ସଦନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଟାଳିକା ନେଇ ଦାବି କରିଛନ୍ତି । ବୁଧବାର ଅପରାହ୍ନ ୫ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦକୁ ସମ୍ବୋଧିତ କରିବାର ଥିଲା । ହେଲେ ଶେଷ ସମୟରେ ଏହାକୁ ବାରଣ କରାଯାଇଥିଲା । ଏହାର କାରଣ ଆଜି ସାମ୍ନାକୁ…

ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଲୋକସଭାରେ ମହାଭିଯୋଗ ପ୍ରସ୍ତାବ ମଞ୍ଜୁର, କମିଟି ଗଠନ କଲେ ବାଚସ୍ପତି

ନୂଆଦିଲ୍ଲୀ :  ଆହ୍ଲାବାଦ ହାଇକୋର୍ଟ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ନାଁରେ ମହାଭିଯୋଗ ପ୍ରସ୍ତାବ । ଘରୁ ବିପୁଳ ପୋଡ଼ା ଟଙ୍କା ମିଳିବା ମାମଲାରେ ଆରମ୍ଭ ହେଲା ମହାଭିଯୋଗ ପ୍ରସ୍ତାବକୁ ମଞ୍ଜୁର ମିଳିଛି । ଲୋକସଭାର ୧୪୬ ଜଣ ସଦସ୍ୟ ଏହି ପ୍ରସ୍ତାବରେ ସ୍ୱାକ୍ଷର କରିଛନ୍ତି । ଏଥିରେ ଶାସକ ଏବଂ…

ଆୟକର ବିଲ୍‌ ୨୦୨୫ ପ୍ରତ୍ୟାହୃତ, ୧୧ରେ ଆଗତ ହେବ ନୂଆ ଇନକମ୍ ଟ୍ୟାକ୍ସ ବିଲ୍

ଆୟକର ବିଲ୍ ପ୍ରତ୍ୟାହୃତ।  ୧୧ରେ ଲୋକସଭାରେ ଆସିବ ସଂଶୋଧିତ ବିଲ୍ ।  ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର ଲୋକସଭାରୁ ଆୟକର ବିଲ୍ ୨୦୨୫ ପ୍ରତ୍ୟାହାର କରିନେଇଛନ୍ତି । ବିଲ୍ ଯାଞ୍ଚ ପାଇଁ ଗଠିତ ସିଲେକ୍ଟ କମିଟିର ରିପୋର୍ଟ ପରେ ଏହି ନିଷ୍ପତ୍ତି ନିଆଯାଇଛି  ।  ଏହି ବିଲ୍…

ଲୋକସଭାରେ ଅପରେସନ ସିନ୍ଦୂରକୁ ନେଇ ଚର୍ଚ୍ଚା, ଆମେ ମା’ ଭଉଣୀଙ୍କ ପ୍ରତିଶୋଧ ପୂରଣ କରିଛୁ : ରାଜନାଥ ସିଂହ

ନୂଆଦିଲ୍ଲୀ: ଲୋକସଭାରେ ଅପରେସନ ସିନ୍ଦୂରକୁ ନେଇ ଚର୍ଚ୍ଚା । ଅପରେସନ୍ ସିନ୍ଦୂର ନେଇ ଲୋକସଭାରେ ଗର୍ଜିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆଜି ଏ ସମ୍ପର୍କରେ ଚର୍ଚ୍ଚା କରି ରାଜନାଥ ସିଂହ କହିଛନ୍ତି ଯେ, ୬-୭ ମେ ରାତିରେ ଐତିହାସିକ ଅପରେସନ୍ କରାଯାଇଥିଲା । ପହଲଗାମ ଆତଙ୍କୀ…

ନିଶିକାନ୍ତ ଦୁବେଙ୍କ ଦାବି, ପିଏମ ମୋଦି ନେତା ନ ରହିଲେ ବିଜେପି ୧୫୦ଆସନ ଜିତି ପାରିବ ନାହିଁ

ଭାରତୀୟ ଜନତା ପାର୍ଟିର ସାଂସଦ ନିଶିକାନ୍ତ ଦୁବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ଦୁବେ କହିଛନ୍ତି ଭାରତୀୟ ଜନତା ପାର୍ଟିର ନିର୍ବାଚନ ଜିତିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଅଧିକ ଗୁରୁତ୍ବପୁର୍ଣ୍ଣ ରହିଛି । ଯାହା ଫଳରେ ଭାରତୀୟ ଜନତା ପାର୍ଟି ତୃତୀୟ ଥର…

ସରକାରୀ କର୍ମଚାରୀଙ୍କୁ ମିଳିବ ୪୨ ଦିନର ଛୁଟି, ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତି

କେନ୍ଦ୍ର ସରକାର ଅଙ୍ଗଦାନ ଉପରେ ସରକାରୀ କର୍ମଚାରୀମାନଙ୍କୁ ୪୨ ଦିନର ସ୍ୱତନ୍ତ୍ର ଛୁଟି ଦେବାର ବ୍ୟବସ୍ଥା କରିଛନ୍ତି ।  କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଲୋକସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ୨୦୨୩ ମସିହାରେ କାର୍ମିକ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ…

‘ୱାନ୍ ନେସନ୍ ୱାନ୍ ଇଲେକ୍ସନ’ ବିଲ୍ ଲୋକସଭାରେ ଆଗତ, ବିଲ୍କୁ କଂଗ୍ରେସର ଜୋରଦାର ବିରୋଧ

‘ୱାନ୍ ନେସନ୍ ୱାନ୍ ଇଲେକ୍ସନ’ ବିଲ୍ ଲୋକସଭାରେ ଆଗତ ହୋଇଛି । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ବିଲ୍ ଆଗତ କରିଛନ୍ତି । ‘ୱାନ୍ ନେସନ୍ ୱାନ୍ ଇଲେକ୍ସନ’ ବିଲକୁ ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍ ଭାବେ ନାମିତ କରାଯାଇଛି ।  ବିଲ୍ ଆଗତ ପରେ ବିରୋଧୀ କଂଗ୍ରେସ ବିଲ୍କୁ ବିରୋଧ କରିଛି ।…

ଶପଥ ନେବା ସମୟରେ ଜୟ ଫିଲିସ୍ତିନୀ ନାରା ଦେଲେ ଅସଦୁଦ୍ଦିନ ଓୱେସୀ, ସଂସଦରେ ହଙ୍ଗାମା

ଲୋକସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି । ଓୱେସୀ ଶପଥ ଗ୍ରହଣ କରିବା ପରେ ବିବାଦ ଦେଖାଦେଇଛି । ଓୱେସୀ ଶପଥ ନେଇସାରିବା ପରେ ‘ଜୟ ଫିଲିସ୍ତିନୀ’, ‘ଜୟ ଭୀମ’, ଜୟ ତେଲେଙ୍ଗାନା’ ଆଦି ନାରା ଦେଇଥିଲେ । ଯାହାପରେ…

ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ, ଶପଥ ନେଇ ୩ ଗୁଣା ପରିଶ୍ରମ କରିବେ ବୋଲି କହିଲେ ମୋଦି

ଆଜିଠାରୁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ଲୋକସଭାର କାମଚଳା ବାଚସ୍ପତି ଭାବେ ଭତ୍ତୃହରି ମହତାବ ଶପଥ ନେବା ପରେ ସାଂସଦମାନେ ଶପଥ ନେଉଛନ୍ତି । ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡକାରୀ, ମନୋହର ଲାଲ ଖଟ୍ଟର, ଅନ୍ୟ…

ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର(କେନ୍ୟୁଜ୍‌): ବିଜେଡିର ଲୋକସଭା ପ୍ରାର୍ଥୀ ଘୋଷଣା । ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବିଜେଡିର ତୃତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ତୃତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି…

ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ: ଆସିପାରେ ଓଡ଼ିଶାର ଲୋକସଭା ପ୍ରାର୍ଥୀଙ୍କ ତାଲିକା

ଭୁବନେଶ୍ୱର (କେନ୍ୟୁଜ): ଆଜି ଆସିପାରେ ବିଜେପି ଲୋକସଭା ପ୍ରାର୍ଥୀ ତାଲିକା। କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବିଜେପିର CEC ବୈଠକରେ ଓଡ଼ିଶାର ୨୧ ଲୋକସଭା ଆସନ ନେଇ ଆଲୋଚନା ହୋଇଛି । ଆଜି…