ଜାଣନ୍ତି କି ଲୋକସଭା ବାଚସ୍ପତିଙ୍କର ଦରମା କେତେ ?
ନିକଟରେ ଲୋକସଭା ବାଚସ୍ପତି ଭାବରେ ଶପଥ ନେଇଛନ୍ତି ରାଜସ୍ଥାନ କୋଟା ସାଂସଦ ଓମ୍ ବିର୍ଲା। ତିନି ଥର ଲୋକସଭା ଓ ତିନି ଥର ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ରାଜସ୍ଥାନ ରାଜନୀତିର ସେ ଏକ ବଡ଼ ଚେହେରା । ବିନା ପ୍ରତିଦ୍ବନ୍ଦୀରେ ତାଙ୍କର ନିର୍ବାଚନ ହୋଇଥିଲା। ତେବେ ଆପଣଙ୍କ…