ବଡ ସମସ୍ୟା ହୋଇପାରେ ଏକାପଣ, WHO ଦେଲା ସୂଚନା
କରୋନା ଭାଇରସ୍ ପରେ ଲୋକଙ୍କ ମଧ୍ୟରେ ମାନସିକ ସମସ୍ୟା ଦ୍ରୁତ ଗତିରେ ବଢି ଚାଲିଛି । କିନ୍ତୁ WHOର କିଛି ରିସର୍ଚ୍ଚରମାନେ ଏକ ରିସର୍ଚ୍ଚ ଜରିଆରେ ଏହାର ସବୁଠାରୁ ବଡ କାରଣ ଏକାପଣ ବୋଲି କହିଛନ୍ତି । WHOର ସୂଚନା ମୁତାବକ, ଏକାପଣ ଏକ ଏପରି ରୋଗ ଯାହା ଲୋକଙ୍କୁ ଅନେକ ରୋଗ ଆଡକୁ ନେଇ ଯାଇଥାଏ ।…