ଲମ୍ବା କେଶ ରଖିବାକୁ ଚାହୁଁଛନ୍ତି କି? ବାସ୍ ଏହି ୩ଟି କଥା ମନେ ରଖନ୍ତୁ
କେଶ ଲମ୍ବା ରଖିବାକୁ ସମସ୍ତେ ଚାହାଁନ୍ତି। ଏମିତିରେ କିଛି ଝିଅ କେଶ ଲମ୍ବା ରଖିବା ପାଇଁ ଅନେକ ଚେଷ୍ଟା କରି ଥାଆନ୍ତି। କିନ୍ତୁ ଏହାସତ୍ତ୍ୱେ ଯଦି କେଶ ଲମ୍ବା ହେଉ ନାହିଁ, ତା’ ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ। କାହିଁକି ନା, ଆମେ ଆପଣଙ୍କ ପାଇଁ ଏମିତି କିଛି ଟିପ୍ସ ନେଇକି…