Browsing Tag

loot

ଦାମୀ କାରରେ ଆସିଲେ, ୭ ଲକ୍ଷ ଟଙ୍କାର ଶାଢ଼ୀ ଲୁଟିଲେ ୭ ମହିଳା

ଅନୁଗୁଳ: ଦାମୀ ଗାଡିରେ ଆସିଲେ, ଦାମୀ ଶାଢ଼ୀ ଲୁଟିଲେ । ଦାମୀ କାରରେ ଆସି ୭ ଲକ୍ଷ ଟଙ୍କାର ଶାଢ଼ୀ ଲୁଟି ନେଲେ ୭ ମହିଳା । ୭ ଲକ୍ଷ ଟଙ୍କାର ଦାମୀ ସମ୍ବଲପୁରୀ ଶାଢ଼ି ନେଇ ଚମ୍ପଟ ମାରିଛନ୍ତି ୭ ମହିଳା । ଅନୁଗୁଳ ଅମଲାପଡ଼ାର ‘ବୟନିକା’ରୁ ବଡ଼ଧରଣର ଚୋରି ହୋଇଛି । ଷ୍ଟୋର କର୍ମଚାରୀଙ୍କ ଆଖିରେ…

ଗନ ପଏଣ୍ଟରେ ବ୍ୟବସାୟୀଙ୍କ ଠାରୁ ଲୁଟ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର

ଉଦଳା : ଟାର୍ଗେଟ କରି ଆସିଲେ, ଗାଁ ରାସ୍ତାରେ ଅଟକାଇଲେ ଆଉ ଗନ ପଏଣ୍ଟରେ ଲୁଟିନେଲେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର । ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ଧନାପନା ଗ୍ରାମରେ ।  ଗ୍ରାମର କମଳ ଲୋଚନ ରଣା ଆଜି କହ୍ନେଇବନ୍ଧ ସାପ୍ତାହିକ ହାଟକୁ ରୂପା ଦୋକାନ ନେଇ ଯାଇଥିଲେ ।…

ମାଉଜର ଦେଖାଇ ୧୫ କେଜି ରୁପା ଅଳଙ୍କାର ଲୁଟ୍

ପୋଲସରା : ମାଉଜର ଦେଖାଇ ୧୫ କେଜି ରୁପା ଅଳଙ୍କାର ଲୁଟ୍ ।  ବ୍ୟବସାୟୀଙ୍କୁ ମାଉଜର ଦେଖାଇ ୧୫ କେଜି ରୁପାଅଳଙ୍କାର ଲୁଟ୍ ଅଭିଯୋଗ ।  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମୋହନାପଲ୍ଲୀ ଛକ ନିକଟରେ ବନ୍ଧୁକ ମୁନରେ ଜଣେ ବ୍ୟବସାୟୀଙ୍କ ଠାରୁ ବିପୁଳ ପରିମାଣର ରୁପା ଅଳଙ୍କାର ଲୁଟ ହୋଇଥିବା…

ଗହଣା ମାଲିକଙ୍କୁ ହାଣି ଟଙ୍କା ଗହଣା ଲୁଟ ଘଟଣା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

କେନ୍ଦ୍ରାପଡା: ଗହଣା ମାଲିକଙ୍କୁ ହାଣି ଟଙ୍କା, ଗହଣା ଲୁଟ ଘଟଣା । ଆହାତ ସୁନାଦୋକାନୀ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି । କେନ୍ଦ୍ରାପଡା-କୁଦାନଗରି ଥାନା ଚଅଁପୁରର ଜଗନ୍ନାଥ ଜୁଏଲାର୍ସ ମାଲିକଙ୍କୁ ହାଣି ସୁନା ଗହଣା ଓ ଲକ୍ଷାଧିକ ଟଙ୍କା ଲୁଟିନେଇଥିଲେ…

ଲୁଟ୍ ଯୋଜନା ପଣ୍ଡ, ସାହାସ ଦେଖାଇ ଡକାୟତି ଗ୍ୟାଙ୍ଗକୁ ଧରି ପୋଲିସ ଜିମାରେ ଦେଲେ ଗ୍ରାମବାସୀ

ବାଙ୍ଗିରିପୋଷୀ : ଡକାୟତି ଯୋଜନା ପଣ୍ଡ । ସାହାସ ଦେଖାଇ ଡକାୟତି ଗ୍ୟାଙ୍ଗକୁ ଧରି ପୋଲିସ ଜିମାରେ ଦେଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ ଚନ୍ଦନପୁର ଗାଁରେ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ସାହାସ ଦେଖାଇ ଡକାୟତି ଗ୍ୟାଙ୍ଗକୁ କାବୁ କରିଛନ୍ତି ଗ୍ରାମବାସୀ । ସେମାନଙ୍କ…

କୋର୍ଟରେ ପଶି ଲୁଟିନେଇ ଜବତ ସୁନାଅଳଙ୍କାର ଓ ବନ୍ଧୁକ, ସନ୍ଧାନି କୁକୁର ସହାୟତାରେ ତଦନ୍ତ ଜାରି

ସୋର : କୋର୍ଟରେ ପଶିଲେ, ଲୁଟିନେଇ ଗଲେ । ସୋର ସିଭିଲ କୋର୍ଟରେ ପଶି କଳାକନା ବୁଲାଇଲେ ଚୋର । ଲୁଟିନେଲେ ଷ୍ଟୋର ରୁମରେ ଜବତ ହୋଇଥିବା ସୁନାଅଳଙ୍କାର, ବନ୍ଧୁକ ।  ସୂଚନାଯୋଗ୍ୟ , କେତବେଳେ ଜେଲରୁ କଏଦୀ ଫେରାର । କେତବେଳେ କୋର୍ଟରୁ ହେଉଛି ଚୋରି। ବାଲେଶ୍ବର ଜିଲ୍ଲାରେ ଦେଖିବାକୁ ମିଳୁଛି ଏପରି…

ଚୋରି କରିବାକୁ ଯାଇ ଲୋକଙ୍କ ହାତରେ ଧରାପଡିଲେ, ନିର୍ଦ୍ଧୁମ ଛେଚା ଖାଇଲେ ଦୁଇ ଯୁବକ

ସୁବର୍ଣ୍ଣପୁର: ଚୋରି କରିବାକୁ ଯାଇଥିଲେ, ନିର୍ଦ୍ଧୁମ ଛେଚା ଖାଇଲେ । ଲୋକଙ୍କ ହାତରେ ଧରାପଡି ନିର୍ଦ୍ଧୁମ ଛେଚା ଖାଇଲେ ଦୁଇ ଯୁବକ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଯୁଧିଷ୍ଠିରପୁର ଗାଁରୁ ଏପରି ଅଭିଯୋଗ ଆସିଛି । ଗତକାଲି ବିଳମ୍ବିତ ରାତିରେ ୪ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି…

ମେଡ଼ିସିନ ରିପ୍ରେଜେଣ୍ଟିଭଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟି ନେଲେ ଦୁର୍ବୃତ୍ତ

ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର କୁଣ୍ଡପୂର ଛକ ନିକଟରୁ ଜନୈକ ମେଡ଼ିସିନ ରିପ୍ରେଜେଣ୍ଟିଭଙ୍କ ଠାରୁ ଦିନ ଦ୍ବିପହରରେ ନଗଦ ଟଙ୍କା ଓ ମୋବାଇଲ ଲୁଟି ନେଲେ ଦୁର୍ବୃତ୍ତ । ଥାନାରେ ଲିଖିତ  ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା…

ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ, ଲୁଟିନେଲେ ଦେଢ଼ କେଜି ରୁପା ଓ ୧୦ ଭରିରୁ ଅଧିକ ସୁନା

ଜଳେଶ୍ୱର : ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ । ଲୁଟିନେଲେ ଦେଢ଼ କେଜିରୁ ଊର୍ଦ୍ଧ୍ବ ରୁପା ଓ ୧୦ ଭରିରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର । ଏହାସହ ନଗଦ ୨୦ ଲକ୍ଷ ଟଙ୍କା ନେଇ ପଳାଇଛନ୍ତି ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଭେଲୋରା ପଞ୍ଚାୟତ ଗଙ୍ଗାଧରପୁର ଗାଁର ଲକ୍ଷ୍ମୀଧର ପାତ୍ରଙ୍କ…

ସିରିଜ ଚୋରି ଲୋକେ ଆତଙ୍କିତ, ଲୋକଙ୍କ ନିଦ ହଜାଇ ଦେଇଛନ୍ତି ଲୁଟେରା

ରାତି ହେଲେ ଲୋକଙ୍କ ନିଦ ହଜାଇ ଦେଇଛନ୍ତି ଲୁଟେରା ମାନେ । ଗୋଟାଏ କି ଦୁଇଟି ନୁହେଁ ଗୋଟିଏ ରାତିରେ ଏକ କାଳୀନ ପାଞ୍ଚ ପାଞ୍ଚ ଜଣଙ୍କ ଘରୁ ହେଉଛି ଲୁଟ । ଭୟଭୀତ ଅବସ୍ଥାରେ ରହୁଛନ୍ତି ଲୋକେ । ଚାରି ମାସରେ ଚାଳିଶ ଜଣଙ୍କ ଘରୁ ଲୁଟ ହୋଇଛି । ପୋଲିସକୁ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇ ଥାନା ଠାରୁ…

ଝିଅ ବାହାଘର ପାଇଁ ସୁନା ରୂପା କିଣି ରଖିଥିଲେ, ସବୁ ଲୁଟି ନେଲେ ଦୁବୃର୍ତ୍ତ

ଜଗତପୁର : ଆଉ ମାତ୍ର ଦିନ କେଇଟା ପରେ ହୋଇଥାନ୍ତା ଝିଅ ବାହାଘର। ଏଥିପାଇଁ ସମସ୍ତ ସୁନା,ରୂପା ଅଳଙ୍କାର କିଣା ସରିଥିଲା। ହେଲେ, ଦୁବୃର୍ତ୍ତ ମାନେ ଝିଅ ବାହାଘର ପୂର୍ବରୁ ଘରେ କଳାକନା ବୁଲାଇ ପରିବାରକୁ ସର୍ବସ୍ବାନ୍ତ କରି ଦେଇଛନ୍ତି। ଏବେ ମୁଣ୍ଡରେ ହାତ ଦେଇ କାନ୍ଦୁଛନ୍ତି ପରିବାର ଲୋକେ ।…

ଶୋଇଥିବା ବେଳେ ବାହାରପଟୁ ଚାବି ପକାଇ ଘରୁ ସର୍ବସ୍ବ ଲୁଟି ନେଲେ

ଘରୁ ଲୁଟି ନେଲେ ସବୁ କିଛି । ଘର ଭିତରେ ପରିବାର ଲୋକେ ନିଦରେ ଶୋଇପଡ଼ିଥିଲେ । ଶୋଇଥିବା ବେଳେ ବାହାରପଟୁ ଚାବି ପକାଇ ଘରୁ ସବୁ ଲୁଟି ନେଇଛନ୍ତି ଲୁଟେରା । କ୍ଷଣିକ ମୂହୁର୍ତ୍ତରେ କଣ ସବୁ ଘଟିଗଲା ଘର ଲୋକ ବିଶ୍ବାସ କରିପାରୁ ନାହାଁନ୍ତି । ଘରେ ଜିନିଷ ପତ୍ର କିଛି ନାହିଁ ଯୁଆଡେ ଦେଖିବ ସବୁ…