Browsing Tag

loot cctv footage

ପୁଣି କଳାକନା ବୁଲାଇଲେ ଦୁର୍ବୃତ୍ତ, ସିସି ଟିଭିରେ ଚୋରିର ଦୃଶ୍ୟ କଏଦ

ଯାଯପୁର: ଲୁଟ ପରେ ଲୁଟ । ଥମିବାର ନାଁ ନେଉନି ଚୋରଙ୍କ ଦୌରାତ୍ମ୍ୟ । ଗତ କିଛି ମାସ ହେବ ଧର୍ମଶାଳା ଥାନାର ଜାରକା ଓ ଏହାର ଆଖପାଖ ଅଞ୍ଚଳରେ ବାରମ୍ବାର ଲୁଟ ଘଟଣା ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇଛି । ଘରେ କେହି ନଥିବାର ସୁଯୋଗ ହେଉ ଅବା ରୁମରେ କେହି ନଥିଲେ ଲୁଟ କରି ଖସି ପଳାଉଛନ୍ତି…

ଏ ଚୋରଙ୍କ ସାହସ ତ କମ୍ ନୁହେଁ, ତହସିଲ କାର୍ଯ୍ୟଳୟରୁ କଲେ ଚୋରି

ଉମରକୋଟ: ଏ ଚୋରମାନଙ୍କ ସାହସକୁ ତ ମାନିବାକୁ ପଡିବ । ମଦ ନିଶା ଠୁ ବେଶି ଏମାନଙ୍କ ଚୋରି ନିଶା । ଚୋରି ନିଶାରେ ଚୂର ହୋଇ ଚୋର ଚୋରିକଲା ତହସିଲ ଅଫିସରୁ । ଆଉ ଧରା ପଡିବା ଭୟରେ ସିସିଟିଭିର DVR ବକ୍ସ ନେଇଗଲା । ଚୋରି କଲା ତାହା ପୁଣି ତହସିଲ କାର୍ଯ୍ୟାଳୟର । ଡର ଭୟ କିଛି ନାହିଁ ଏମାନଙ୍କର ।…

ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ୍ ଘଟଣା: ସାମ୍ନାକୁ ଆସିଲା ଲୁଟେରାମାନେ ଖସି ପଳାଉଥିବା ସମୟର ସିସିଟିଭି ଫୁଟେଜ

ଯାଜପୁର ରୋଡ୍: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍ । ଗତ ଶନିବାର ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ୍ ଉଦ୍ୟମ ସମୟରେ ଲୁଟେରାମାନେ ଖସି ପଳାଇ ଯାଉଥିବାବେଳେ ଗୁଳିକାଣ୍ଡର ଦ୍ରୁଶ୍ୟ ଏବେ ଭାଇରାଲ୍ ହେବାରେ ଲାଗିଛି । ପଣ୍ଡା ଅଳଙ୍କାରରୁ ସୁନା ଲୁଟି ଯେତେବେଳେ ଲୁଟେରା ମାନେ ବାଇକ୍…

ଜୁଏଲାରୀ ଦୋକାନରୁ ଡକାୟତି ଉଦ୍ୟମ ବିଫଳ, ସିସିଟିଭି ଫୁଟେଜ ଆଧାରରେ ରାଉରକେଲା ପୋଲିସର ତଦନ୍ତ ଆରମ୍ଭ

ରାଉରକେଲା : ରାଉରକେଲାରେ ସହରରେ ଜୁଏଲାରୀ ଦୋକାନରୁ ଡକାୟତି ଉଦ୍ୟମ ବିଫଳ ।  ଉଦିତ ନଗର ଥାନା ଅଞ୍ଚଳରେ ଥିବା ରାଧିକା ଜୁଏଲାରୀରେ ଗତକାଲି ରାତିରେ ଡକାୟତମାନେ ପଶିଥିଲେ ।  ବନ୍ଧୁକ ଦେଖାଇ ଜୁଏଲାରୀରେ ଥିବା ଗ୍ରାହକ ଏବଂ କର୍ମଚାରୀ ଙ୍କୁ ଭୟଭୀତ କରାଇଥିଲେ।  ଜଣେ କର୍ମଚାରୀଙ୍କ ନିକଟରେ…

ସୁନା ଦୋକାନରୁ ଚୋରି, ସିସିଟିଭି ଫୁଟେଜରେ ଭିଡିଓ କଏଦ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ନିକଟ ଆଳି ବଜାରରୁ ଗତକାଲି ବିଳମ୍ବିତ ରାତିରେ ସୁନା ଦୋକାନର ଆଜେବେଷ୍ଟ ତାଢ଼ି ଦୁର୍ବୃତ୍ତ ମାନେ ଲକ୍ଷ୍ୟାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଇଯାଇ ଥିବାର ଆଳି ଥାନାରେ ଅଭିଯୋଗ କରିଛନ୍ତି ସୁନା ଦୋକାନୀ ।  ଚୋରି କରୁଥିବାର ଦୃଶ୍ୟ…

ଭୁବନେଶ୍ୱର ମଞ୍ଚେଶ୍ୱରରେ ଥିବା SBI ATMରୁ ଟଙ୍କା ନୁହେଁ ବ୍ୟାଟେରୀ ଲୁଟ୍‌ ; ସିସିଟିଭିରେ କଏଦ ହେଲା ଦୃଶ୍ୟ

ଭୁବନେଶ୍ୱର (କେନ୍ୟୁଜ): ଏଟିଏମ୍‌ରୁ ଟଙ୍କା ନୁହେଁ ବ୍ୟାଟେରୀ ଲୁଟ୍‌ । ଟଙ୍କା ଛାଡି ATMରେ ଥିବା ବ୍ୟାଟେରୀ ବ୍ୟାକ୍‌ ଅପ୍‌କୁ ଲୁଟୁଛି ଲୁଟେରା । ଏପରି ଘଟଣା ଆଜି ଦେଖିବାକୁ ମିଳିଛି ଭୁବନେଶ୍ୱର ମଞ୍ଚେଶ୍ୱରରେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍‌ ଏବଂ ସର୍ଭେଲାନ୍ସ ଟିମ୍‌ । ଏହି…

ଦିନ ଦ୍ବିପ୍ରହରରେ ଦୋକାନ ଭିତରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲା ଲୁଟେରା

ଖୋର୍ଦ୍ଧା: ଦୋକାନ ଭିତରୁ ଝାମ୍ପି ନେଲେ ସୁନା ଚେନ୍। ଦିନ ଦ୍ବିପ୍ରହରରେ ଆଖି ପିଛୁଳାକେ ଚେନ୍ ନେଇ ଚମ୍ପଟ ମାରିଲା ଲୁଟେରା । ଘଟଣା ଘଟିଛି ଜଟଣୀ ଥାନା ଅନ୍ତର୍ଗତ ଜନଗହଳି ସ୍ଥାନ ସିତାରାମ ଛକରେ। ଯାହାର ସିସିଟିଭି ଫୁଟେଜ୍ ଭାଇରାଲ୍ ହେବାରେ ଲାଗିଛି । ପ୍ରଥମେ ଲୁଟେରା ଜଣଙ୍କ ଷଡଯନ୍ତ୍ର କରି…