Browsing Tag

loot in bhubaneswar

ସିସିଟିଭି ଲଗାଇବା କହି ୪ କୋଟି ଚୂନ ଲଗାଇଦେଲେ ଦୁଇ ମରାଠି ଭାଇ, ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହେଲେ ୪୦ରୁ ଉର୍ଦ୍ଧ୍ବ…

ଭୁବନେଶ୍ବର(କେନ୍ୟୁଜ୍): ମହାରାଷ୍ଟ୍ରରୁ ଓଡିଶା ଆସି ଓଡ଼ିଆଙ୍କୁ ଚୁନା ଲଗାଇଲେ ଦୁଇ ଭାଇ । ଲକ୍ଷେ କିମ୍ବା ଦୁଇ ଲକ୍ଷ ନୁହେଁ, ରାଜଧାନୀରେ ଚୁନା ଲଗାଇଛନ୍ତି ପାଖାପାଖି ୪ କୋଟି ଟଙ୍କା । ପାଖାପାଖି ୫୦ ଜଣ ଲୋକଙ୍କ ଠାରୁ ଏହି ଠକ ଜଣଙ୍କ ଗାୟବ ହୋଇଯାଇଛନ୍ତି । ବିଭିନ୍ନ ପ୍ରକାର ପ୍ଲାନରେ ଚୁନା…

ରାଜଧାନୀର ସୁନ୍ଦରପଦା ଅଞ୍ଚଳରେ ବ୍ଯବସାୟୀଙ୍କୁ ଭୁଜାଲିରେ ହାଣି ଲୁଟ୍

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀର ସୁନ୍ଦରପଦା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଭୁଜାଲିରେ ହାଣି ଲୁଟ୍ । ତାଙ୍କ ହାତ ଓ କାନ୍ଧରେ ଏକାଧିକ ଜାଗାରେ ଲୁଟେରା ଆକ୍ରମଣ କରିଥିବା ଜଣାପଡିଛି। ୩ଟି ବାଇକରେ ୬ ଜଣ ଆସି ଆକ୍ରମଣ କରି ଲୁଟ୍ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଲୁଟର ଶିକାର…

ରାଜଧୀନୀରେ ସଶସ୍ତ୍ର ଡକାୟତି: ଦମ୍ପତିଙ୍କୁ ବାନ୍ଧିଲେ, ହାଣିଲେ ଓ ଲୁଟିନେଲେ

ଭୁବନେଶ୍ବର(କେନ୍ଯୁଜ୍): ରାଜଧୀନୀରେ ସଶସ୍ତ୍ର ଡକାୟତି। ଦମ୍ପତିଙ୍କୁ ବାନ୍ଧିଲେ, ହାଣିଲେ ଓ ଲୁଟିନେଲେ। ଭୁବନେଶ୍ୱର ଶୈଳଶ୍ରୀବିହାର ମଞ୍ଚେଶ୍ୱର ଥାନା ଭୋଟପଡାରେ ଏହି ଡକାୟତି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଡକାୟତମାନେ ମାରଣାସ୍ତ୍ର ଧରି ଘର ଭିତରେ ପଶିଥିଲେ। ପ୍ରଥମେ…

ରାଜଧାନୀରେ ବଡ ଧରଣର ଲୁଟ୍‌: ଘରେ ପଶି କଳାକନା ବୁଲାଇଲେ ଚୋର, ୫୦ ହଜାର ଟଙ୍କା ସହ ସୁନା ଗହଣା ଲୁଟ୍

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ବଡ ଧରଣର ଲୁଟ୍‌ । ଘରେ ପଶି କଳାକନା ବୁଲାଇଲେ ଚୋର । ଭୁବନେଶ୍ୱର ଲକ୍ଷ୍ମୀସାଗର ବୈରାଗୀ ନଗର ଅଂଚଳରୁ ୫୦ ହଜାର ଟଙ୍କା ସମେତ ୪୦ ଗ୍ରାମ ସୁନା ଗହଣା ଲୁଟ୍‌ ହୋଇଥିବା ଅଭିଯୋଗ । ମାଲିକ ଘରେ ନଥିବା ବେଳେ ଚୋରି ହୋଇଛି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା…

ରାଜଧାନୀରେ ମାତିଛନ୍ତି ଲୁଟେରା, ଘରଭଡା ବାହାନାରେ ବୃଦ୍ଧାଙ୍କ ଠାରୁ ସୁନା ଚେନ୍ ଲୁଟ୍‌

ଭୁବନେଶ୍ୱର (କେନ୍ୟୁଜ) : ସାବଧାନ୍ ରାଜଧାନୀରେ ମାତିଛନ୍ତି ଲୁଟେରା। ଘର ଭଡା ବାହାନାରେ ବୃଦ୍ଧାଙ୍କ ଠାରୁ ଚେନ୍ ଲୁଟିନେଲେ ଲୁଟେରା। ଭୁବନେଶ୍ୱର ପ୍ରଶାନ୍ତି ବିହାରରେ ଘର ଭଡା ଖୋଜିବା ବାହାନାରେ ଆସି ବୃଦ୍ଧାଙ୍କ ବେକରୁ ସୁନା ଚେନ ଲୁଟିନେଲେ ଦୁବୃର୍ତ୍ତ। ଏହି ଘଟଣାର ପୂରା ଦୃଶ୍ୟ…

ଏଇ ରାଜଧାନୀରେ, ମିଠା କଥା କହି ବନ୍ଧୁତା କଲେ ତା ପରେ ଚା’ ଦେଇ ସବୁ ଚୋରାଇ ନେଲେ

ଭୁବନେଶ୍ବର (କେନ୍ୟୁଜ) : ସାବଧାନ୍ ମାତିଛନ୍ତି ନିଶାଦିଆ ଲୁଟେରା। ଏଣିକି ଆଉ ସିଧାସଳଖ ନୁହେଁ ଅଭିନବ ଉପାୟରେ ଲୁଟୁଛନ୍ତି ସାଧାରଣ ଲୋକଙ୍କୁ। ରାଜଧାନୀରେ ପୁଣି ଜଣଙ୍କ ଠାରୁ ହୋଇଛି ଲୁଟ୍। ଚା’ରେ ନିଶା ଦେଇ ସୁନା ଚେନ, ମୁଦି ଓ ଟଙ୍କା ଲୁଟ୍ କରିଛନ୍ତି ଲୁଟେରା। ତେବେ ଲୁଟ୍‌ର ଶିକାର…

ଭୁବନେଶ୍ବର: ପୁଣି ମାତିଲେ ଲୁଟେରା, ସ୍କୁଟିରେ ଯାଉଥିବା ଯୁବତୀଙ୍କ ଠାରୁ ମୋବାଇଲ ଲୁଟିଲା ବେଳେ ତଳେ ପଡି ଯୁବତୀ…

ଭୁବନେଶ୍ବର(କେନ୍ୟୁଜ୍): ଦିନ ଦ୍ବିପ୍ରହରେ ମାତିଲେ ଲୁଟେର । ସ୍କୁଟିରେ ଯାଉଥିବା ଯୁବତୀଙ୍କ ଠାରୁ ମୋବାଇଲ ଝମ୍ପିବା ବେଳେ ତଳେ  ପଡି ଗୁରୁତର ହେଲେ ଯୁବତୀ। ଘଟଣା ଘଟିଛି ରସୁଲଗଡ଼ କେନାଲ ରୋଡରେ । ମିଳିଥିବା ସୂଚନା ମୁତାବକ ଆଜି ଦିନ ପ୍ରାୟ ସାଢେ଼ ୧୧ଟା ସମୟରେ ସୌଜନ୍ୟା ସାହୁ ନାମକ ଜଣେ…

ପିପିଲିତେଇଶପୁର ବଜାରରେ ପରିବା ବ୍ୟବସାୟୀଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରି ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାଲଟିଛି ଲୁଟେରାଙ୍କ ଚରାଭୂଇଁ। ଗତକାଲି ରାଜପଥର ପିପିଲି ଥାନା ତେଇଶପୁର ବଜାର ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଖଣ୍ଡା ଦ୍ୱାରା ଅତର୍କିତ ଆକ୍ରମଣ କରି ଲୁଟ୍‌ କରିଛନ୍ତି। ବ୍ୟବସାୟୀ ଜଣକ ହେଲେ ତେଇଶପୁର ପୋଡ଼ଙ୍ଗ ଗାଁର…

କରୋନାରେ ବି ମାତିଛନ୍ତି ଚୋର, ମୋବଇଲ ଚୋରି କରିବାବେଳେ ଧରାପଡିଲେ ଯୁବତୀ

କରୋନା ସମୟରେ ବି ମାତିଛନ୍ତି ଚୋର। ଘରେ ବସି କଳାକନା ବୁଲାଇବାକୁ କରୁଛନ୍ତି ଯୋଜନା। ମୋବଇଲ ଚୋରି କରିବାକୁ ଆସି ଘର ଭିତରେ ପଶିଲେ ଯୁବତୀ। କିନ୍ତୁ ଚୋରି କରିବାବେଳେ ଧରାପଡିଗଲେ ଯୁବତୀ ଜଣଙ୍କ। ସୂଚନା ମୁତାବକ ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଲେଜର ଏନ୪ ୨୯୨ପ୍ଲଟରେ ଭଡାରେ ରହୁଥିଲେ ହରିହର…

ରାଜଧାନୀରେ ମାତିଛନ୍ତି ଲୁଟେରା: କଟକ-ଭୁବନେଶ୍ୱର ରାସ୍ତାରେ ମହିଳାଙ୍କ ଭ୍ୟାନିଟ୍‌ ବ୍ୟାଗ୍‌ ଟାଣି ନେଲେ ଦୁର୍ବୁତ୍ତ

ଭୁବନେଶ୍ବର: ଏବେ ଚାରିଆଡେ ଚାଲିଛି ଲକ୍ ଡାଉନ୍ । ଗଳି କନ୍ଦି ସବୁ ଆଡେ ପଇଁତରା ମାରୁଛି ପୋଲିସ୍ । ତଥାପି ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜଧାନୀରେ ମାତିଛନ୍ତି ଲୁଟେରା । ଲୁଟେରାଙ୍କ ଆତଙ୍କ ଏବେ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରାଜଧାନୀରେ ଗତ କିଛି ଦିନ ହେବ…

ଲୁଟ୍‌ କରିବା ପଡିଲା ମହଙ୍ଗା: ସୁନା ଚେନ୍‌ ଛଡାଇ ଦୃତ ଗତିରେ ଖସି ପଳାଉଥିବା ବେଳେ ଘଟିଲା ଦୁର୍ଘଟଣା, ଗୁରୁତର…

ଭୁବେନେଶ୍ବର: ଲୁଟ୍‌ କରିବା ପଡିଲା ମହଙ୍ଗା। ଲୁଟ୍‌ କରି ଦୃତ ଗତିରେ ଖସି ପଳାଉଥିବା ବେଳେ ଘଟିଲା ଦୁର୍ଘଟଣା। ଶେଷରେ ଧରାପଡି ମେଡିକାଲରେ ଭର୍ତ୍ତି ହେଲେ ଦୁଇ ଲୁଟେରା । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ଧଉଳି ଅଞ୍ଚଳରେ । ଗତକାଲି ସନ୍ଧ୍ୟାରେ ଧଉଳି ରାସ୍ତାରେ ଦୁଇଜଣ ମହିଳା…

ଭୁବନେଶ୍ୱର : ଦିନରେ ଘରୁ ରାତିରେ ଦୋକାନରୁ ଲୁଟି ନେଲେ ଦୁର୍ବୃତ୍ତ, ସିସିଟିଭିରେ ଚୋରି ଦୃଶ୍ୟ କଏଦ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବର୍ତ୍ତମାନ କରୋନା ଲକ୍‌ଡାଉନ୍‌ ସମୟରେ ସମସ୍ତେ ଘରେ ରହୁଛନ୍ତି । ହେଲେ ତା ଭିତରେ ମଧ୍ୟ ସକ୍ରିୟ ଅଛନ୍ତି ଚୋର । ଗତକାଲି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଦିନ ବେଳା ଦୁଇ ଜଣ ଚୋର ଆସି ଘର ଭିତରୁ ଗ୍ୟାସ୍‌ ଟାଙ୍କି ଉଠାଇ ନେଇଛନ୍ତି । ପୁଣି…