Browsing Tag

loot

ସିରିଜ ଚୋରି ; ୮ ଟି ଘରେ କଳାକନା ବୁଲାଇଲେ ଚୋର

ବାଙ୍ଗିରିପୋଷି : ଥମୁନି ଲୁଟ୍‌ । କେତେବେଳେ ରାସ୍ତାରୁ ଲୁଟ୍‌ କରୁଛନ୍ତି ତ କେତେବେଳେ କାହା ଡିକି ଭାଙ୍ଗି ଲୁଟ୍‌ କରୁଛନ୍ତି । ଦିନକୁ ଦିନ ଏହି ଲୁଟେରାଙ୍କ ବିତ୍ପାତ ବଢ଼ିଚାଲିଛି । ଏବେ ଚୋର ମାନେ ଘରକୁ କରୁଛନ୍ତି ଟାର୍ଗେଟ୍‌ । ସେ ପୁଣି ଗୋଟିଏ କି ଦୁଇଟି ଘର ନୁହେଁ ଏକା ଥରକେ ୮ ଟି ଘରେ…

ସିନ୍ଧି ଚୋର ବୁଲାଇଲେ ଦୋକାନରେ କଳାକାନ, ଲୁଟିନେଲେ ଅଳଙ୍କାର

ଉଦଳା(କେନ୍ୟୁଜ):  ଫିଲ୍ମ ଷ୍ଟାଇଲରେ ଲୁଟ୍ । ଖୋଳ କରିଦେଲେ ସୁନା ଦୋକାନ ।  ଏହି କାନ୍ଥ ଦେଖିଲେ ଅନୁମାନ କରିପାରିବେ ଲୁଟ୍ ପାଇଁ କେତେ ବୁଦ୍ଧି ଲଗାଇଥିବେ ଚୋର ମାନେ । ପ୍ରଥମେ କରିଥିଲେ ଷଡଯନ୍ତ୍ର ଆଉ ତାପରେ ଯୋଜନାବଦ୍ଧ ଭାବେ ସଫଳ କରିଥିବେ ନିଜର କାରନାମା । ସିନ୍ଧି କରି କଳାକନା…

ନିର୍ବନ୍ଧ ପାର୍ଟିରେ ଲୁଟ୍‌, କୁଣିଆ ହୋଇ ଆସିଲେ ଗିପ୍ଟ୍‌ ବ୍ୟାଗ୍‌ ନେଇ ଛୁ ମାରିଲେ

ଭୁବନେଶ୍ୱର(କେନ୍ୟୁଜ୍‌) : ନିର୍ବନ୍ଧ ପାର୍ଟିରୁ ଗିଫ୍ଟ ବ୍ୟାଗ ଲୁଟ୍‌ । କୁଣିଆ ବେଶରେ ଆସି ନେଇଗଲେ ୧୫ଲକ୍ଷ ଟଙ୍କାର ସୁନା ଅଳଙ୍କାର । ଜୟଦେବ ବିହାରରେ ଥିବା ଏକ ତାରକା ହୋଟେଲରେ ଚାଲିଥିଲା ନିର୍ବନ୍ଧ । ହେଲେ ସେହି ସମୟରେ ଦୁଇଜଣ ଦୁର୍ବୁତ୍ତ ଆସି ଗିପ୍ଟ ବ୍ୟାଗ୍‌ ନେଇ ଛୁ ମାରିଥିଲେ । ଏହି…

ବାଣୀ ବିହାର କ୍ୟାମ୍ପସ ଭିତରୁ ଲୁଟ୍, କ୍ୱାର୍ଟର ଲକ୍ ଭାଙ୍ଗି ନେଇଗଲେ ୫ଲକ୍ଷର ସୁନା ଗହଣା

ଭୁବନେଶ୍ୱର (କେନ୍ୟୁଜ): ବାଣୀବିହାରରେ ଘର ଲକ୍ ଭାଙ୍ଗି ଲୁଟ୍ । ଭୁବନେଶ୍ବର ବାଣୀବିହାରରେ କ୍ବାର୍ଟର୍ସରୁ ଲୁଟ୍ ଅଭିଯୋଗ ହୋଇଛି । ଦୁର୍ବୃତ୍ତ ଘର ଲକ୍ ଭାଙ୍ଗି ୨ ଲକ୍ଷ ଟଙ୍କା ସହ ୫ଲକ୍ଷ ଟଙ୍କାର ସୁନା ଗହଣା, ଲାପଟପ୍ , ମୋବାଇଲ ଆଦି ଲୁଟି ନେଇଛନ୍ତି । ଏନେଇ ଘର ମାଲିକ ସହିଦ୍ ନଗର ଥାନାରେ…

ଗୁଳି ଫୁଟାଇ ଅଳଙ୍କାର ଦୋକାନରୁ ଲୁଟ, ଦୁର୍ବୃତ୍ତଙ୍କ ଆକ୍ରମଣରେ ଜୁଏଲାରୀ ମାଲିକ ଓ ପୁଅ ଆହତ

ପୁରୀ (କେନ୍ୟୁଜ): ଗୁଳି ଫୁଟାଇ ଅଳଙ୍କାର ଦୋକାନରୁ ଲୁଟ । ପୁରୀର ରେଡକ୍ରସ ରୋଡ଼ ନିକଟରେ ଥିବା ଜୁଏଲାରୀ ଦୋକାନରୁ ଦୁର୍ବୃତ୍ତମାନେ ବିଭିନ୍ନ ଅଳଙ୍କାର ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ୪ ଦୁର୍ବୃତ୍ତ ବନ୍ଧୁକ ଓ ବିଭିନ୍ନ ମରଣାସ୍ତ୍ର ଧରି ସୁନା ଦୋକାନରେ…

ଅତର୍କିତ ଆକ୍ରମଣ କରି ପେଟ୍ରୋଲ ପମ୍ପ କର୍ମଚାରୀ ଠାରୁ ୨ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ

ଦିନକୁ ଦିନ ବଢ଼ିଚାଲିଛି ଲୁଟେରାଙ୍କ ବିତ୍ପାତ୍‌ । ରାଜ୍ୟରେ ଖେଳାଇଛନ୍ତି ଆତଙ୍କ । ଦ୍ୱିନ ଦ୍ୱିପହରରେ କାହାରିକୁ ଭୟ କରୁନାହାଁନ୍ତି ନିଜର ଆତଙ୍କରାଜ୍‌ ଚଳାଇଛନ୍ତି ଲୁଟେରା । ଖାଲି ରାଜ୍ୟ ରାଜଧାନୀରେ ନୁହେଁ ବିଭିନ୍ନ ଜିଲ୍ଲାରେ ଆତଙ୍କରାଜ୍‌ ଚଳାଇଛନ୍ତି ଏହି ଲୁଟେରା ମାନେ । ପୋଲିସ୍‌…

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୨ ଲକ୍ଷ ଲୁଟ୍, ଟଙ୍କା ଜମା କରିବାକୁ ଯାଉଥିବା ବେଳେ ଝାମ୍ପି ନେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼ (କେନ୍ୟୁଜ): ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରି ୨ ଲକ୍ଷ ଲୁଟ୍ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ଠାରୁ ଲୁଟି ନେଲେ ଟଙ୍କା । ବ୍ୟାଙ୍କକୁ ୨ ଲକ୍ଷ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଜମାପାଲି…

ବାଇକ୍ ଡିକି ଭାଙ୍ଗି ୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଆଠଗଡ଼ : ବାଇକ୍ ଡିକି ଭାଙ୍ଗି 2 ଲକ୍ଷ 87 ହଜାର ଟଙ୍କା ଲୁଟ୍ କଲେ ଦୁର୍ବୃତ୍ତ । ଆଠଗଡ଼ ଅଶୋକ ନଗରରେ ଘଟିଛି ଏଭଳି ଘଟଣା । ଭାରତ ମସଲାର ଡିଷ୍ଟିବୁଟର୍ ପ୍ରଶାନ୍ତ କୁମାର ସ୍ୱାଇଁ ନିଜ ଘର ସାମନାରେ ଗାଡ଼ି ରଖି ଘରକୁ ଯାଇଥିବା ବେଳେ ଲୁଟ୍ କରିଛନ୍ତି ଲୁଟେରା । ଏକ ବାଇକ୍ ଯୋଗେ ଦୁଇ ଜଣ ଯୁବକ…

ଦିନ ଦ୍ବିପହରରେ ଗୁଳିମାଡ଼ କରି ସୁନା ଦୋକାନରୁ ଲୁଟ୍, ଜଣେ ଗୁରୁତର

ସମ୍ବଲପୁର (କେନ୍ୟୁଜ): ଦିନ ଦ୍ବିପହରରେ ଯୁବକକୁ ଗୁଳିମାଡ଼ । ସମ୍ୱଲପୁର ଧନୁପାଲି ଛକରେ ଦ୍ବିପହରରେ ଗୁଳିମାଡ଼ । ସୁନା ଦୋକାନରୁ ଲୁଟ୍ ଉଦ୍ୟମବେଳେ ଗୁଳିମାଡ଼ ହୋଇଛି । ଯୁବକଙ୍କ ପେଟରେ ବାଜିଛି ଦୁଇ ରାଉଣ୍ଡ ଗୁଳି । ଗୁରୁତର ଯୁବକଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି ।

ମହିଳାଙ୍କ ବେକରୁ ଚେନ ଛିଣ୍ଡାଇ ପଳାଉଥିବା ବେଳେ କାବୁ ହେଲେ ୨ ଲୁଟେରା

କେନ୍ଦ୍ରାପଡା(କେନ୍ୟୁଜ୍‌) : ମହିଳାଙ୍କ ବେକରୁ ଚେନ ଛିଣ୍ଡାଇ ପଳାଉଥିବା ବେଳେ କାବୁ ହେଲେ ୨ ଲୁଟେରା। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଲୋକାପଡ଼ା ଗାଁ ରାସ୍ତାରୁ କାବୁ ହେଲେ ଲୁଟେରା। ଦୁଇ ଲୁଟେରା ଏକ କଳା ପଲସରରେ ଆସି ଶିଳାସ୍ତମ୍ବ ଛକ ନିକଟରେ ଜଣେ ମହିଳାଙ୍କ ବେକରୁ ଏକ ସୁନାଚେନ…

ଅତିଥି ବେଶରେ ଆସି ଖାଇ ପିଇ ସୁନା ଗହଣା ଓ ଟଙ୍କା ଲୁଟି ନେଇ ଚାଲିଗଲେ

ଭୁବନେଶ୍ବର (କେନ୍ୟୁଜ): ବିବାହ ମଣ୍ଡପକୁ ଅତିଥି ବେଶରେ ଆସିଲେ, ବାହା ମଣ୍ଡପରୁ ଲୁଟିନେଇ ଚାଲିଗଲେ । ଗୋଟିଏ ଦିନରେ ରାଜଧାନୀର ୨ଟି ବିବାହ ମଣ୍ଡପରୁ ଲୁଟ୍ । ଭୁବନେଶ୍ବର ମେ ଫେୟାର ମ୍ୟାରେଜ୍ ହଲ୍ ଓ ବଡଗଡ ଅଞ୍ଚଳର ବିବାହ ମଣ୍ଡପରୁ ଲୁଟ୍ ହୋଇଛି । ଲୁଟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍…