ବ୍ୟବସାୟୀଙ୍କ ଘରୁ ଲୁଟ୍, ଘରର କବାଟ ଭାଙ୍ଗି ଆଲମିରାରୁ ନେଇଗଲେ ୮ ଭରି ସୁନା ଓ ୩ ଲକ୍ଷ ଟଙ୍କା
ରାୟଗଡା : ବ୍ୟବସାୟୀଙ୍କ ଘରୁ ଲୁଟ୍ । ରାତିରେ ଆସି ସୁନା ଓ ଟଙ୍କା ଲୁଟିଲେ ଦୁର୍ବୃତ୍ତ । ଘରର କବାଟ ଭାଙ୍ଗି ଆଲମିରାରୁ ନେଇଗଲେ ୮ ଭରି ସୁନା ଓ ୩ ଲକ୍ଷ ଟଙ୍କା । ରାୟଗଡା ଜିଲ୍ଲା କଲ୍ଯାଣସିଂହପୁର ଥାନା ଅନ୍ତର୍ଗତ ଦାନ ସାହିର ଶଙ୍କର ସେନାପତିଙ୍କ ଘରୁ ବଡ ଧରଣର ଲୁଟ୍ ଅଭିଯୋଗ ହୋଇଛି ।…