ମାତିଲେ ଲୁଟେରା : ଝିଅ ବାହାଘର ପାଇଁ ରଖିଥିବା ୨୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ
ଭୁବନେଶ୍ୱର (କେନ୍ୟୁଜ): ନୂଆବର୍ଷ ପୂର୍ବରୁ ଅଶାନ୍ତ ହେଲାଣି ରାଜଧାନୀ କେଉଁଠି ଏନକାଉଣ୍ଟର ହେଉଛି ତ ପୁଣି କେଉଁଠି ମାତିଲେଣି ଲୁଟେରା । ଘରେ କେହି ନଥିବାର ସୁଯୋଗ ନେଇ ବୁଲାଇଲେ କଳାକନା । ଏପରି ଘଟଣା ଘଟିଛି ଭୁବନେଶ୍ବରର ମଞ୍ଚେଶ୍ୱର ଅଂଚଳରେ ।
ସୂଚନା ଅନୁସାରେ ମଞ୍ଚେଶ୍ୱରର ଦେବଦତ୍ତ…