ସାଙ୍ଘାତିକ ଷଡ଼ଯନ୍ତ୍ର, ଟଙ୍କା ଲୁଟିବା ପାଇଁ ଡକାୟତ ପାଲଟିଲା ସାଙ୍ଗ
ଭୁବନେଶ୍ବର: ଟଙ୍କା ଲୁଟିବା ପାଇଁ ଡକାୟତ ପାଲଟିଲା ସାଙ୍ଗ । ମିଛ ଫାଇଟିଂ ବି କଲା ଅଭିଯୁକ୍ତ ସାଙ୍ଗ । ସାଙ୍ଗ ପାଖରେ ୨୦ ଲକ୍ଷ ଟଙ୍କା ଥିବା ଜାଣିବା ପରେ ଲୋଭକୁ ସମ୍ଭାଳି ପାରିଲାନି ସାଙ୍ଗ । ଲୁଟ୍ ପାଇଁ କଲା ଡକାୟତି ପ୍ଲାନ୍ । ଚା ପିଇବା ଆଳରେ ସାଙ୍ଗକୁ ଅଟକାଇଲା । ଡକାୟତଙ୍କ ଜରିଆରେ…