କୁଜଙ୍ଗ ପୋଲିସକୁ ମିଳିଛି ବଡ ସଫଳତା, ଛିନତାଇ ଗ୍ୟାଙ୍ଗର ୫ ଜଣ ଗିରଫ
ପାରାଦୀପ: କେତେବେଳେ ରାସ୍ତା ମଝିରେ ଲୋକଙ୍କ ଠାରୁ ସୁନା ଓ ଟଙ୍କା ଝାମ୍ପି ନେଉଛନ୍ତି ତ କେତେବେଳେ ରାତି ଅଧରେ ଲୋକଙ୍କ ଘରେ ପଶି ଲୁଟ କରୁଛନ୍ତି ଲୁଟେରା । କାହାକୁ ବି ଖାତିର ନାହିଁ ଏମାନଙ୍କର । ନା ପୋଲିସକୁ ଭୟ କରୁଛନ୍ତି ନା ଆଇନ୍ କାନୁନକୁ ଏମାନଙ୍କର ଭୟ ଅଛି । ଘରେ କେହି ନ ଥିବାର…