Browsing Tag

lootera arrested

ସୁନ୍ଦରଗଡ଼ ପୋଲିସର ସଫଳତା : କାବୁ ହେଲେ ୪ ଲୁଟେରା

ସୁନ୍ଦରଗଡ଼(କେନ୍ୟୁଜ୍‌) : ବେକରୁ ସୁନା ଚେନ୍ ଛିନ୍ତାଇ କରୁଥିବା ଏବଂ ବଜାରରୁ କିମ୍ବା ଭିଡ଼ ସ୍ଥାନରୁ ମୋବାଇଲ ଚୋରାଉଥିବା ୪ ଜଣ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ୍ । ସେମାନଙ୍କ ଠାରୁ ୨ଟି ମୋଟର ସାଇକେଲ, ୨୦ଟି ବିଭିନ୍ନ ବ୍ରାଣ୍ଡର ସ୍ମାର୍ଟ ଫୋନ ସହିତ ନଗଦ…

ଚୋରିରୁ ୧୨ ଘଣ୍ଟା ଭିତରେ ଲୁଟେରାଙ୍କୁ କାବୁ କରିଦେଲା ଚନ୍ଦ୍ରଶେଖରପୁର ଥାନା ପୋଲିସ, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଧାନ…

ଭୁବନେଶ୍ବର(କେନ୍ୟୁଜ୍): ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ସଫଳତା। ଲୁଟର ୧୨ ଘଣ୍ଟା ମଧ୍ୟରେ ଲୁଟେରାଙ୍କୁ ଧରିଲା ପୋଲିସ। ଗତକାଲି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଘରୁ ହୋଇଥିଲା ଲୁଟ। ଆପୋଲୋ ବିହାର ପ୍ଲଟ ନମ୍ବର ୭ରୁ ଝରକା ତାଡି ହୋଇଥିଲା ଲୁଟ। ବିକ୍ରମ ବର୍ମାଙ୍କ ଘର ଝରକା ତାଡି…

ଲୁଟର ନୂଆ ତରିକା : ବାହାରେ ଚୁଡି ଦୋକାନ ଭିତରେ ଲୁଟ ଅପରେସନ

ଭୁବନେଶ୍ବର(କେନ୍ୟୁଜ୍): ଲୁଟେରାମାନେ ଲୁଟର ନୂଆ ତରିକା ବାହାର କରିଛନ୍ତି । ଏକୁଟିଆ ମହିଳା,ଛୁଆ କାଖେଇଥିବା ମହିଳା ଓ ଯୁବତିଙ୍କୁ ଟାର୍ଗେଟ କରୁଛନ୍ତି। ହାତରେ ବ୍ଲେଡ ଧରି ଗହଳି ଭିତରେ ପଶନ୍ତି ବ୍ଲେଡ ମାରି ମୋବାଇଲ କ୍ୟାସ ସହ ଦାମି ଜିନିଷ ଲୁଟ କରୁଛନ୍ତି। ଏଇଭଳି ଲୁଟପାଟ କରୁଥିବା ବେଳେ ୬…

ଧରାପଡିଲେ ମୋ ବସ୍‌ ଲୁଟେରା, ଦୁଇ ଜଣଙ୍କୁ ଧରିଲା ପୋଲିସ

ଯାଜପୁର (କେନ୍ୟୁଜ) : ମୋ ବସ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ। ଗ୍ୟାଙ୍ଗର ୨ ଜଣ ମୁଖିଆ ଏବେ ଧରା ପଡିଛନ୍ତି ପୋଲିସ ହାତରେ। ମୁଖିଆ ସଞ୍ଜୟ ସିଂହ ଓ ଗଣେସ ପ୍ରଧାନ ଗିରଫ। ଗ୍ୟାଙ୍ଗରେ ଅଛନ୍ତି ମହିଳା ଓ ଛୁଆ। ୨ ଜଣଙ୍କୁ ଯାଜପୁରରୁ ଗିରଫ କରାଯାଇଛି। ଏମାନେ ବଞ୍ଜରା ଗ୍ୟାଙ୍ଗର ପାର୍ବଣ ଋତୁରେ…

ଧରାପଡ଼ିଲେ ଲୁଟେରା ବାପା, ପୁଅ ସହ ଆଉ ଜଣେ: ୮୦ଟି ମୋବାଇଲ୍‌ ଜବତ

ଉଦଳା(କେନ୍ୟୁଜ): ଧରାପଡ଼ିଲେ ୪୨୦ ବାପ, ପୁଅ । ସାଙ୍ଗ ହୋଇ ଲୁଟୁଥିଲେ, ସାଙ୍ଗ ହୋଇ ବନ୍ଧା ହେଲେ । ଚୋରି ମୋବାଇଲ ଦେଖି ପୋଲିସ ତାଜୁବ୍‌ । ୮୦ଟି ମୋବାଇଲ୍‌ ଜବତ କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରୁ ଲୁଟେରା ବାପା, ପୁଅ ସହ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ ।…

ଅଭିନବ ଉପାୟରେ କରୁଥିଲେ ଲୁଟ୍, ୨ ନିଶାଦିଆ ଲୁଟେରାଙ୍କୁ ଧରିଲା କମିଶନରେଟ୍‌ ପୋଲିସ୍

ଭୁବନେଶ୍ୱର(କେନ୍ଯୁଜ୍): ରାଜଧାନୀରେ ସକ୍ରିୟ ଲୁଟେରା ଗ୍ୟାଙ୍ଗ। ଧରାପଡିଲେ ନିଶାଦିଆ ଲୁଟେରା। ଦୁଇ ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ସେମାନଙ୍କ ମଧ୍ୟରେ ଜଣେ ଚାନ୍ଦବାଲିର ଓ ଅନ୍ୟ ଜଣେ ଯାଜପୁରର। ଲୁଟେରା ଦୁଇ ଜଣ ଅଭିନବ ଉପାୟରେ ଲୁଟ୍‌ କରୁଥିଲେ। ଭୁବନେଶ୍ୱର…

ମୋବାଇଲ ଝାମ୍ପି ନେଉଥିବା ବେଳେ ମାଡି ବସିଲା ପୋଲିସ: ୩ କୁଖ୍ୟାତ ଲୁଟେରା ଗିରଫ

ଭୁବନେଶ୍ବର(କେନ୍ୟୁଜ୍):  ନୟାପଲ୍ଲୀ ପୋଲିସ ହାତରେ ୩ କୁଖ୍ୟାତ ଲୁଟେରା। ୩ ଜଣ ଲୁଟେରାଙ୍କୁ ନୟାପଲ୍ଲୀ ଆଇଡି ମାର୍କେଟ ପାଖରୁ ଗିରଫ କରିଛି ପୋଲିସ । ଏମାନଙ୍କ ନାମରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ସୂଚନା । ଗତକାଲି ଜଣେ ଯୁବକଙ୍କ ଠାରୁ ମୋବାଇଲ ଛଡାଇ ନେଇ ପଳାଉ…

ମୋବାଇଲ୍‌ ଲୁଟେରାକୁ ନିର୍ଦ୍ଧୁମ୍‌ ଛେଚା, ଯୁବତୀଙ୍କଠୁ ଲୁଟ୍‌ କରି ଯିବାବେଳେ ଧରାପଡ଼ିଲା ଦୁର୍ବୃତ୍ତ

ଭୁବନେଶ୍ୱର(କେନ୍ଯୁଜ୍): ମୋବାଇଲ୍‌ ଲୁଟେରାକୁ ନିର୍ଦ୍ଧୁମ୍‌ ଛେଚା । ଭୁବନେଶ୍ୱରରେ ଯୁବତୀଙ୍କଠୁ ମୋବାଇଲ୍‌ ଲୁଟ୍‌ କରି ଯିବାବେଳେ ଧରାପଡ଼ିଲା ଦୁର୍ବୃତ୍ତ । ଇନ୍‌ଫୋସିଟି ଥାନାଠାରୁ ଅଳ୍ପ ଦୂରରେ ମୋବାଇଲ୍‌ ଲୁଟ୍‌ କରି ଖସି ଯାଉଥିବା ବେଳେ ଶୈଳଶ୍ରୀ ବିହାରରୁ ଧରାପଡିଛନ୍ତି । ଉୟଭଙ୍କୁ…

ଅନୁଗୁଳ ପୋଲିସ୍ କବଜାରେ ୩ ଚେନ୍ ଲୁଟେରା ସହ ଅଳଙ୍କାର ଦୋକାନୀ ମାଲିକ ଗିରଫ

ଅନୁଗୁଳ(କେନ୍ଯୁଜ୍): କବଜାରେ ଚେନ୍ ଲୁଟେରା। ଅନୁଗୁଳ ସହରର ବିଭିନ୍ନ ସ୍ଥାନରେ ସୁନା ଚେନ୍ ଲୁଟ କରିଥିବା ତିନି ଜଣ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ୍। ଅନୁଗୋଳ ପୋଲିସ୍ ୩ ଲୁଟେରାଙ୍କୁ ଗିରଫ କରି SDJM କୋର୍ଟକୁ ପଠାଯାଇଛି। ଅନ୍ଯପଟେ ତିନି ଅଭିଯୁକ୍ତଙ୍କ ଠାରୁ ଖବର ପାଇବା ପରେ ଲୁଟ…

ଶ୍ରୀବିହାର ଛକରେ ଖେଳଣା ବନ୍ଧୁକ ଦେଖାଇ ଲୁଟ୍‌ ଘଟଣାରେ ଲୁଟେରା ଅଟକ: ଗାଡି, ଖେଳନା ବନ୍ଧୁକ ଓ ଛୁରୀ ଜବତ

ଭୁବନେଶ୍ୱର(କେନ୍ଯୁଜ୍): ଶ୍ରୀବିହାର ଛକରେ ଖେଳଣା ବନ୍ଧୁକ ଦେଖାଇ ଲୁଟ୍‌ ଘଟଣାରେ ଲୁଟେରା ଅଜିତ ସ୍ୱାଇଁ ଅଟକ। ଲୁଟ୍‌ରେ ବ୍ୟବହୃତ ହୋଇଥିବା ଗାଡି, ଖେଳନା ବନ୍ଧୁକ ଓ ଛୁରୀ ଜବତ କରାଯାଇଛି। ୨୦ହଜାର ଟଙ୍କା ପାଇଁ ଲୁଟ୍‌ ପ୍ଲାନ୍‌ କରିଥିଲା ଅଜିତ। ଗତକାଲି ଶ୍ରୀବିହାର ଅଞ୍ଚଳରେ ଏକ ଗ୍ରୋସରୀ…

କଳାହାଣ୍ଡି : ଦୁଇ ମାସ ପରେ ଧରା ପଡ଼ିଲେ ଅଳଙ୍କାର ଲୁଟେରା

ଭବାନୀପାଟଣା : କଳାହାଣ୍ଡି ଜୁନାଗଡ଼ ଥାନା କଲମପୁର ଛକ ନିକଟ କାଞ୍ଚନ ଜୁଏଲର୍ସ ମାଲିକଙ୍କ ଠାରୁ ଲୁଟ୍‌ ଘଟଣାରେ କଳାହାଣ୍ଡି ପୋଲିସ୍‌ ଜଣକୁ ଗିରଫ କରିଛି । ଗତ ମାର୍ଚ୍ଚ ୧୦ ତାରିଖ ସକାଳେ ଏହି ଘଟଣା ଘଟିଛି । ମାଲିକ ରଞ୍ଜନ କୁମାର ସାହୁ ସୁନା ଓ ରୁପା ଭରା ବ୍ୟାଗକୁ ତଳେ ରଖି ଦୋକାନ ତାଲା…

କମିଶନରେଟ ପୋଲିସ ହାତରେ ବୋଲେରୋ ଚୋରି ଗ୍ୟାଙ୍ଗ, ୬ ଲୁଟେରା ଗିରଫ

ଭୁବନେଶ୍ବର: କମିଶନରେଟ ପୋଲିସ ହାତରେ ବୋଲେରୋ ଚୋରି ଗ୍ୟାଙ୍ଗ । ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ଵାଡ । ରାଜଧାନୀର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିଲା ବୋଲେରୋ ଗାଡ଼ି । କିଛି ଦିନ ଧରି ରାଜଧାନୀରେ ମାତିଥିଲେ ବୋଲେରୋ ଲୁଟେରା ଗ୍ୟାଙ୍ଗ । ଦୁଇଟି ଜାଗାରୁ…