Browsing Tag

lootera gang arrested

ପୋଲିସ ହାତରେ ଧରାପଡିଲା ହାଇୱେ ଲୁଟେରା ଗ୍ୟାଙ୍ଗ: ୮ ଗିରଫ

କନ୍ଧମାଳ (କେନ୍ୟୁଜ): ୮ ଜଣିଆ ହାଇୱେ ଗ୍ୟାଙ୍ଗ ଗିରଫ। ତୁମୁଡିବନ୍ଧ ଥାନା ମାଦାଗୁଡା ଛକ ନିକଟରେ ଲୁଟପାଟ ପାଇଁ ଯୋଜନା କରୁଥିବା ବେଳେ ଗିରଫ କରିଛି ତୁମୁଡିବନ୍ଧ ପୋଲିସ। ଏହି ୮ ଜଣିଆ ଗ୍ୟାଙ୍ଗରେ ୪ ନାବାଳକ ଅଛନ୍ତି ବୋଲି ସୂଚନା ମିଳିଛି। ହାଇୱେ ଗ୍ୟାଙ୍ଗରୁ ଗୋଟିଏ ବନ୍ଧୁକ,୨ ଟି ଗୁଳି, ୫ଟି…

ପୁରୀ ପୋଲିସ ହାତରେ ୧୨ଜଣିଆ ବିହାରୀ ଗ୍ୟାଙ୍ଗ, ସୁନା ଚେନ ଓ ମୋବାଇଲ ଲୁଟ କରୁଥିଲେ

ପୁରୀ(କେନ୍ୟୁଜ): ପୁରୀ ପୋଲିସ ହାତରେ ୧୨ଜଣିଆ ବିହାରୀ ଗ୍ୟାଙ୍ଗ। ହୋଟେଲର ରହୁଥିବା ବିହାରୀ ଗ୍ୟାଙ୍ଗର ୧୨ଜଣଙ୍କୁ ଗିରଫ କରିଛି ପୁରୀ ସିଂହଦ୍ୱାର ଥାନା ପୋଲିସ। ଚନ୍ଦନ ଯାତ୍ରା ଓ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି କୁ ଟାର୍ଗେଟ କରି ସୁନା ଚେନ ଓ ମୋବାଇଲ ଲୁଟ କରିବା ଲାଗି ବିହାର ଓ ଉତ୍ତର…

ଚାରି ଲୁଟେରାଙ୍କୁ ଗିରଫ କଲା ପୁରୀ ବଳିଆପଣ୍ଡା ପୋଲିସ

ପୁରୀ (କେନ୍ୟୁଜ୍): ପୁରୀରେ ମାତିଛନ୍ତି ଆନ୍ତଃଜିଲ୍ଲା ସୁନାଚେନ ଲୁଟେରା ଗ୍ୟାଙ୍ଗ। ଚାରି ଲୁଟେରାଙ୍କୁ ଆଜି ଗିରଫ କରିଛି  ପୁରୀ ବଳିଆପଣ୍ଡା ପୋଲିସ। ଲୁଟେରାଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ଗୋଟେ ଜୀବନ୍ତ ଗୁଳି ଓ ୭ଟି ସୁନା ଚେନ, ୨ଟି ମୁଦି, ୭ଟି ମୋବଇଲ ଫୋନ ଓ ନଗଦ ୬ହଜାର ଟଙ୍କା ସହ ଗୋଟିଏ…

ଆନନ୍ଦପୁରର ରାମଚନ୍ଦ୍ରପୁର ପୋଲିସକୁ ସଫଳତା: ୪ଟି ଚୋରି ବାଇକ୍ ଓ ୬ଟି ମୋବାଇଲ ଜବତ

ଆନନ୍ଦପୁର(କେନ୍ୟୁଜ୍): ରାମଚନ୍ଦ୍ରପୁର ପୋଲିସ ୪ଟି ଚୋରି ବାଇକ୍ ଓ ୬ଟି ମୋବାଇଲ ଜବତ କରିବା ସହ ଦୁଇଜଣଙ୍କୁ ଅଟକ ରଖିଛି। ବାତୋ ପଞ୍ଚାୟତ ଲୁଣିଆପାଟଣା ଗ୍ରାମର ଶିଶିର କୁମାର ନାଥକୁ ପୋଲିସ ଗୁରୁବାର ଏକ ମୋବାଇଲ ଚୋରି ମାମଲାରେ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ତାକୁ ରିମାଣ୍ଡରେ ଆଣି…

ଦୁର୍ଗାପୂଜା ଭସାଣି ଭିଡରେ ଲୁଟଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ୍, ୯ ଜଣଙ୍କୁ ଗିରଫ କଲା ପୁରୀଘାଟ ଥାନା ପୋଲିସ

କଟକ(କେନ୍ୟୁଜ୍): ଦୁର୍ଗାପୂଜା ଭସାଣି ଭିଡରେ ଲୁଟ। ଏକ ଗ୍ୟାଙ୍ଗର ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୀଘାଟ ଥାନା ପୋଲିସ। ଗିରଫ ଅଭିଯୁକ୍ତଙ୍କ ଭିତରେ ଦୁଇ ମହିଳା ଅଛନ୍ତି। ଗଣେଶଘାଟ ନିକଟରେ ଜଣେ ବାଇକ ଆରୋହୀଙ୍କୁ ଅଟକାଇ ଫୋନ ଓ ୫ ହଜାର ଟଙ୍କା ଲୁଟ  କରିଥିଲା। ସେମାନଙ୍କ ଠାରୁ ୬ ଟି…

କଟକ ସଦର ଥାନା ପୋଲିସକୁ ସଫଳତା: ଧରାପଡ଼ିଲେ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌, ମାଷ୍ଟରମାଇଣ୍ଡ ସମେତ ୪ ଗିରଫ

କଟକ(କେନ୍ୟୁଜ୍):ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଛି କଟକ ସଦର ଥାନା ପୋଲିସ । ପାଞ୍ଚଟି ଚାରି ଚକିଆ ଯାନ ଜବତ କରିବା ସହ ଦୁଇଟି ବାଇକ ଜବତ କରିଛି ପୋଲିସ । ଚୋରି ଗାଡି ଭିତରେ କିଛି ରାଜ୍ୟ ବାହାରର ଗାଡି ମଧ୍ୟ ରହିଛି। ଚାରି ଚକିଆ ଯାନ ଭିତରେ ଦୁଇଟି ପିକ୍‌ଅପ ଭ୍ୟାନ୍‌, ଦୁଇଟି…

୩ ବାଇକ୍‌ ଲୁଟେରାଙ୍କୁ କାବୁ କଲା ଖଣ୍ଡଗିରି ପୋଲିସ୍, ୧୦ଟି ଚୋରା ମୋଟର ସାଇକେଲ ଜବତ

ଭୁବନେଶ୍ୱର(କେନ୍ୟୁଜ୍): ଖଣ୍ଡଗିରି ପୋଲିସ ହାତରେ ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ । ୩ ଲୁଟେରା ଗିରଫ। ୧୦ଟି ଚୋରା ମୋଟର ସାଇକେଲ ଜବତ ହୋଇଛି। ଭୁବନେଶ୍ୱର ଏମ୍ସ ଅଞ୍ଚଳରୁ ସେମାନଙ୍କୁ ଗିରଫ କଲା ପୋଲିସ। ଏହି ଲୁଟେରାଙ୍କ ନାଁକେ କମିଶନରେଟ୍‌ ପୋଲିସରେ ବିଭିନ୍ନ ଥାନାରେ ମାମଲା ରହିଛି।

ବାଲିଚନ୍ଦ୍ରପୁର ପୋଲିସ ଦ୍ୱାରା ଡକାୟତି ଗ୍ୟାଙ୍ଗ ଠାବ: ୩ ଗିରଫ ସହ ବନ୍ଧୁକ ଗୁଳି ଓ ବାଇକ ଜବତ

ଯାଜପୁର (କେନ୍ୟୁଜ): ଏକ ଡକାୟତି ମାମଲାରେ ୩ ଜଣକୁ ଗିରଫ କରିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପୋଲିସ। ସେମାନଙ୍କ ନିକଟରୁ ବନ୍ଧୁକ ସହ ଦୁଇ ରାଉଣ୍ଡ ଗୁଳି, ମାଗାଜିନ, ଦୁଇଟି ବାଇକ ମଧ୍ୟ ଜବତ ହୋଇଛି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ନଳିପୁର ଗ୍ରାମର ଫକୀରୁଦ୍ଦିନ…

କମିସନରେଟ୍‌ ପୋଲିସ୍ କବଜାରେ ୧୦ ଲୁଟେରା, ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟ୍‌ପାଟ୍‌ କରି ଖେଳାଉଥିଲେ ଆତଙ୍କ

ଭୁବନେଶ୍ବର(କେନ୍ୟୁଜ୍‌): କମିସନରେଟ୍‌ ପୋଲିସ କବଜାରେ ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟ୍‌ପାଟ୍‌ କରି ଦୀର୍ଘ ଦିନ ଧରି ଆତଙ୍କ ଖେଳାଉଥିବା ଲୁଟେରା ଗ୍ୟାଙ୍ଗ୍। ଗ୍ୟାଙ୍ଗର ୧୦ଜଣ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ ପୋଲିସ୍ ସେମାନଙ୍କ ନିକଟରୁ ୩୯ଟି ମୋବାଇଲ୍‌ ଓ ଗୋଟିଏ ସ୍କୁଟି ଜବତ…

କମିଶନରେଟ ପୋଲିସ କବଜାରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗ: ରକ୍ତ ଲଗା ଖଣ୍ଡା, ସୁନା ଗହଣା ସହିତ ମୋବାଇଲ ଜବତ

କମିଶନରେଟ ପୋଲିସ କବ୍ଜାରେ ରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗ । ୨୧ ଟି ମୋବାଇଲ,ଗୋଟିଏ ରକ୍ତ ଲଗା ଖଣ୍ଡା, ସୁନା ମୁଦି, ଟଙ୍କା ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ । ଟାର୍ଗେଟ ରେ ଥିଲେ ରାତିରେ ଏକୁଟିଆ ଯାଉଥିବା ବ୍ୟକ୍ତି । ଏହି ଗ୍ୟାଙ୍ଗ କଳିଙ୍ଗ ଟିଭିର ଜଣେ ସାମ୍ବାଦିକ ଙ୍କ ଠାରୁ ମଧ୍ୟ…

ୟୁଟ୍ୟୁବ ଶିଖାଇଥିଲା ଲୁଟର ତରିକା, ଧରାପଡିଲେ ରାଜଧାନୀରେ ମେଡିସିନ୍ ଦୋକାନରୁ ଲୁଟ କରୁଥିବା ଲୁଟେରା ଗ୍ୟାଙ୍ଗ୍

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରେ ଧରାପଡ଼ିଲେ ରାଜ୍ୟ ବାହରର ୪ ଜଣିଆ ଲୁଟେରା ଗ୍ୟାଙ୍ଗ । ସ୍ପେଶାଲ ସ୍କ୍ଵାଡ ସେମାନଙ୍କୁ ଗିରଫ କରିଛି । ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ନିକଟରୁ ୪ଟି ମୋବାଇଲ ଫୋନ, ୩୯ହଜାର ଟଙ୍କା, ଆଧାର କାର୍ଡ, ଲୁଟ୍‌ରେ ବ୍ୟବହୃତ ଗାଡି ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ…

୬ଜଣିଆ ଲୁଟେରା ଗ୍ୟାଙ୍ଗ୍ ଗିରଫ, ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ

ଭଦ୍ରକ(କେନ୍ୟୁଜ୍‌) : ଭଣ୍ଡାରିପୋଖରୀ ପୋଲିସକୁ ମିଳିଛି ବଡ଼ ସଫଳତା । ୬ଜଣିଆ ଲୁଟେରା ଗ୍ୟାଙ୍ଗ୍କୁ ଧରିବାରେ ସଫଳ ହୋଇଛି ଭଣ୍ଡାରିପୋଖରୀ ପୋଲିସ। ଧାନ ଜମିରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଚୋରି ସାମଗ୍ରୀକୁ ଜବତ କରିଛି ପୋଲିସ। ଭଦ୍ରକ ସହରର ଜଗନ୍ନାଥପୁର, ଗସାହି, ମୋଟେଲ ଛକଠାରେ ଚଢ଼ାଉ…