ପୋଲିସ ହାତରେ ଧରାପଡିଲା ହାଇୱେ ଲୁଟେରା ଗ୍ୟାଙ୍ଗ: ୮ ଗିରଫ
କନ୍ଧମାଳ (କେନ୍ୟୁଜ): ୮ ଜଣିଆ ହାଇୱେ ଗ୍ୟାଙ୍ଗ ଗିରଫ। ତୁମୁଡିବନ୍ଧ ଥାନା ମାଦାଗୁଡା ଛକ ନିକଟରେ ଲୁଟପାଟ ପାଇଁ ଯୋଜନା କରୁଥିବା ବେଳେ ଗିରଫ କରିଛି ତୁମୁଡିବନ୍ଧ ପୋଲିସ। ଏହି ୮ ଜଣିଆ ଗ୍ୟାଙ୍ଗରେ ୪ ନାବାଳକ ଅଛନ୍ତି ବୋଲି ସୂଚନା ମିଳିଛି। ହାଇୱେ ଗ୍ୟାଙ୍ଗରୁ ଗୋଟିଏ ବନ୍ଧୁକ,୨ ଟି ଗୁଳି, ୫ଟି…