Browsing Tag

lootera gang arrested

ଗୋପ ପୋଲିସ୍ ହାତରେ ବାଇକ୍‌ ଲୁଟେରା ଗ୍ୟାଙ୍ଗ: ୪ଗିରଫ, ୮ରୁ ଉର୍ଦ୍ଧ୍ୱ ଗାଡି ଜବତ

ଗୋପ(କେନ୍ଯୁଜ୍): ଗୋପ ପୋଲିସର ବଡ଼ ସଫଳତା । ଚାରିଜଣ ବାଇକ ଚୋର ଗ୍ଯାଙ୍ଗକୁ ଗିରଫ କରି କୋର୍ଟ ଚାଲଣ କରିଛି। ସୂଚନା ଅନୁସାରେ ଗୋପ, ନିମାପଡା, କୋଣାର୍କ ଓ ବାଲିପାଟଣା ଅଞ୍ଚଳରୁ ଦୀର୍ଘ ଦିନହେବ ଲଗାତାର ଭାବେ ବାଇକ ଚୋରି ହେଉଥିବାରୁ, ଏହା ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ଗତ…

ଭୁବନେଶ୍ୱରରୁ ୪ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ଵାର୍ଡ

ଭୁବନେଶ୍ୱର: ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ। ଭୁବନେଶ୍ୱରରୁ ୪ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ଵାର୍ଡ । ସେମାନଙ୍କ ନିକଟରୁ ୩ଟି ବାଇକ୍‌ ସହ ୮୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି । ଏହି ଲୁଟେରା ଗ୍ୟାଙ୍ଗ ରାଜଧାନୀର ବିଭିନ୍ନ ସ୍ଥଳରେ ଲୁଟ୍‌ତରାଜ…

ଭୁବନେଶ୍ୱର: ପୋଲିସ ହାତରେ ଧରା ହେଲେ ବଡ଼ଧରଣର ଲୁଟେରା ଗ୍ୟାଙ୍ଗ, ଦାମୀ ମୋବାଇଲ ଫୋନ ଥିଲା ଏମାନଙ୍କ ଟାର୍ଗେଟ

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱରରୁ ଧରାପଡ଼ିଲା ବଡ଼ଧରଣର ମୋବାଇଲ ଲୁଟେରା ଗ୍ୟାଙ୍ଗ। ୧୩ଟି ଆଇଫୋନ୍‌ ସମେତ ୧୦୩ଟି ମୋବାଇଲ ଫୋନ୍‌ ଜବତ କରିଛି କମିସନରେଟ ପୋଲିସ । ଏନେଇ ୩ଜଣଙ୍କୁ ଗିରଫ କରାଯାଇଛି । ଆଇଫୋନ ଭଳି ନାମୀଦାମୀ ଫୋନକୁ ଟାର୍ଗେଟ କରୁଥିଲେ ଲୁଟେରା ଗ୍ୟାଙ୍ଗ। ମୋବାଇଲ ଚୋରି ନେଇ…

ରାଜଧାନୀରୁ ବାଇକ୍‌ ଚୋରି କରି ଖୋର୍ଦ୍ଧାର ଜଙ୍କିଆରେ ବିକ୍ରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ,୪୬ଟି ବାଇକ ଓ ୭ଟି…

କେନ୍ୟୁଜ୍(ବ୍ୟୁରୋ):  ସ୍ପିଡ୍‌ ବାଇକ୍‌ରେ ଚୋରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ । ରାଜଧାନୀରୁ ବାଇକ୍‌ ଚୋରି କରି, ଜଙ୍କିଆରେ ବିକ୍ରି କରନ୍ତି । ଏଭଳି ଦୁଇଟି ଗ୍ୟାଙ୍ଗର ୫ ଜଣ ଲୁଟେରାଙ୍କୁ କାବୁ କରିଛି ନୟାପଲ୍ଲୀ ଥାନା ପୋଲିସ । ସେମାନଙ୍କ ପାଖରୁ ଜବତ ହୋଇଛି ୪୬ଟି ବାଇକ, ୭ଟି ଚୋରି…

ୟୁଟ୍ୟୁବରୁ ତାଲା ଭାଙ୍ଗିବା କୌଶଳ ଶିଖିବା ପରେ ଘରୁ ବୁଲାଉଥିଲେ କଳାକନା,  ୫୪୦ ଗ୍ରାମ ସୁନା ଅଳଙ୍କାର ସହ ଦାମୀ କାର…

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ପୋଲିସକୁ ମିଳିଲା ପୁଣି ଏକ ବଡ଼  ସଫଳତା  । ଦୀର୍ଘ ତିନି ବର୍ଷ ଧରି ବ୍ରହ୍ମପୁର ସହର ସମେତ ଆଖାପାଖ ଅଞ୍ଚଳରୁ ବିଭିନ୍ନ ଘରୁ କିଛି ଦିନ ବ୍ୟବଧାନରେ ଚୋରି କରୁଥିବା ଚୋର ଗ୍ୟାଙ୍ଗକୁ ଧରିଛି ପୋଲିସ  । ଏହି ଗ୍ୟାଙ୍ଗ ବିଶେଷ କରି ଘର ତାଲା ପଡିଥିବା କିମ୍ୱା…

ଭୁବନେଶ୍ୱର କଳାରାହଙ୍ଗ ସ୍ଥିତ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ଲୁଟ୍ ଘଟଣା, ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା…

ଖୋର୍ଦ୍ଧା: ଧରାପଡିଲେ ବ୍ୟାଙ୍କ ଲୁଟେରା ଗ୍ୟାଙ୍ଗ। ଖୋର୍ଦ୍ଧାରୁ ଏହି ଗ୍ୟାଙ୍ଗକୁ ଗିରଫ କଲା କମିସନରେଟ୍‌ ପୋଲିସ। ସେମାନଙ୍କ ନିକଟରୁ ୫ଲକ୍ଷ ଟଙ୍କା ଜବତ ହୋଇଛି। ଏହାସହ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି କମିସନେରେଟ୍‌ ପୋଲିସ ଉଦ୍ୟମ ଜାରି ରଖିଛି। ଗତ…

ଗଞ୍ଜାମ ପୋଲିସକୁ ସଫଳତା, ଲୁଟେରା ଗ୍ୟାଙ୍ଗର ୯ ଗିରଫ ୪ବନ୍ଧୁକ ସହ ଗୋଟିଏ ନକଲି ବନ୍ଧୁକ ଓ ମାରାଣାସ୍ତ୍ର ଜବତ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ପୋଲିସକୁ ମିଳିଛି ବଡ଼ ସଫଳତା । ଜିଲ୍ଲା ଓ ଜିଲ୍ଳା ବାହାରରେ ଲୁଟ୍‌ କରୁଥିବା ଏକ ଲୁଟେରା ଗ୍ୟାଙ୍ଗ୍‌ର 9 ଜଣ ଅଭିଯୁକ୍ତଙ୍କୁ କାବୁ କରିପାରିଛି ଗଞ୍ଜାମ ପୋଲିସ । ଗିରଫ ହୋଇଥିବା ଲୁଟେରା ମାନେ ହେଲେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଅର୍ଜୁନପଲ୍ଲୀ ଗାଁର ଯୋଗୀ…

ଜଗତସିଂହପୁର: ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ

ଜଗତସିଂହପୁର(କେନ୍ୟୁଜ୍): ବ୍ୟାଙ୍କରୁ ଆସୁଥିବା ଲୋକଙ୍କଠାରୁ ଲୁଟ୍‌ କରୁଥିବା ଗ୍ୟାଙ୍ଗ ଗିରଫ । ଜଗତସିଂହପୁର ଏରସମା ଥାନା ଅଞ୍ଚଳରୁ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିବା ଲୋକଙ୍କଠାରୁ ଏମାନେ ଅଭିନବ ଉପାୟରେ ଲୁଟ୍‌ କରୁଥିଲେ । ରାହାମାଠାରେ ବ୍ୟାଙ୍କରୁ ଟଙ୍କା ଲୁଟ୍‌ ପାଇଁ ଉଦ୍ୟମ କରୁଥିବା…

କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ୍

ଭୁବନେଶ୍ବର : କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ୍ । ବିଶ୍ୱକପ୍‌ ପୂର୍ବରୁ ପୋଲିସ ଆରମ୍ଭ କରିଥିବା ଅପରେସନରେ ୧୭ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ଠାରୁ ୭୩ଟି ଦାମୀ ମୋବାଇଲ ଫୋନ୍‌ ଓ ବାଇକ୍‌ ଜବତ ହୋଇଛି । ଦୀର୍ଘଦିନ ହେବ ରାଜଧାନୀ ସମତେ ବିଭିନ୍ନ ଜିଲ୍ଲାରେ ଏମାନେ…