Browsing Tag

lootera

ନକଲି ସୁନା ଶଙ୍ଖ ଦେଇ ଠକୁଥିବା ବେଳେ ମାଡ଼ି ବସିଲା ପୋଲିସ୍‌, ଦୁଇ ଠକ ଗିରଫ

କୋରାପୁଟ (କେନ୍ୟୁଜ): ଦିନକୁ ଦିନ ଠକାମିକୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି । ଲୋକମାନେ ଟଙ୍କା ଲୁଟିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି । ତେବେ ଦୁଇ ଜଣ ଠକ ଲୋକଙ୍କୁ ଲୁଟିବା ପାଇଁ ଏକ ଭିନ୍ନ ଉପାୟ ଆପଣାଇଥିଲେ, ଯାହା ବିଷୟରେ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେଇ ବସିବେ ।…

ମହିଳାଙ୍କ ବେକରେ ସୁନା ଚେନ୍‌ ଲୁଟ୍‌, ସିସିଟିଭି ଫୁଟେଜରେ ରେକର୍ଡ ହେଲା ଦୃଶ୍ୟ

ରାଉରକେଲା (କେନ୍ୟୁଜ): ଆପଣ ବେକରେ ସୁନା ଚେନ୍‌ ପକାଇ ବାହାରକୁ ଯାଉଛନ୍ତି କି ? ଯଦି ଏଭଳି କିଛି କରୁଛନ୍ତି ତେବେ ସାବଧାନ ରୁହନ୍ତୁ । କାହିଁକି ନା ଘର ବାହାରେ ବୁଲୁଛନ୍ତି ଲୁଟେରା । ସୁଯୋଗ ପାଇଲେ ଏ ଲୁଟେରାମାନେ ଆପଣଙ୍କ ସୁନା ଚେନ୍‌ ଲୁଟି ନେଇ ଫେରାର ମାରିବେ । ଅସାବଧାନତା ଯୋଗୁଁ ସୁନା…

ପଣ୍ଡ ହେଲା ଡକାୟତି ଯୋଜନା, ୫ ଡକାୟତଙ୍କୁ ଧରିଲା ପୋଲିସ୍

ହିନ୍ଦୋଳ(କେନ୍ୟୁଜ): ଚାରିଆଡ଼େ ମାତିଛନ୍ତି ଳୁଟେରା । ଦିନ ରାତି କିଛି ମାନୁ ନାହାନ୍ତି । ବେଧଡ଼କ ଭାବେ ଘର, ଦୋକାନ ବଜାର ଓ ମନ୍ଦିରରୁ ଲୁଟ କରୁଛନ୍ତି । ତେବେ ନିକଟରେ ୫ ଜଣ ଡକାୟତ ବି ଡକାୟତି କରିବା ଉଦ୍ଦେଶ୍ୟ ନେଇ ଗାଡ଼ି ଧରି ବାହାରିଥିଲେ । କିନ୍ତୁ ତାଙ୍କ ସବୁ ଯୋଜନାକୁ ପଣ୍ଡ କରିଛି…

ପୋଲିସ କବଜାରେ କୋଟିପତି ଲୁଟେରା : ଭୁବନେଶ୍ୱରରେ ୫ ଫ୍ଲାଟ, ସୋରୋ ଅଂଚଳରେ ୩ ମହଲା ଘର

ଭୁବନେଶ୍ୱର : କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ  । ଅଭିଯୁକ୍ତ ପର୍ଶୁରାମ ଗିରିକୁ ଗିରଫ କରିଛି କମିଶନରେଟ ପୋଲିସ । ତାଠାରୁ ୨୧ ଲକ୍ଷ ଟଙ୍କା ଜବତ କରିଛି ପୋଲିସ  । ତା ସହ ୭ କେଜି ରୂପା ଓ ୭ ଶହ ଗ୍ରାମ ସୁନା ଜବତ କରିଛି ପୋଲିସ  । ତାଲା ପଡ଼ିଥିବା ଘରକୁ ଟାର୍ଗେଟ କରୁଥିଲେ ଲୁଟେରା…

ଲୁଟେରାଙ୍କ ସହ ଲଢ଼େଇ କଲେ ମା’ ଓ ଝିଅ, ଭାଇରାଲ ହେଉଛି ଭିଡିଓ

ହାଇଦ୍ରାବାଦ ସହରରେ ଜଣେ ମା’ ଏବଂ ଝିଅର ସାହସର ଦୃଶ୍ୟ ଦେଖିବାକୁ ମିଳିଛି । ମା’ ଓ ଝିଅ ମିଳିତ ଭାବେ ଦୁଇଜଣ ଲୁଟେରାଙ୍କ ସହ ଲଢ଼ିଥିଲେ। ଡକାୟତି ପାଇଁ ଆସିଥିବା ଦୁଇ ଜଣ ଅଭିଯୁକ୍ତ ଗୁରୁବାର ଅପରାହ୍ନରେ ତାଙ୍କ ଘରେ ପ୍ରବେଶ କରିଥିଲେ । ଏହା ପରେ ଘର ଲୋକ ଓ ଅପରାଧୀଙ୍କ ମଧ୍ୟରେ ଜୋରସୋରରେ…

ଏକା ସାଙ୍ଗେ ଲୁଟିନେଲେ ୧୨ରୁ ୧୩ ଲକ୍ଷ ଟଙ୍କାର ମୋବାଇଲ, ଥାନାରେ ଦୋକାନ ମାଲିକ

ରେଢ଼ାଖୋଲ(କେନ୍ୟୁଜ):  ଯେଉଁଠି ଦେଖିବ ଚାରିଆଡ଼େ ଲୁଟର ଖବର । ଦିନ ରାତି କିଛି ମାନୁ ନାହାନ୍ତି ଲୁଟେରା । କେଉଁଠି ଦିନ ଦ୍ୱିପ୍ରହରରେ ଦୋକାନ ବଜାରରେ ଲୁଟ୍‌ କରୁଛନ୍ତି ତ କେଉଁଠି ବିଳମ୍ବିତ ରାତିରେ ସବୁ ଶୋଇଗଲା ପରେ ଘରେ କଳାକନା ବୁଲାଉଛନ୍ତି । ଦିନକୁ ଦିନ ବଢ଼ିବାରେ ଲାଗିଛି ଏ ଲୁଟେରା…

ଓଡ଼ିଶାର ବିଭିନ୍ନ ସ୍ଥାନରେ ମାତିଛନ୍ତି ଲୁଟେରା, ରୁହନ୍ତୁ ସତର୍କ ନଚେତ ଆପଣ ମଧ୍ୟ ହୋଇପାରନ୍ତି ଲୁଟର ଶିକାର

ଓଡ଼ିଶାର ବିଭିନ୍ନ ସ୍ଥାନରେ ମାତିଛନ୍ତି ଲୁଟେରା । ଦିନ ଦ୍ଵିପ୍ରହରରେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ତେବେ ଆପଣମାନେ ମଧ୍ୟ ଟଙ୍କା ଉଠାଇବା ପାଇଁ ନିଶ୍ଚୟ ବ୍ୟାଙ୍କ ଯାଉଥିବେ ଏବଂ ଏହି ଟଙ୍କା ନେଇ ରାସ୍ତାରେ ଯିବା ଆସିବା କରୁଥିବେ । ଟଙ୍କା ଗାଡି ଡିକିରେ ରଖି ଚା' ମଧ୍ୟ ପିଇବାକୁ…

ଷ୍ଟେସନ ମାଷ୍ଟର ଚାକିରି କରାଇ ଦେବ କହି ଲୁଟିନେଲା ୫୧ ଲକ୍ଷ, ଜାରି ରହିଛି ତଦନ୍ତ

ଦିନକୁ ଦିନ ବଢ଼ିଚାଲିଛି ଠକେଇର ମାମଲା । ଠକମାନେ ଟଙ୍କା ଲୁଟିବା ପାଇଁ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ଆଉ ସୁଯୋଗ ପାଇଲେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ମାରୁଛନ୍ତି । ବର୍ତ୍ତମାନ ଲୋକମାନଙ୍କୁ ଚାକିରି ମିଳୁନି । ତେଣୁ ଚାକିରି ଆଶାୟୀଙ୍କୁ ଠକମାନେ ଟାର୍ଗେଟ…

ଗୁଳି ବାଜିବା ପରେ ବି ହାର ମାନିନଥିଲେ ଡ୍ରାଇଭର, ଦୀର୍ଘ ୩୦ କିଲୋମିଟର ବସ୍‌ ଚଳାଇ ବଞ୍ଚାଇଲେ ୩୫ ଜୀବନ

ବସ୍‌ ଡ୍ରାଇଭରଙ୍କ ବାହୁରେ ବାଜିଥିଲା ଗୁଳି କିନ୍ତୁ ମନରେ ଟିକେ ବି ଭୟ ଆସିନଥିଲା । ହାତରୁ ଧାର ଧାର ହୋଇ ରକ୍ତ ଝରି ପଡ଼ୁଥାଏ କିନ୍ତୁ ଲକ୍ଷ୍ୟ ଥିଲା କେମିତି ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବେ । ଆଉ ସେଇ ଗୁଳି ବାଜିଥିବା ହାତରେ ଦୀର୍ଘ ୩୦ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଂ…

ବିଭିନ୍ନ ମନ୍ଦିରରେ ହେଉଛି ସିରିଜ୍ ଲୁଟ, ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା

ବୌଦ୍ଧ (କେନ୍ୟୁଜ): ଏବେ ଚୋରଙ୍କ ଟାର୍ଗେଟରେ ମନ୍ଦିର । ପୂର୍ବରୁ ଘର ଓ ଦୋକାନରୁ ଚୋରି କରୁଥିଲେ । କିନ୍ତୁ ଘରେ ଓ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଭୟରେ ମନ୍ଦିରରେ ବୁଲାଉଛନ୍ତି କଳାକନା । ମନ୍ଦିରରୁ ଏମିତି ଚୋରି କରୁଛନ୍ତି ଯେ ପୋଲିସକୁ କିଛି ବି ସୁରାକ ମିଳୁନି । ଗାଁରେ ଗାଁରେ…

ଚୋରି କରୁ କରୁ ଗାଁ ଲୋକଙ୍କ ହାତରେ ଧରା ପଡ଼ିଲେ ଚୋର, ବନ୍ଧା ହୋଇ ଥାନାକୁ ଗଲେ

ନୀଳଗିରି (କେନ୍ୟୁଜ୍‌): ସାମାନ୍ୟ ପାଣି ପାଇପ୍‌ ଚାବି ଚୋରି କରିବା ପାଇଁ ଅନ୍ଧାରକୁ ଅପେକ୍ଷା କରି ବସିଥିଲେ ଦୁଇ ଜଣ ଚୋର । ଚୋରି କରିବା ପାଇଁ ଦିନରେ ପ୍ଲାନ କରିଥିଲେ । ଆଉ ଯେମିତି ସନ୍ଧ୍ୟା ହେଲା ଘରୁ ବାହାରି ଥିଲେ ଚୋରି କରିବା ପାଇଁ । କିନ୍ତୁ ଚୋରି କରୁ କରୁ ଗାଁ ଲୋକଙ୍କ ହାତରେ ଧରା…

ଚୋରି କରୁଥିବାବେଳେ ଧରା ପଡ଼ିଲେ ମହିଳା ଲୁଟେରା, ପୋଲିସକୁ ହସ୍ତାନ୍ତର କଲେ ସ୍ଥାନୀୟ ଲୋକେ

ସୋର(କେନ୍ୟୁଜ୍‌): ଚଳନ୍ତା ଟ୍ରେନରୁ ଜଣେ ମହିଳାଙ୍କ ନିକଟରୁ ଚୋରି କରୁଥିବା ବେଳେ ପଶ୍ଚିମବଙ୍ଗ ଅଞ୍ଚଳର ଦୁଇଜଣ ମହିଳାଙ୍କୁ କାବୁ କରି ସୋର ପୋଲିସକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ। ସୋର ଥାନା ସାଲମପୁର ଗ୍ରାମର ଜୟନ୍ତୀ ବେହେରା ତାଙ୍କ ପରିବାର ସହ ଭୁବନେଶ୍ୱରରୁ ସୋର ଅଭିମୁଖେ…