Browsing Tag

lord Ganesh

ଆସୁଛି ଗଣେଶ ପୂଜା: ଚାନ୍ଦା ଆଦାୟ ଓ ଠାକୁରଙ୍କ ମୂର୍ତ୍ତି ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

କଟକ (କେନ୍ୟୁଜ): ଚଳିତ ବର୍ଷର ଗଣେଶ ପୂଜା ପାଇଁ ଗତକାଲି କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଲୋକ ପ୍ରତିନିଧି, ବିଭିନ୍ନ ପୂଜା କମିଟି ଏବଂ ଏକାଧିକ କ୍ଲବ୍‌‌ର ସଦସ୍ୟମାନେ ସାମିଲ ରହିଥିଲେ। ଏଥିରେ କିଭଳି ଶାନ୍ତି ଶୃଙ୍ଖଳାରେ ପୂଜା ସମାପନ ହେବ ସେନେଇ…

ଏଠାରେ ଓଲଟା ସ୍ବସ୍ତିକ କଲେ ପୂର୍ଣ୍ଣ ହୁଏ ମନସ୍କାମନା

ବିବିଧତାର ଦେଶ ଭାରତ । ଏଠାରେ ଆପଣ ବାର ମାସ ରେ ତେର ପର୍ବ ପାଳନ ହାଉଥିବାର ଦେଖିବେ । ଏହାସହ ଦେଶରେ ଥିବା ଅସଂଖ୍ୟ ମନ୍ଦିରର ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ମଧ୍ୟ ହେବେ । ତେବେ ବି ଏଠାକୁ ବାହାର ଦେଶରୁ ଅନେକ ଲୋକ ଆସିଥାନ୍ତି ଦର୍ଶନ କରିବା ପାଇଁ.. ଏଠାରେ ଥିବା ପ୍ରତେକ ମନ୍ଦିର ପଛରେ ରହିଛି…

ନିଜ ମନୋକାମନା ପୂର୍ଣ୍ଣ ପାଇଁ ବୁଧବାର ଗଣେଶଙ୍କୁ ଚଢ଼ାନ୍ତୁ ଏହିସବୁ ଜିନିଷ

ଆଜି ହେଉଛି ବୁଧବାର। ସମସ୍ତେ ଭାବନ୍ତି ଏହି ଦିନ କେବଳ ବୁଦ୍ଧ ଗ୍ରହଙ୍କ ଉପାସନା କରାଯାଏ। କିନ୍ତୁ ଅନେକ ହୁଏତ ଜାଣି ନଥିବେ ବୁଧବାର ହେଉଛି ପ୍ରଭୁ ବିଘ୍ନ ବିନାଶକ ଗଣେଶଙ୍କ ଦିନ। ଭଗବାନ ଗଣେଶଙ୍କୁ ସୁଖକର୍ତ୍ତା ଏବଂ ଦୁଃଖହର୍ତ୍ତା ଦେବତା ଭାବରେ ପୂଜା କରାଯାଏ । ଯେକୌଣସି ପୂଜାପାଠ ସମୟରେ…

ପ୍ରଭୁ ଗଣେଶ ଏବଂ ଭଗବାନ ବିଷ୍ଣୁଙ୍କୁ ପସନ୍ଦ ଗେଣ୍ଡୁ ଫୁଲ, ଜାଣନ୍ତୁ କେଉଁଦିନ ଅର୍ପଣ କରିଲେ ମିଳେ ଶୁଭ ଫଳ

ଶାସ୍ତ୍ରରେ ଫୁଲର ବିଶେଷ ମହତ୍ତ୍ୱ ରହିଥାଏ। କୁହାଯାଏ କି, କୌଣସି ଦେବତାଙ୍କୁ ଜଲଦି ପ୍ରସନ୍ନ କରିବା କିମ୍ବା କୃପା ପାଇବା ପାଇଁ ପ୍ରିୟ ଫୁଲ ଅର୍ପଣ କରିବା ଜରୁରୀ। ମାନ୍ୟତା ଅନୁସାରେ, ଦେବାଦେବୀଙ୍କ ସତେଜ ଏବଂ ପ୍ରିୟ ଫୁଲ ଅର୍ପଣ କରାଯାଏ, ତେବେ ଭକ୍ତର ମନସ୍କାମନା ଜଲଦି ପୂର୍ଣ୍ଣ ହୁଏ। ଶୀତ…

ଉତ୍ତରାଖଣ୍ଡର ପାତାଳ ଭୁବନେଶ୍ୱର ଗୁମ୍ଫାରେ ପଡ଼ିଥିଲା ଶ୍ରୀଗଣେଶଙ୍କ କଟାମୁଣ୍ଡ, ଆଜି ବି ଦର୍ଶନ କରିବାକୁ ଆସନ୍ତି ଶହ ଶହ…

ପୁରାଣରେ ଏମିତି ଅନେକ କଥା ବିଷୟରେ ଉଲ୍ଲେଖ କରାଯାଇଛି ଯାହାକୁ ପ୍ରାୟ ସମସ୍ତଙ୍କୁ ଜଣା ନଥିବ। ଭଗବାନଙ୍କର ଅସ୍ତିତ୍ୱକୁ ଯଦି ଅନୁଭବ କରିବାକୁ କେହି ଚାହାନ୍ତି ତେବେ ମନରେ ଶ୍ରଦ୍ଧା ଭାବ ରହିବା ଆବଶ୍ୟକ। ଏମିତି ହେଲେ ହିଁ ପ୍ରଭୁଙ୍କର ଉପସ୍ଥିତିକୁ ବିଶ୍ୱାସ କରିହୁଏ। ଯଦି ଆମେ ହିନ୍ଦୁ ତଥା…

ଶ୍ରୀଗଣେଶ ବକ୍ରତୁଣ୍ଡ ରୂପ ନେବା ପଛରେ ରହିଛି ଏହି ବଡ଼ କାରଣ, ଜାଣନ୍ତୁ ..

ଆସନ୍ତା କାଲି ପବିତ୍ର ଗଣେଶ ଚତୁର୍ଥୀ। ଏହି ଦିନରେ ଗଜାନନ ସମସ୍ତଙ୍କ ଘରକୁ ଆସି ବିରାଜମାନ କରିବେ ଆଗାମୀ ୧୦ ଦିନ ପାଇଁ..ଏନେଇ ଚଳଚଞ୍ଚଳ ହୋଇଉଠିଛି ଗାଁ ଠୁ ସହର। କେବଳ ରାଜ୍ୟ ନୁହେଁ ସାରା ଦେଶରେ ଶ୍ରୀଗଣେଶଙ୍କ ଆଗମନକୁ ନେଇ ସମସ୍ତେ ବେଶ ଖୁସି ଅନୁଭବ କରୁଛନ୍ତି। ତେବେ ଆମେ ତ ସବୁ ବର୍ଷ…

ଭଗବାନଙ୍କୁ ଭୋଗ ଲଗାଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ମିଳିଥାଏ ଅଶୁଭ ଫଳ

ହିନ୍ଦୁ ଧର୍ମରେ ପ୍ରାଚୀନ କାଳରୁ ମନ୍ଦିରରେ କିମ୍ବା ଘରେ ଦେବା ଦେବୀଙ୍କ ମୂର୍ତ୍ତି ସମ୍ମୁଖରେ ପ୍ରସାଦ ଅର୍ପଣ କରିବାର ପରମ୍ପରା ରହିଆସିଛି। କେଉଁ ଦେବତାଙ୍କୁ କେଉଁ ନୈବେଦ୍ୟ ଅର୍ପଣ କରାଯିବା କଥା ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିକାଲି ଲୋକମାନେ କୌଣସି ଜିନିଷ ଆଣି ଭଗବାନଙ୍କ ନିକଟରେ…

କାଠ ବାକ୍ସରେ ଲୁଚି ରହିଛନ୍ତି ୨୦୦ରୁ ଅଧିକ ଗଣେଶ, ଏହା ପଛରେ ଥିବା କାରଣ କରିବ ଆପଣଙ୍କୁ ଚକିତ

ଭଗବାନଙ୍କୁ ନେଇ ଏମିତି ଅନେକ କଥା ରହିଛି, ଯାହାକୁ ଜାଣିବା ପାଇଁ ଆମର ଇଚ୍ଛା ରହିଥାଏ। ହିନ୍ଦୁ ଧର୍ମରେ କିମ୍ବଦନ୍ତୀଙ୍କୁ ନେଇ ଲୋକଙ୍କ ମନରେ ରହିଛି ଅନେକ ପ୍ରଶ୍ନ। ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହାକୁ ନେଇ ଅନେକ ରହସ୍ୟ ଲୁଚି ରହିଛି। ଯାହା ଲୋକଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି।…

କାରରେ ଲଗାନ୍ତୁ ଛୋଟ ଗଣେଶଙ୍କ ମୂର୍ତ୍ତି, ସମସ୍ତ ସଙ୍କଟରୁ ମିଳିବ ରକ୍ଷା

ଆଜିକାଲି ସମସ୍ତଙ୍କ ପାଖରେ କାର ରହିଛି। ଆଉ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ବଜେଟ ଅନୁସାରେ କାର କିଣିଥାନ୍ତି। କାର ପ୍ରତ୍ୟେକଙ୍କ ଜୀବନରେ ଏକ ଜରୁରୀ ଅଂଶ ହୋଇଗଲାଣି। ଆଉ କୌଣସି ସ୍ଥାନ ବହୁତ ଆରାମରେ ବସି ଯିବା ମଧ୍ୟ ସହଜ ହୋଇପଡେ। ତେବେ କାର କିଣିବା ସମୟରେ ଆମେ ଫିଚର୍ସ ଉପରେ ନିଶ୍ଚିତ…

ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ଉପାୟ, ତୁରନ୍ତ ଦୂର ହେବ ସବୁ ବାଧାବିଘ୍ନ

ଆପଣ ନିହାତି ଭାବେ ଜାଣିଥିବେ ଯେ ବୁଧବାର ଦିନ ଭଗବାନ ଶ୍ରୀ ଗଶେଷଙ୍କୁ ସମର୍ପିତ କରାଯାଏ। ଏହି ଦିନ ଶ୍ରୀ ଗଣେଷଙ୍କୁ ପୂଜା କଲେ ସମସ୍ତ ଦୁଃଖ ଦୂର ହେବା ସହିତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଏହି କାରଣରୁ ଏମାନଙ୍କୁ ରିଦ୍ଧି-ସିଦ୍ଧି କିମ୍ବର ସମ୍ପନ୍ନତା ଏବଂ ସିଦ୍ଧିର ଦେବତା ବୋଲି…

ଏଭଳି ଏକ ମନ୍ଦିର, ଯେଉଁଠାରେ ପୂଜା କରାଯାଇଥାଏ ମସ୍ତକ ବିହୀନ ଗଣେଶ ପ୍ରତିମା

ଆପଣ କେବେ ଏପରି ମନ୍ଦିର ବିଷୟରେ ଶୁଣିଛନ୍ତି, ଯେଉଁଠାରେ ଭଗବାନ ଗଣେଶଙ୍କ ମସ୍ତକ ନଥିବା ପ୍ରତିମା  ପୂଜା କରାଯାଇଥାଏ। ଏକଥା ଶୁଣବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଏକ ବିରଳ ଓ ବିଚିତ୍ର ମନ୍ଦିରଟିଏ ଉତ୍ତରାଖଣ୍ତର କେଦାରନାଥ ଉପତ୍ୟକାରେ ଅବସ୍ଥିତ। ଗର୍ଭଗୃହରେ ମସ୍ତକ ବିହୀନ ପ୍ରଭୁ…

ବ୍ରହ୍ମଚାରୀ ରହିବାକୁ ଚାହୁଁଥିଲେ ଭଗବାନ ଗଣେଶ, କିନ୍ତୁ କାହିଁକି ପରେ ବିବାହ କରିଥିଲେ ଦୁଇ ଜଣଙ୍କୁ

ଭଗବାନ ଗଣେଶଙ୍କ ପୂଜା କୌଣସି ବି ଶୁଭ କାର୍ଯ୍ଯ ପୂର୍ବରୁ କରାଯାଇଥାଏ। ସମସ୍ତ ଦେବା-ଦେବୀଙ୍କ ମଧ୍ଯରେ ପ୍ରଥମ ସ୍ଥାନ ଶ୍ରୀ ଗଣେଶଙ୍କର ହିଁ ହୋଇଥାଏ। ଏସବୁ ମଧ୍ଯରେ ଯଦି ଆମେ ଭଗବାନ ଗଣେଶଙ୍କ ବିବାହ ସମ୍ପର୍କରେ ଆଲୋଚନା କରିବା ତେବେ ସମସ୍ତ ଦେବା-ଦେବୀଙ୍କ ମଧ୍ଯରୁ ଗଜାନନଙ୍କ ବିବାହର ଏକ…