ପରଟାରେ ଦର୍ଶନ ଦେଲେ ପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ମା ସୁଭଦ୍ରା: ଆପଣ ବି ଦେଖିଲେ ହୋଇଯିବେ
କଟକ(କେନ୍ଯୁଜ୍): ରୁଟିରେ ମହାପ୍ରଭୁ ଜଗନ୍ନାଥ । ଏମିତି ଅଲୌକିକ ଘଟଣା ଦେଖିବାକୁ ମିଳିଛି କଟକରେ। କଟକରେ ଅଟୋ ଚଳାଇ ନିଜ ପରିବାରର ପେଟ ପୋଷୁଥିବା ଶେଖବଜାର ଅଞ୍ଚଳର ବିକ୍ରମ ବେହେରାଙ୍କ ଘରେ ଘଟିଛି ଏହି ଘଟଣା। ବିକ୍ରମଙ୍କ ବୟସ ପାଖାପାଖି ୩୦ ବର୍ଷ ହେବ। ଅଭାବ ଅନାଟନରେ ନିଜ ପରିବାରର ସବୁ…