Browsing Tag

lord jagannath

ଶ୍ରୀମନ୍ଦିରରେ ଚାଲିଛି ଦଶହରା ପର୍ବ, ଆଜି ସୁନାବେଶ ବା ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ଦଶହରା । ମହାପ୍ରଭୁଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ଚନ୍ଦନ ଲାଗି ନୀତି କରାଯିବ । ଏହାପରେ ନୂଆ ଲୁଗା,୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇ ମହାପ୍ରଭୁଙ୍କ ସୁନାବେଶ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ, ମାର୍କଣ୍ଡ ପୁଷ୍କରିଣୀରେ ଏହି ଲୀଳା ହୋଇଥାଏ ଅନୁଷ୍ଠିତ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ । ଶ୍ରୀମନ୍ଦିରରେ ଚାଲିଥିବା କୃଷ୍ଣ ଭାବାତ୍ମକ ବେଶର ଆଜି ଦ୍ୱିତୀୟ ଦିନ । ମଧ୍ୟାହ୍ନ ଧୂପ ପରେ ଆଜି କାଳୀୟ ଦଳନ ବେଶରେ ଦର୍ଶନ ଦେବାର ପରମ୍ପରା ରହିଛି । ଭାଦ୍ରବ ମାସ କୃଷ୍ଣ ଏକାଦଶୀ ତିଥିରେ ଶ୍ରୀକୃଷ୍ଣ ଏକ ଭୟଙ୍କର ସର୍ପକୁ ଦଳନ…

ଅନଲାଇନ ଜରିଆରେ ଜଗନ୍ନାଥ ଦର୍ଶନ ପ୍ରସଙ୍ଗକୁ ଖଣ୍ଡନ କଲେ ଶ୍ରୀମନ୍ଦିର ପ୍ରଶାସନ

କେନ୍ୟୁଜ୍(ବ୍ୟୁରୋ): ସତରେ କଣ ଦୀର୍ଘ ୫ ମାସ ହେବ ଭକ୍ତଠାରୁ ଦୂରରେ ଥିବା କାଳିଆ ସାଆନ୍ତେ ଭକ୍ତଙ୍କୁ ଦର୍ଶନ ଦେବେ ? ସତରେ କଣ ହେବକି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନଲାଇନ ଦର୍ଶନ । ଏଥିପାଇଁ ପ୍ରଶାସନିକ ସ୍ତରରେ ବିଚାର ବିମର୍ଶ ଚାଲିଥିବା କହିଲେ ପରିଚାଳନା କମିଟର ସଦସ୍ୟ ରାମଚନ୍ଦ୍ର ଦାସ…

ବଡଦାଣ୍ଡରେ ରଥ ଉପରେ ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି,ଭକ୍ତଶୂନ୍ୟ ବଡ଼ଦାଣ୍ଡ ଦେଖି…

ପୁରୀ(କେନ୍ୟୁଜ୍):  ବଡଦାଣ୍ଡରେ ରଥ ଉପରେ ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଆଜି ସ୍ବାୟଂ କାଳିଆ ଠାକୁର ଭାଇ ଭଉଣୀଙ୍କ ସହ ରାଜରାଜେଶ୍ବର ବେଶରେ ସାରା ବିଶ୍ବବାସୀଙ୍କୁ ଦର୍ଶନ ଦେଉଛନ୍ତି। ମହଣ ମହଣ ସୁନାରେ ବିଭୂଷିତ ହୋଇଛନ୍ତି ତିନି ଠାକୁର। ହେଲେ କୋଭିଡ୍-୧୯ କଟକଣା…

ଆଜି ମହାପ୍ରଭୁଙ୍କ ପବିତ୍ର ନବମୀ ଦର୍ଶନ, ସଂଧ୍ୟା ଧୂପ ପରେ ଆସନ୍ତାକାଲି ବାହୁଡା ପାଇଁ ଶ୍ରୀଜିଉଙ୍କ ସେନାପଟା ଲାଗି…

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ନବମୀ ସଂଧ୍ୟା ଦର୍ଶନ । ହେଲେ କୋଭିଡ କଟକଣା ଯୋଗୁ ଭକ୍ତ ସଂଧ୍ୟା ଦର୍ଶନରୁ ବଞ୍ଚିତ ରହିବେ । ମହପ୍ରଭୁଙ୍କ କେବଳ ଦୈନନ୍ଦିନ ନୀତିକାନ୍ତି ହେବ । ଆଜି ସଂଧ୍ୟା ଧୂପ ପରେ ଆସନ୍ତାକାଲି ବାହୁଡା ପାଇଁ ମହାପ୍ରଭୁଙ୍କ ସେନାପଟା ଲାଗି କରାଯିବ । ସେପଟେ…

ଆଜି ପବିତ୍ର ହେରାପଞ୍ଚମୀ, ମହାପ୍ରଭୁ ଜଗନ୍ନାଥଙ୍କ ରଥ ଭାଙ୍ଗିବେ ଅଭିମାନୀ ମା’ ଲକ୍ଷ୍ମୀ ଠାକୁରାଣୀ

ପୁରୀ: ଆଜି ପବିତ୍ର ହେରାପଞ୍ଚମୀ । ମହାପ୍ରଭୁ ଜଗନ୍ନାଥଙ୍କ ରଥ ଭାଙ୍ଗିବେ ଅଭିମାନୀ ମା' ଲକ୍ଷ୍ମୀ ଠାକୁରାଣୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମକ ଘୋଷଯାତ୍ରାରେ ନିଜ ପ୍ରାଣପ୍ରିୟା ପତ୍ନୀ ମା ଲକ୍ଷ୍ମୀଙ୍କୁ ଛାଡ଼ି ଜନ୍ମବେଦୀଙ୍କୁ ଆସିଛନ୍ତି । ଏଥିପାଇଁ ମା' ଠାକୁରାଣାୀ ମହାପ୍ରଭୁଙ୍କ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମହାପ୍ରଭୁଙ୍କ ପାଦପଦ୍ମର ଚିହ୍ନ, ସତରେ କ’ଣ ଜଗା ଦେଖାଇଲା କି ମହିମା !

ପୁରୀ(କେନ୍ଯୁଜ୍): ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଜୁଆଲ୍ ଭାଇରାଲ ହୋଇଥାଏ । ସେସବୁ ଭିତରୁ କିଛିଟା ସତ ହୋଇଥାଏ ତ ଆଉ କିଛି ଗୁଜବ ଥାଏ । କିନ୍ତୁ ଭାଇରାଲ୍ ଭିଡିଓ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଏସବୁ ଭିତରେ ଏମିତି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ଯାହାର ସତ୍ଯାସତ୍ଯ…

ଆଜି ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ: ୧୫ ଦିନ ଧରି ଅନବସରରେ ରହିବା ପରେ ରତ୍ନସିଂହାସନରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ । ଦୀର୍ଘ ୧୫ ଦିନ ଧରି ଅନବସରରେ ରହିବା ପରେ ଆଜି ମହାପ୍ରଭୁ ରତ୍ନସିଂହାସନରେ ଦର୍ଶନ ଦେବେ । ତେବେ କେଳବ ସେବାୟତମାନେ ଏହି ଦର୍ଶନ କରିପାରିବେ । ଆଜି ମହାପ୍ରଭୁଙ୍କ ବନକଲାଗି ତଥା ମୃଖଶିଂଖାର ନୀତି ଦତ୍ତମହାପାତ୍ର ମାନେ କରିବା ପରେ…

ଆଜି ଅଣସରରେ ମହାପ୍ରଭୁଙ୍କୁ ହେବ ଓଷ ଲାଗି

ପୁରୀ(କେନ୍ଯୁଜ୍): ଚାଲିଛି ମହାପ୍ରଭୁଙ୍କ ମାନବୀୟ ଲୀଳା । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଜ୍ୱରରେ ପୀଡ଼ିତ ମହାପ୍ରଭୁ । ଅଣସରରେ ଥିବା ମହାପ୍ରଭୁଙ୍କୁ ଆଜି ଓଷ ଲାଗି ହେବ । ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଗତକାଲି ଅନବସର ପଞ୍ଚମୀ ତିଥିରେ ଶ୍ରୀବିଗ୍ରହଙ୍କୁ ଫୁଲୁରୀ ତେଲ ଲାଗି…

ଅଣସର ଘରେ ମହାପ୍ରଭୁ: ଶ୍ରୀମନ୍ଦିରରେ ଘଣ୍ଟଘଣ୍ଟା ବଜାଇବା ନିଷିଦ୍ଧ କରାଯିବା ସହ ପଟିଦିଅଁଙ୍କୁ କରାଯାଉଛି ପୂଜାର୍ଚ୍ଚନା

ପୁରୀ: ଅତ୍ୟାଧିକ ସ୍ନାନ ହେତୁ ଅଣସର ଘରେ ରହି ଅସୁସ୍ଥତା ଭୋଗ କରୁଛନ୍ତି ମହାପ୍ରଭୁ । ଶ୍ରୀଅଙ୍ଗ ରକ୍ଷକ ଓ ଦଇତାପତିମାନେ ଏବେ ମହାପ୍ରଭୁଙ୍କ ସେବାରେ ଲାଗିପଡିଛନ୍ତି । ଗତକାଲି ମହାପ୍ରଭୁଙ୍କ ଓଦାଲୁଗା ଫିଟାଯିବା ପରେ ଆଜି ମହାପ୍ରଭୁଙ୍କ ଅନ୍ୟ ଗୁପ୍ତନୀତି କରାଯିବ । ଏବେ ଶ୍ରୀମନ୍ଦିରରେ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ, ସନ୍ଧ୍ୟା ଧୂପ ପରେ ମାଜଣା ମଣ୍ଡପ ନିକଟରେ ପଡିବ ହାତଗଣ୍ଠି

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ। ବିବାହ ଉତ୍ସବର ସମସ୍ତ ନୀତି ଶେଷ ହେବା ପରେ ମାଜଣା ମଣ୍ଡପ ନିକଟରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପ ପରେ ମହାପ୍ରଭୁ ଋକ୍ମଣଙ୍କ ହରଣ କରି ବିବାହ କରିବେ। ଅପରପଟେ ଆସନ୍ତା ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ।…

କରୋନା ଯୋଗୁ ଅଟକିବନି ମହାପ୍ରଭୁଙ୍କ ଚନ୍ଦନଯାତ୍ରା, ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ହେବ ପରମ୍ପରା

ପୁରୀ: କରୋନା ଯୋଗୁଁ ଅଟକିବନି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପରମ୍ପରା । ଏଥର ଶ୍ରୀକ୍ଷେତ୍ର ପୁରୀରେ ହେବ ବିନା ଭକ୍ତରେ ଚନ୍ଦନ ଯାତ୍ରା। ଚନ୍ଦନ ଯାତ୍ରାରେ ଗହଳିକୁ ବାରଣ କରାଯିବ। ଯାତ୍ରାବେଳେ ସାମାଜିକ ଦୁରତା ବଜାୟ ରହିବ। କଡା କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଏହି ପରମ୍ପରା। ଏନେଇ…