Browsing Tag

lord krishna

ଶ୍ରୀକୃଷ୍ଣଙ୍କ ଏହି ୧୦୮ଟି ନାଁକୁ ଜପ କରିବା ଦ୍ୱାରା ଦୂର ହୋଇଥାଏ ଜୀବନର ସବୁ ଦୁଃଖ

ଶ୍ରୀକୃଷ୍ଣକୁ କାହ୍ନା, ଶ୍ୟାମ, କେଶବ, ଗୋପାଳ, ଦ୍ୱାରିକାଧୀଶ ଆଦି ନାଁରେ ଭକ୍ତମାନେ ଡାକିଥାନ୍ତି। କିନ୍ତୁ ଭଗବାନଙ୍କର କେବଳ ଏତିକି ନାଁ ନାହିଁ। ତାଙ୍କ ଅନେକ ନାମ ରହିଛି। ପୌରାଣିକ ଗ୍ରନ୍ଥ ଅନୁସାରେ ଭଗବାନଙ୍କର ମୋଟ ୧୦୮ଟି ନାଁ ରହିଛି। ଯଦି ଜଣେ ଶୁଦ୍ଧପୂତ ଭାବେ ଏହି ନାଁ ଧରି…

ସବୁ ମାତାଙ୍କଠାରୁ ଊର୍ଦ୍ଧ୍ୱରେ ଥିଲେ ଯଶୋଦା, ଜାଣନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର କେତେଜଣ ଥିଲେ ମା’

ଭଗବାନ ଶ୍ରୀକୃଷ୍ଣଙ୍କ ବ୍ୟକ୍ତିତ୍ୱ ବହୁତ ରହସ୍ୟମୟ। ସେ ଗୀତା ରୂପେ ସଂସାରକୁ ଯେଉଁ ଜ୍ଞାନ ଦେଇଛନ୍ତି, ସେଥିରେ ଧର୍ମ, ଦର୍ଶନ ଏବଂ ଆଧ୍ୟାତ୍ମର ସବୁ ଧାରା ସମାହିତ ଅଛି। ଆଜି ଆମେ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ୩ ମାତାଙ୍କ ବିଷୟରେ ସଂକ୍ଷିପ୍ତ କଥା କହିବାକୁ ଯାଉଛୁ। ୧. ଦେବକୀ…

ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ନିଶ୍ଚିତ ଶିଖନ୍ତୁ ଏହି ସବୁ କଥା, ଜୀବନରେ ବୁଝିପାରିବେ ସମ୍ପର୍କର ମୂଲ୍ୟ

ଭାଦ୍ରପଦର ଅଷ୍ଟମୀକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ରୂପେ ପାଳନ କରାଯାଇଥାଏ। ଚଳିତ ବର୍ଷ ୨୩ ତାରିଖରେ ଜନ୍ମାଷ୍ଟମୀ ବ୍ରତ ପୁରା ଦେଶରେ ପାଳନ କରାଯାଇଥାଏ। ଭଗବାନ ଶ୍ରୀକୃଷ୍ଣ ତାଙ୍କ ଜୀବନରେ ସମସ୍ତ ସମ୍ପର୍କର ଦାୟିତ୍ବକୁ ପୂରଣ କରିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ…

ମହାଭାରତରେ ଯୁଧିଷ୍ଠିରଙ୍କୁ ଶ୍ରୀକୃଷ୍ଣଙ୍କ ଦେଇଥିଲେ ଉପଦେଶ, ସଫଳତା ପାଇଁ ମଣିଷ ନିୟମିତ କରିବା ଉଚିତ୍ ଏହି ଚାରି…

କେବଳ ଯୁଦ୍ଧ ନୁହେଁ ସଂପର୍କର ମାୟାଜାଲକୁ ନେଇ ମଧ୍ୟ କାହାଣୀ ମହାଭାରତ । କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ହୋଇଥିବା ଭୟଙ୍କର ଯୁଦ୍ଧ ପାଇଁ ପରିଚିତ ମହାଭାରତ । ତେବେ ଜୀବନକୁ ସୁମଧୁର କରିବା ପାଇଁ ଏହି ଧାର୍ମିକ ଗ୍ରନ୍ଥରେ ଅନେକ କିଛି ବର୍ଣ୍ଣନା କରାଯାଇଛି । ମହାଭାରତରେ ଜୀବନ ,ଧର୍ମ ,…

କାହିଁକି ଅର୍ଜୁନଙ୍କ ରଥରେ ଭୀଷ୍ମ ,ଦ୍ରୋଣାଚାର୍ଯ୍ୟ ଏବଂ କର୍ଣ୍ଣଙ୍କ ଦିବ୍ୟାସ୍ତ୍ରର ପଡିନଥିଲା କୌଣସି ପ୍ରଭାବ ?

ପାଣ୍ଡବ ଏବଂ କୌରବଙ୍କ ମଧ୍ୟରେ ଯୁଦ୍ଧ ମହାଭାରତ । ଧର୍ମ ଏବଂ ଅଧର୍ମ ମଧ୍ୟରେ ଯୁଦ୍ଧ ମହାଭାରତ । ଲୋଭ, କ୍ରୋଧ ଏବଂ ନାରୀଙ୍କ ଅପମାନ ଭଳି ଅନେକ ଘଟଣାର ପରିଣାମ ଥିଲା ମହାଭାରତ ଯୁଦ୍ଧ । ମହାଭାରତରେ କୌରବ ସେନାରେ ଥିଲେ ଭୀଷ୍ମ ପିତାମହ,ଦ୍ରୋଣାଚାର୍ଯ୍ୟ ଏବଂ କର୍ଣ୍ଣଙ୍କ ଭଳି ଅନେକ ଯୋଦ୍ଧା ।…

ମହାଭାରତରେ ତିନି ଜଣ କୃଷ୍ଣ ଥିଲେ, ଯାହାଙ୍କ ବିଷୟରେ ଆପଣ କେବେ ଜାଣି ନଥିବେ

ଆପଣମାନେ ମହାଭାରତର କାହାଣୀ ପଢିଥିବେ କିମ୍ବା ଟିଭିରେ ଦେଖିଥିବେ । ଏହି ମହାଭାରତର ପୌରାଣିକ କାହାଣୀରେ ଏମିତି କିଛି ରହସ୍ୟମୟ ଚରିତ୍ରମାନ ଥିଲେ ଯାହାଙ୍କ ବିଷୟରେ ଅନେକ ଲୋକ ଜାଣିଛନ୍ତି । କିନ୍ତୁ ଆଉ ଏମିତି କିଛି ରହସ୍ୟ ରହିଛି ଯାହା ବିଷୟରେ କେହି ଜାଣି ନାହାନ୍ତି । ତେବେ ଆସନ୍ତୁ…

ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନରୁ ଶିଖନ୍ତୁ ସଫଳ ହେବାର ଏହି ୫ଟି ସୁତ୍ର

ଗୀତାରେ ଜୀବନର କଥା ବିସ୍ତାର ରୂପେ ବର୍ଣ୍ଣନା କରାଯାଇଛି। ଗୀତାକୁ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ବରୂପ କୁହାଯାଇଥାଏ। ମଣିଷ ଜୀବନକୁ ସଫଳ କରିବାର ସୁତ୍ର ଗୀତାରେ ବର୍ଣ୍ଣନା କରାଯାଇଛି। ଜୀବନରେ ସଫଳତା ପ୍ରାପ୍ତ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ଜଡ଼ିତ କଥାର ଅଧ୍ୟୟନ କରି ଶିଖିବାକୁ ହେବ।…

କିପରି ପ୍ରାପ୍ତ ହେବ ବୈକୁଣ୍ଠ ? ଗୀତାରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଭକ୍ତିର ୯ଟି ରୂପ

ଭକ୍ତି ୯ ପ୍ରକାର ବୋଲି ଧର୍ମଗ୍ରନ୍ଥରେ କୁହାଯାଇଛି । ଆଉ ଭକ୍ତିର ଏହି ୯ଟି ରୂପକୁ ନବଧା ଭକ୍ତି କୁହାଯାଏ । ଯଦି କୌଣସି ବ୍ୟକ୍ତି ଏହି ୯ଟି ମଧ୍ୟରୁ କୌଣସି ଗୋଟିଏ ଗୋଟିଏ ଭକ୍ତିକୁ ଚରଦିନ ପାଇଁ ଆପଣେଇ ନିଏ ତେବେ ତାହା ହିଁ ତାକୁ ବୈକୁଣ୍ଠ ଧାମ ପ୍ରାପ୍ତ କରାଇଥାଏ । ଏହି ୯ଟି ଉପାୟ ଅତ୍ୟନ୍ତ…

ଭଗବାନ୍ ଶ୍ରୀକୃଷ୍ଣଙ୍କର ବର୍ଥ ସାର୍ଟିଫିକେଟ୍ ମାଗିଲା RTI, କହିଲା ରାସଲୀଳା ବିଷୟରେ ମଧ୍ୟ ଦିଅ ତଥ୍ଯ

ଭଗବାନ୍ ଶ୍ରୀ କୃଷ୍ଣଙ୍କ ଜନ୍ମ ପ୍ରମାଣ ପତ୍ର ମାଗିଛି ଆରଟିଆଇ । ଏହା ସହ ଶ୍ରୀକୃଷ୍ଣଙ୍କର ଗାଁ, ରାସଲୀଳା ଏବଂ ଗୋପିଙ୍କ ସହ ସମ୍ପର୍କକୁ ନେଇ ମଥୁରା ଜିଲ୍ଲା ପ୍ରଶାସନକୁ ସମସ୍ତ ତଥ୍ଯ ମାଗିଛି ଆରଟିଆଇ । ଯାହା ପରେ ଅପ୍ରିତିକର ପରିସ୍ଥିତି ଦେଇ ଯାଉଛନ୍ତି ସରକାରୀ ଅଧିକାରୀ । ସୂଚନା…

ଜାଣିଛନ୍ତି କି କେମିତି ଥିଲା ରୂପ, ରଙ୍ଗ ଏବଂ କେମିତି ଦେଖାଯାଉଥିଲେ ଭଗବାନ ଶ୍ରୀ କୃଷ୍ଣ ?

ହିନ୍ଦୁ ଧର୍ମର ଆରାଧ୍ୟ ଭଗବାନ ଶ୍ରୀ କୃଷ୍ଣ । ହେଲେ କେମିତି ରହିଛି ଶ୍ରୀ କୃଷ୍ଣଙ୍କ ଶାରୀରିକ ସଂରଚନା ?  କେମିତି ଦେଖାଯାଉଥିଲେ ଦେବକୀନନ୍ଦନ ? କେବେ ଭାବିଛନ୍ତି ? ତେବେ ପୁରାଣରେ ବର୍ଣ୍ଣିତ ଭଗବାନ ଶ୍ରୀ କୃଷ୍ଣଙ୍କ ଶାରୀରିକ ସଂରଚନା କିଛି ଏପରି ରହିଛି । କଠୋର ଏବଂ କୋମଳ ଶରୀର …

ସଫଳତାର ୧୦ ମନ୍ତ୍ର : ଶିଖନ୍ତୁ ମ୍ୟାନେଜମେଣ୍ଟ ଗୁରୁ ଭଗବାନ ଶ୍ରୀ କୃଷ୍ଣଙ୍କଠାରୁ

ମ୍ୟାନେଜମେଂଟ୍ ଗୁରୁ ଭଗବାନ୍ ଶ୍ରୀକୃଷ୍ଣ । ଯାହାଙ୍କ ଶିକ୍ଷା ଆଜିର ଯୁବପୀଢି ପାଇଁ ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ ଯେତିକି ଅର୍ଜୁନଙ୍କ ପାଇଁ ଥିଲା । ଶ୍ରୀକୃଷ୍ଣଙ୍କର ବ୍ୟାବହାରିକ ଜ୍ଞାନ ଆଜି ବି ଦିଏ ସଫଳତାର ଗ୍ୟାରେଂଟି । ମହାଭାରତର ସବୁଠାରୁ ବଡ଼ ଯୋଦ୍ଧା ନା କେବଳ ନିଜ ଗୁରୁଙ୍କଠାରୁ…