Browsing Tag

Lord Rama

ଭଗବାନ ରାମଙ୍କର ଏକ ଭଉଣୀ ଥିଲେ, କିନ୍ତୁ ରାମାୟଣରେ କାହିଁକି ଅଜ୍ଞାତ ରହିଲେ?

ରାମାୟଣର ସମସ୍ତ ଚରିତ୍ର ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି। ସମସ୍ତେ ଜାଣନ୍ତି ଯେ ଭଗବାନ ରାମଙ୍କର ୩ ଭାଇ, ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନ ଥିଲେ କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ ପ୍ରଭୁ ରାମଙ୍କର ମଧ୍ୟ ଜଣେ ଭଉଣୀ ମଧ୍ୟ ଥିଲେ । ଯାହାଙ୍କ ନାମ ହେଉଛି ଶାନ୍ତା । ରାମାୟଣରେ ମଧ୍ୟ…

ଦୁନିଆର ଏମିତି ଏକ ମନ୍ଦିର ଯେଉଁଠି ଭକ୍ତଙ୍କୁ ଦିଆଯାଏନି ମନ୍ଦିରର ପ୍ରସାଦ

ଭାରତରେ ଭଗବାନ ରାମଙ୍କ ସବୁଠୁ ବଡ଼ ଭକ୍ତ ସଙ୍କଟମୋଚନ ହନୁମାନଙ୍କ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି। ଶ୍ରୀରାମ ଭକ୍ତ ହନୁମାନଙ୍କ ଅନେକ ନାମରେ ପୂଜା ପାଇଥାନ୍ତି। ଦୁନିଆରେ ସଙ୍କଟମୋଚନକୁ ନେଇ ଭକ୍ତଙ୍କ ଭାବାବେଗ ଓ ବିଶ୍ୱାସ ସ୍ୱତନ୍ତ୍ର ରହିଛି। ମାନ୍ୟତା ଅନୁଯାୟୀ, ହନୁମାନଙ୍କ ପୂଜା କରିବା…

ପ୍ରଭୁ ଶ୍ରୀରାମଙ୍କୁୁ କାହିଁକି ମର୍ଯ୍ୟାଦା ପୁରୁଷ କୁହାଯାଏ, ଜାଣନ୍ତୁ

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଭଗବାନ ବିଷ୍ଣୁଙ୍କର ୭ମ ଅବତାର। ଯିଏ ତ୍ରେତୟା ଯୁଗରେ ରାବଣର ସଂହାର କରିବା ପାଇଁ ମାନବ ରୂପରେ ଧରାବତରଣ କରିଥିଲେ। କୌଶଲ୍ୟା ନନ୍ଦନ ପ୍ରଭୁ ଶ୍ରୀରାମ ଭାଇ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କୁ ସମାନ ଭାବେ ପ୍ରେମ କରୁଥିଲେ। ପ୍ରଭୁ ରାମଚନ୍ଦ୍ର ମାତା…

ଭାରତରେ ଭଗବାନ ରାମଙ୍କ ଭଉଣୀ ଶାନ୍ତାଙ୍କ ରହିଛି ୨ ମନ୍ଦିର, ଜାଣନ୍ତୁ କେଉଁଠି?

ଅଯୋଧ୍ୟାରେ ରାମ ଜନ୍ମଭୂମିରେ ଶହ ଶହ ବର୍ଷ ପରେ ପୁଣି ଏକ ବିଶାଳ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା କରିଛନ୍ତି। ସାରା ଦେଶରେ ଶ୍ରୀ ରାମଙ୍କର ଅନେକ ପ୍ରସିଦ୍ଧ ମନ୍ଦିର ଅଛି କିନ୍ତୁ ଆପଣ ଏବେ ବି ଜାଣି ନଥିବେ…

ବନବାସ ବେଳେ ଶବରୀଙ୍କ ଅଁଇଠା ଫଳ ଖାଇ ଦୁନିଆକୁ ଏହି ବାର୍ତ୍ତା ଦେଇଥିଲେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର

ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ପିତୃବଚନ ପାଳନ କରିବା ପାଇଁ ୧୪ ବର୍ଷ ଲାଗି ବନବାସ ଯାଇଥିଲେ। ଏହି ସମୟରେ ସେ ଜଣେ ଶବରୀଙ୍କୁ ସାକ୍ଷାତ କରିଥିଲେ। ଶବରୀଙ୍କ ପ୍ରକୃତ ନାମ ଥିଲା ଶ୍ରମଣା। ସେ ଭିଲ ସମୁଦାୟର ଥିଲେ। ଏଣୁ ତାଙ୍କ ବିବାହ ଜଣେ ଭିଲ ଯୁବକଙ୍କ ସହ ସ୍ଥିର ହୋଇଥିଲା। ଶବର…

ଶ୍ରୀରାମ ଯୁଦ୍ଧରେ ବିଜୟ ଲାଭ କରିବା ପାଇଁ ରାବଣକୁ ମାଗିଥିଲେ ଆଶୀର୍ବାଦ,ଜାଣନ୍ତୁ କାହିଁକି ?

ମହର୍ଷି ବାଲ୍ମିକଙ୍କ ଦ୍ବାରା ଲେଖାଯାଇଥିବା ରାମାୟଣ ମହାକାବ୍ୟରେ ରାବଣର ସବୁଠାରୁ ପ୍ରମାଣିକ ତଥ୍ୟ ମିଳିଥାଏ। ହିନ୍ଦୁ ଧର୍ମକୁ ମାନୁଥିବା ପ୍ରାୟ ସବୁ ଲୋକ ରାମ,ସୀତା ଏବଂ ରାବଣଙ୍କୁ ଭଲଭାବେ ଜାଣିଥିବେ। କିନ୍ତୁ ରାବଣ ସହ ଜଡ଼ିତ ଥିବା କିଛି ତଥ୍ୟ ଅଛି ଯାହା ଏବେ ମଧ୍ୟ ବହୁତ ଲୋକ ଜାଣିନଥିବେ।…

୨୦ ହଜାର କୋଟି ସମ୍ପତ୍ତିର ମାଲିକ ଏହି ଯୁବକ, ଯିଏ ନିଜକୁ କହୁଛନ୍ତି ଭଗବାନ ରାମଙ୍କ ବଂଶଜ

୨୧ ବର୍ଷର ଯୁବକ ୨୦ ହଜାର କୋଟି ଟଙ୍କାର ମାଲିକ, ଏହା ଶୁଣିବାକୁ ବିଲକୁଲ୍‌ ଅସମ୍ଭବ ଲାଗିଲେ ମଧ୍ୟ ସତ। କେବଳ ଏତିକି ନୁହେଁ ଯୁବକ ଜଣକ ନିଜକୁ ଭଗବାନ ରାମଙ୍କ ବଂଶଜ ବୋଲି ମଧ୍ୟ କହୁଛନ୍ତି। ଏହି ଯୁବକ ଜଣଙ୍କର ନାଁ ହେଉଛି ପଦ୍ମନାଭ ସିଂହ ଏବଂ ସେ ଜୟପୁର ରାଜବଂଶର ସମ୍ପର୍କୀୟ। ସେ ଜୟପୁରର…