Browsing Tag

Lord Rama temple

ଦେଶରେ ପ୍ରଥମ…ଏହି ମନ୍ଦିରରେ ପୂଜା ପାଉଥିବା ପ୍ରଭୁ ଶ୍ରୀରାମଙ୍କର ରହିଛି ନିଶ

ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ଗୋଟିଏ ଗ୍ରାମରେ ଜାନୁଆରୀ ୨୨ରେ ଅଯୋଧ୍ୟା ଧାମ ପରି ହେବାକୁ ଯାଉଛି । ରାଓ ଲଖ୍‌ମେ ସିଂଙ୍କ ରାଜ୍ୟ ଭାବରେ ପ୍ରସିଦ୍ଧ ଭାମଗଡରେ ଏକ ଅନନ୍ୟ ୫୦୦ ବର୍ଷ ପୁରୁଣା ମନ୍ଦିର ଅଛି ।  ତେବେ ସେଠାରେ ପ୍ରଭୁ ରାମ, ସୀତା ଏବଂ ଲକ୍ଷ୍ମଣଙ୍କର ପ୍ରତ୍ୟେକ ଦୁଇଟି ମୂର୍ତ୍ତି…

ଅଯୋଧ୍ୟାରେ ତିଆରି ତମ୍ବୁ ସହରରେ ରହିବେ ୮୦ ହଜାର ଶ୍ରଦ୍ଧାଳୁ, ମିଳିବ ଏହି ସବୁ ସୁବିଧା

ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଭକ୍ତମାନଙ୍କୁ ସ୍ୱାଗତ କରିବା ପାଇଁ ରାମ ନଗରୀକୁ ସବୁ ପ୍ରକାରରେ ସଜାଯାଉଛି। ୨୦୨୪ ଜାନୁୟାରୀ ୨୨ରେ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ଲକ୍ଷ ଲକ୍ଷ ଭକ୍ତ ପ୍ରାଣ…

ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠାର ତାରିଖ ଓ ଶୁଭ ମୁହୂର୍ତ୍ତ ଚୂଡ଼ାନ୍ତ, ପିଏମ୍‌ ମୋଦି ୨ଟି ମୂର୍ତ୍ତି ପ୍ରତିଷ୍ଠା…

ସାରା ବିଶ୍ୱର ରାମଭକ୍ତଙ୍କ ପାଇଁ ଖୁସି ଖବର। ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରରେ ପ୍ରଭୁ ରାମଙ୍କ ବିରାଜମାନର ତାରିଖ ଏବଂ ଶୁଭ ମୁହୂର୍ତ୍ତ ଚୂଡ଼ାନ୍ତ ହୋଇଛି। ପ୍ରଭୁ ରାମଙ୍କ ମୂର୍ତ୍ତି ପ୍ରତିଷ୍ଠା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଆସିବେ। ୨୦୨୪ ଜାନୁୟାରୀ ୨୨ରେ…

ଏହି ମନ୍ଦିରରେ ଶ୍ରୀରାମଙ୍କ ବିନା ପୂଜା ପାଆନ୍ତି ମାତା ସୀତା, ଶ୍ରଦ୍ଧାଳୁଙ୍କ ରହିଛି ଅଖଣ୍ଡ ବିଶ୍ୱାସ

ଭାରତର ପ୍ରାୟ ସବୁ ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ସହ ହିଁ ମାତା ସୀତାଙ୍କୁ ପୂଜା କରାଯାଇଥାଏ । କିନ୍ତୁ ଦେଶରେ ଏମିତି ହିଁ ଏକ ସ୍ଥାନ ଅଛି ଯେଉଁଠି ରାମଙ୍କ ବିନା ମା'ଙ୍କୁ ପୂଜା କରାଯାଇଥାଏ । ଦେଶର ହୃଦୟ ରାଜ୍ୟ ଭାବେ ଜଣା ମଧ୍ୟପ୍ରଦେଶରେ ହିଁ ଏପରି ଏକ ଅନନ୍ୟ ମନ୍ଦିର ଅଛି । ଏହି ରାଜ୍ୟ…