Browsing Tag

lord shiv

ଆଜି ଶ୍ରାବଣ ମାସର ତୃତୀୟ ସୋମବାର, ସି୍ଧେଶ୍ୱର ପୀଠରେ ହଜାର ହଜାର ବୋଲବମ ଭକ୍ତଙ୍କ ସମାଗମ

ବାର ମଧ୍ୟରେ ଶ୍ରେଷ୍ଠ ବାର ହେଉଛି ସୋମବାର । କାରଣ ଏହା ହେଉଛି ପ୍ରଭୁ ଶିବଙ୍କ ବାର । ସମସ୍ତ ପ୍ରକାର ବ୍ୟାଧିର ନାଶକ ହେଉଛନ୍ତି ମହାଦେବ ଶିବ । ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ତେଣୁ ଆଜି ମଧ୍ୟ ରାଜ୍ୟର ଅନେକ ଶୈବ ପୀଠ ଲୋକାରଣ୍ୟ ହୋଇପଡିଛି । ଅନୁଗୋଳ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ…

ଶ୍ରାବଣ ମାସରେ ରୁଦ୍ରାକ୍ଷର ମହତ୍ୱ,ଏହାକୁ ଧାରଣ କଲେ ବହୁ ସମସ୍ୟାରୁ ମିଳେ ମୁକ୍ତି

ଧାର୍ମିକ ତଥ୍ୟ ଅନୁସାରେ ରୁଦ୍ରାକ୍ଷକୁ ଧାରଣ କରିବା ବା ପିନ୍ଧିବା ଦ୍ୱାରା ଭଗବାନ ଶିବଙ୍କର କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି  । ଏହା ସହିତ ଜୀବନରେ ଜଡିତ ରହିଥିବା ଯେକୈାଣସି ସମସ୍ୟାର ସମାଧାନ ମିଳିଯାଇଥାଏ । ଶିବ ଭଗବାନଙ୍କ ପ୍ରିୟ ମାସ ହେଉଛି ଏହି ଶ୍ରାବଣ ମାସରେ । ତେବେ କିଭଳି ଏହି…

ମହିଳାମାନେ ଶିବଲିଙ୍ଗଙ୍କୁ କାହିଁକି ସ୍ପର୍ଶ କରିବା ଉଚିତ ନୁହେଁ? ଜାଣନ୍ତୁ ଶିବଲିଙ୍ଗ ପୂଜା କରିବାର ଗୁରୁତ୍ୱ

ମହାଦେବ ଶିବଙ୍କ ପୂଜା କରିବା ଦ୍ୱାରା ପ୍ରତ୍ୟେକ ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ । ପ୍ରାଚୀନ ଶାସ୍ତ୍ର ଅନୁଯାୟୀ ଏହି ବ୍ରହ୍ମାଣ୍ଡ ଶିବଲିଙ୍ଗରୁ ଉତ୍ପନ୍ନ ହୋଇଥିଲା । କୁହାଯାଏ ଯେତେବେଳେ ଏହି ଦୁନିଆରେ କିଛି ନଥିଲା, ସେତେବେଳେ ଏକ ବିଶାଳ ଶିବଲିଙ୍ଗ ଦେଖାଦେଇଗଲା, ଯାହା ସମଗ୍ର…

ନୂଆବର୍ଷରେ ଭୋଳାନାଥଙ୍କୁ ଲଗାନ୍ତୁ ଏହି ଭୋଗ, ଖୁସିରେ କଟିବ ଆପଣଙ୍କ ଆଗାମୀ ବର୍ଷ

ହିନ୍ଦୁ ଧର୍ମରେ ସୋମବାର ଦିନ ଶିବଙ୍କୁ ଉତ୍ସର୍ଗ କରାଯାଇଛି, ତେଣୁ ଭଗବାନ ଶଙ୍କର ଏବଂ ମା’ ପାର୍ବତୀଙ୍କୁ ଏହି ଦିନ ପୂଜା କରାଯାଏ ଏବଂ ତାଙ୍କ ପାଇଁ ଉପବାସ ମଧ୍ୟ କରାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ ସୋମବାର ପୂଜା କରୁଥିବା ଏବଂ ଉପବାସ କରୁଥିବା ବ୍ୟକ୍ତିଙ୍କ ଜୀବନ ସର୍ବଦା ସୁଖରେ…

ଜାଣିଛନ୍ତି କି କାହିଁକି କରାଯାଏ ଭଗବାନ ଶିବଙ୍କ ଅଭିଷେକ, ସନାତନ ଧର୍ମରେ ରହିଛି ବିଶେଷ ମହତ୍ତ୍ୱ

ଭଗବାନ ଶିବଙ୍କର ଜଳ ଅଭିଷେକ ପ୍ରାୟତଃ ସମସ୍ତେ କରିଥିବେ । ସନାତନ ଧର୍ମରେ ଏହାର ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ କରାଯାଏ ଯେ ଅଭିଷେକ କରିବା ଦ୍ୱାରା ମହାଦେବ ବହୁତ ଶୀଘ୍ର ପ୍ରସନ୍ନ ହୁଅନ୍ତି ଏବଂ ଭକ୍ତମାନଙ୍କ ଇଚ୍ଛା ଅନୁସାରେ ବର ପ୍ରଦାନ କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଭଗବାନ…

ସୋମବାର ବ୍ରତରେ କରନ୍ତୁ ନାହିଁ ଏହି ଭୁଲ

ଶ୍ରାବଣ ମାସ ବିଶେଷ କରି ଭଗବାନ ଭୋଳାଶଙ୍କରଙ୍କୁ ସମର୍ପିତ କରାଯାଇଛି। ଏହି ମାସରେ କରାଯାଇଥିବା ଉପାୟର ଖୁବ ଶୀଘ୍ର ଫଳ ମିଳିଥାଏ। ପବିତ୍ର ଶ୍ରାବଣ ମାସ, ପୂଣ୍ୟ ଅର୍ଜନ କରିବାର ମାସ । ସେଥିପାଇଁ ଶ୍ରଦ୍ଧାଳୁ ମହାଦେବଙ୍କ ପାଇଁ ପୂଜାର୍ଚ୍ଚନା, ଉପବାସ ରଖିଥାନ୍ତି ।କୁହାଯାଏ ଯେ ଯଦି କେହି ଭଲ…

ଚଳିତ ବର୍ଷର ଶ୍ରାବଣରେ ଜାଣନ୍ତୁ ଶୁଦ୍ଧବାର

ଭଗବାନ ଶଙ୍କରଙ୍କର ଅତ୍ଯନ୍ତ ପ୍ରିୟ ଶ୍ରାବଣ ସୋମବାର। ଏହିକାରଣରୁ ଶିବଙ୍କ ପୂଜା ପାଇଁ ଶ୍ରାବଣ ମାସ ଉତ୍ତମ ହେବା ସହ ଏହି ମାସରେ ଭଗବାନଙ୍କର ବିଶେଷ ପୂଜା-ଅର୍ଚ୍ଚନା କରାଯାଇଥାଏ। ଏହି ପବିତ୍ର ମାସରେ ପାର୍ଥିବ ଶିବଲିଙ୍ଗ ନିର୍ମାଣକୁ ବିଶିଷ୍ଟ କୁହାଯାଇଥାଏ। କାରଣ ସାଧକମାନେ ନିଜେ ଏହି…

ଭୋଳାନାଥଙ୍କ ଶରଣରେ ମେହବୁବା ମୁଫତି, ନବଗ୍ରହ ମନ୍ଦିରରେ କଲେ ଜଳାଭିଷେକ

ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି)ର ଅଧ୍ୟକ୍ଷ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ପୁଞ୍ଛ ଜିଲ୍ଲାରେ ଥିବା ନବଗ୍ରହ ମନ୍ଦିରକୁ ଦର୍ଶନ କରିବାକୁ ଯାଇଛନ୍ତି । ଏହି ସମୟରେ ମେହବୁବା ପୂଜାର୍ଚ୍ଚନା କରିବା ସହିତ ଶିବଲିଙ୍ଗରେ ଜଳାଭିଷେକ କରିଛନ୍ତି । ହେଲେ ମେହବୁବା ମୁଫ୍‌ତିଙ୍କ…

ଉମରକୋଟରେ ପାଳତି ହୋଇଛି ସ୍ୱାମୀ ଅୟପ୍ପାଙ୍କ ପ୍ରସିଦ୍ଧ ଅଗ୍ନିପୂଜା, ଯୋଗ ଦେଇଥିଲେ ଅନେକ ଶ୍ରଦ୍ଧାଳୁ

ଦକ୍ଷିଣ ଭାରତର ବିଶ୍ୱପ୍ରସିଦ୍ଧ ମନ୍ଦିର ସାବରୀମାଳା। ଯେଉଁଠି ପୂଜା ପାଆନ୍ତି ସ୍ୱାମୀ ଅୟାପ୍ପା। ପୁରାଣ ଅନୁ ଯାୟୀ ଭଗବାନ ଅୟପ୍ପା ହେଉଛନ୍ତି ସ୍ୱୟଂ ବିଷ୍ଣୁ ଓ ଶିବଙ୍କ ପୁତ୍ର। ଏବେ ଆପଣ ଭାବିବେ ଏହା କିପରି ସମ୍ଭବ? କାରଣ ସନ୍ତାନ ଜନ୍ମ ପାଇଁ ନାରୀର ଆବଶ୍ୟକତା ରହିଛି । ତେବେ ଜାଣିରଖନ୍ତୁ…

ସୁନାର ଲଙ୍କା ପ୍ରଥମେ କେଉଁଠି ଥିଲା? ଏହା ଲଙ୍କାପତି ରାବଣଙ୍କର ହେଲା କିପରି ଜାଣନ୍ତୁ ..

ଦେବାଧିଦେବ ମହାଦେବ। ଭୋଳା ମନ ତାଙ୍କର। ଯିଏ ଥରେ ପ୍ରସନ୍ନ କରିଦେଇଛି ତାକୁ ସେ ତାର ଇଚ୍ଛା ଅନୁସାରେ ସବୁକିଛି ପ୍ରଦାନ କରନ୍ତି। ଭୋଳାବାବାଙ୍କ ସ୍ୱଭାବରେ ମାତା ପାର୍ବତୀ ମଧ୍ୟ ବେଶ ଖୁସି ଅନୁଭବ କରନ୍ତି। ସେଥିପାଇଁ ତ ବାବାଙ୍କ ନାମରେ ତପସ୍ୟା କରି ତାଙ୍କୁ ସ୍ୱାମୀ ରୂପେ ପାଇବା ପାଇଁ ଅନେକ…

ମାଆଙ୍କୁ ହତ୍ୟା କରି ପ୍ରାୟଶ୍ଚିତ ପାଇଁ ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ ଋଷି ଜମଦାଗ୍ନୀ, ଆପଣ ବି ଥରେ ଦର୍ଶନ କରନ୍ତୁ…

ଏବେ ଚାଲିଛି ଶ୍ରାବଣ ମାସ। ଏହି ମାସର ପ୍ରତ୍ୟେକ ସୋମବାରରେ କାଉଡ଼ିଆମାନେ ଜଳାଭିଷେକ କରିବାକୁ ଆସିଥାନ୍ତି। ତେବେ କେବଳ ସୋମବାର ନୁହେଁ, ଶ୍ରାବଣ ମାସର ପ୍ରତ୍ୟେକ ଦିନର ସ୍ୱତନ୍ତ୍ରତା ରହିଛି। ତେବେ ଏହାରି ଭିତରେ ଚଳିତ ମାସରେ ଥିବା ପ୍ରଦୋଷ ବ୍ରତ ଏବଂ ମାନସିକ ଶିବରାତ୍ରୀର ସ୍ୱତନ୍ତ୍ର…

ଶ୍ରାବଣ ଦ୍ୱିତୀୟ ସୋମବାରରେ ଶୈବପୀଠରେ ଜଳାଭିଷେକ ପାଇଁ ବାହାରିଛନ୍ତି କାଉଡ଼ିଆ

ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ। ପବିତ୍ର ଶ୍ରାବଣ ମାସ ଭଗବାନ ଭୋଳାନାଥଙ୍କୁ ବିଶେଷ ଭାବେ ସମର୍ପିତ କରାଯାଇଥାଏ। ଏହି ମାସରେ ପ୍ରତ୍ୟେକ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ମାଇଲ ମାଇଲ ବାଟ ଖାଲି ପାଦରେ ଚାଲି କାନ୍ଧରେ କାଉଡି ଭାର ଧରି ଭଗବାନଙ୍କ ନିକଟକୁ ଯାଇଥାନ୍ତି। ଆଖପାଖରେ ଥିବା ମନ୍ଦିର ସହ…