Sabuthi Sabubele Hata Muthare Khabar
Browsing Tag

lord shiva

ଏହି ଗୁମ୍ଫାରେ ରହିଥାନ୍ତି ସ୍ୱୟଂ ଶିବଶଙ୍କର, ପ୍ରସନ୍ନ ହେବା ମାତ୍ରେ ଭକ୍ତଙ୍କୁ ଦେଇଥାନ୍ତି ଦର୍ଶନ

ରାଜସ୍ଥାନର ଏକ ପାହାଡ ଉପରେ ଅବସ୍ଥିତ ମାଉଣ୍ଟଆବୁ ରାଜ୍ୟର ଏକମାତ୍ର ପବିତ୍ର ସ୍ଥଳ। ମାଉଣ୍ଟଆବୁ ଅରାବଳୀ ପାହାଡର ସବୁଠାରୁ ଉଚ୍ଚା ପର୍ବତ, ଯାହା ହିନ୍ଦୁ ଏବଂ ଜୈନ ସମ୍ପ୍ରଦାୟଙ୍କ ତୀର୍ଥସ୍ଥାନ। ଏହାବ୍ୟତୀତ ଗ୍ରୀଷ୍ମଋତୁ ସମୟରେ ଏହା ଏକମାତ୍ର ହିଲ୍‌ ଷ୍ଟେସନ ଯାହା ସହରବାସୀଙ୍କ ପାଇଁ ମୁଖ୍ୟ…

ଜାଣନ୍ତୁ କାହିଁକି ଭଗବାନ ଶଙ୍କରଙ୍କର ଅତିପ୍ରିୟ ବେଲପତ୍ର, ପୂଜାରେ ଏହି କଥାରେ ରଖନ୍ତୁ ବିଶେଷ ଧ୍ୟାନ

ଚଳିତ ବର୍ଷ ମହାଶିବରାତ୍ରୀ ଆସନ୍ତା ୨୧ ଫେବୃଆରୀରେ ପାଳନ କରାଯିବ। ଶିବରାତ୍ରୀ ତ ପ୍ରତ୍ୟେକ ମାସରେ ଆସିଥାଏ କିନ୍ତୁ ପାଲଗୁନ ମାସର କୃଷ୍ଣପକ୍ଷ ଚର୍ତୁଦଶୀ ଦିନ ପଡୁଥିବା ଶିବରାତ୍ରୀର ବିଶେଷ ମହତ୍ତ୍ୱ ରହିଥାଏ, ଯାହାକୁ ମହାଶିବରାତ୍ରୀ ରୂପେ ପାଳନ କରାଯାଏ। ଭଗବାନ ଶିବଙ୍କ ପୂଜାରେ ସର୍ବାଧିକ…

ଆଜି ମଧ୍ୟ ଘୁରିବୁଲୁଛି ଶିବଙ୍କର ଏହି ଅବତାର, ଏହି ଦୁର୍ଗରେ କରୁଛନ୍ତି ବାସ

ମହାଭାରତ ବିଷୟରେ ଜାଣିଥିବା ଲୋକମାନେ ତ ନିଶ୍ଚିତ ଅଶ୍ୱଥାମଙ୍କ ବିଷୟରେ ଜାଣିଥିବେ। ଉଲ୍ଲେଖ ରହିଛି ମହାଭାରତର ଅନେକ ପ୍ରମୁଖ ଚରିତ୍ର ମଧ୍ୟରେ ଅଶ୍ୱଥାମାଙ୍କର ମଧ୍ୟ ପ୍ରମୁଖ ଭୂମିକା ରହିଥିଲା। ମହାଭାରତ ଅନୁଯାୟୀ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱଥାମା କାଳ, କ୍ରୋଧ, ଯମ ଏବଂ ଭଗବାନ ଶିବଙ୍କ…

କେତେ ହଜାର ବର୍ଷ ପୂର୍ବରୁ ସୃଷ୍ଟି ହୋଇଥିଲେ ଭଗବାନ ଶଙ୍କର? ଜାଣନ୍ତୁ ପୌରାଣିକ ଏବଂ ପ୍ରତ୍ନତତ୍ତ୍ୱବିିତ୍‌ ପ୍ରମାଣ

ଓଁ ନମଃ ଶିବାୟ। ମାତା ସତି ଏବଂ ପାର୍ବତୀଙ୍କ ପତି ଭଗବାନ ଶଙ୍କର କେବେ ଏବଂ କେତେ ହଜାର ବର୍ଷ ପୂର୍ବରୁ ହୋଇଥିଲେ? ଏନେଇ ନିଶ୍ଚିନ୍ତ ଆପଣମାନଙ୍କ ମନରେ ପୌରାଣିକ ଏବଂ ପ୍ରତ୍ନତତ୍ତ୍ୱ ସମ୍ବନ୍ଧୀୟ ପ୍ରଶ୍ନ ଉଙ୍କି ମାରୁଥିବ। ତେବେ ଆଜି ଆମେ ଆପଣଙ୍କୁ ଏହା ସମ୍ପର୍କିତ କିଛି ଖାସ୍‌ ତଥ୍ୟ ବିଷୟରେ…

କଣ ଆପଣ ଜାଣିଛନ୍ତି କି ଆପଣଙ୍କ ଉପରେ ରହିଛି ଭଗବାନ ଶିବଙ୍କ ଋଣ, ଏମିତି ଭାବରେ କରନ୍ତୁ ପରିଶୋଧ

ମନୁଷ୍ୟ ଜନ୍ମ ନେବାପରେ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ପ୍ରକାର ଋଣ, ପାପ, ପୁଣ୍ୟ ସେମାନଙ୍କ ପିଛା କରିଥାଏ। ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ତିନି ପ୍ରକାର ଋଣ ସୁଜାଇବା ପରେ ମନୁଷ୍ୟକୁ ଅନେକ ପାପ ଏବଂ ଶଙ୍କଟରୁ ମୁକ୍ତି ମିଳିଥାଏ। କେବେେ କେବେ ଚାରି ପ୍ରକାର ଋଣ ବିଷୟରେ କୁହାଯାଇଛି।…

ଭୁଲରେ ବି କରନ୍ତୁନି ଏହି କାମ ନଚେତ ଆପଣଙ୍କ ଉପରେ ପଡିଯିବ ଶିବଙ୍କ କୋପ ଦୃଷ୍ଟି, ଦିଅନ୍ତି କଠୋର ଦଣ୍ଡ

ସୋମବାରକୁ ଶିବଙ୍କର ଦିନ ବୋଲି ଧରାଯାଏ। କୁହାଯାଏ ଯେ ଏହି ଦିନରେ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଯାଏ। ଏହି କାରଣରୁ ଶିବଙ୍କୁ ତାଙ୍କ ଭକ୍ତ ଭୋଳାନାଥ କହନ୍ତି। କୁହାଯାଏ ଯେ ଯେଉଁ ବ୍ୟକ୍ତି ଭୋଳାନାଥଙ୍କୁ ସତ୍‌ ମନରେ ଡାକନ୍ତି ସେ ତାଙ୍କର ସମସ୍ତ…

ଆଜି ସୋମ ପ୍ରଦୋଷ ବ୍ରତରେ ଏହି ଉପାୟ କରନ୍ତୁ ଶିବ ନିଶ୍ଚୟ ପୂରା କରିବେ ଆପଣଙ୍କ ସମସ୍ତ ମନସ୍କାମନା

ଆଜି ଚଳିତ ବର୍ଷର ଶେଷ ପ୍ରଦୋଷ ବ୍ରତ, ଯାହା ସୋମବାର ଦିନ ପଡୁଥିବାରୁ ଏହାକୁ ସୋମ ପ୍ରଦୋଶ ବ୍ରତ କୁହାଯାଉଛି। ମାନ୍ୟତା ରହିଛି ଯେ ଆଜିର ଦିନରେ ସମସ୍ତ ଶକ୍ତି ଶିବଲିଙ୍ଗରେ ଲୀନ ହୋଇଯାନ୍ତି ଏବଂ ଏଥିପାଇଁ ଆଜି ଯଦି ଆପଣ ଶିବଲିଙ୍ଗର ଦର୍ଶନ କଲେ ତେବେ ସର୍ବ ଜନ୍ମର ପାପ ଦୂର ହୋଇଯାଏ। ଆଜିର…

ଜାଣନ୍ତୁ ଭଗବାନ ଶଙ୍କର ୧୯ଟି ଅବତାର ଧାରଣ କରିବାର କିଛି ରୋଚକ ତଥ୍ୟ

ଶିବ ପୁରାଣରେ ଭଗବାନ ଶଙ୍କରଙ୍କର ଭିନ୍ନ ଭିନ୍ନ ଅବତାରର ବର୍ଣ୍ଣନା କରାଯାଇଛି । କିନ୍ତୁ ଖୁବ୍‌ କମ ଲୋକମାନେ ଭଗବାନ ଶିବଙ୍କର ଏହି ଅବତାର ସମ୍ପର୍କରେ ଜାଣିଥିବେ। ଧର୍ମ ଗ୍ରନ୍ଥ ଅନୁଯାୟୀ ଭଗବାନ ଶିବଙ୍କ ୧୯ଟି ଅବତାର ରହିଛି। ତେବେ ଜାଣନ୍ତୁ ଭଗବାନ ଶିବଙ୍କର ସେହି ୧୯ଟି ଅବତାର ସମ୍ପର୍କରେ…

ଯାଜପୁର: ପ୍ରଶାସନ ବଞ୍ଚାଓ! ଅନ୍ଧ ବିଶ୍ବାସର ଶିକାର ହୋଇ ସାପକାମୁଡା ରୋଗୀ ଡାକ୍ତରଖାନା ନଯାଇ ଗଲେ ମନ୍ଦିରକୁ

ଯାଜପୁର ରୋଡ(କେନ୍ୟୁଜ୍): ସାପ କାମୁଡାରେ ଆହତ ହୋଇଥିବା ବ୍ୟକ୍ତି ଡାକ୍ତରଖାନା ନଯାଇ ଅଧିଆ ପଡିଲେ ମନ୍ଦିରରେ। ଏଭଳି ଦ୍‌ଶ୍ୟ ଦେଖିବାକୁ ମିଳିଛି କୋରେଇ ବ୍ଲକ ଅନ୍ତର୍ଗତ ଆସନଝର ଗାଁରେ । ଗ୍ରାମର ରମାକାନ୍ତ ନାୟକ(୪୫) ବିଲକୁ କାମ କରିବାକୁ ଯାଇଥିବା ବେଳେ ତାଙ୍କୁ ଏକ ଚମ୍ପା ସାପ କାମୁଡି…

ଜାଣନ୍ତୁ ଶ୍ରାବଣ ମାସର ଶେଷ ସୋମବାରରେ ଭଗବାନ ଶଙ୍କରଙ୍କୁ ପ୍ରସନ୍ନ କରିବେ କିପରି

ଆଜି ଶ୍ରାବଣ ମାସର ଶେଷ ସୋମବାର। ଏହାପରେ ୧୫ ଅଗଷ୍ଟରେ ପୂର୍ଣ୍ଣିମା ପଡିବା ପରେ ଶ୍ରାବଣ ମାସ ଶେଷ ହୋଇଯିବ। ଏହି ମାସର ଶେଷ ସୋମବାର ଦିନ ପ୍ରଦୋଷ ବ୍ରତର ମଧ୍ୟ ସଂଯୋଗ ରହିଥାଏ। ଏହି ଦିନ ଭଗବାନ ଶଙ୍କରଙ୍କୁ ପୂଜା କରାଯାଇଥାଏ। ଏହି ବ୍ରତ ପ୍ରତ୍ୟେକ ମାସର ତ୍ରୟୋଦଶୀ ତିଥି ଦିନ ପାଳନ…

ତେଜ ପ୍ରତାପ ଯାଦବ ଧାରଣ କଲେ ଭଗବାନ ଶିବଙ୍କ ରୂପ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତଥା ବିହାରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ ଭଗବାନ ଶିବଙ୍କ ରୂପ ଧାରଣ କରି ପାଟଣାର ଏକ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏମିତି ସରସ୍ବତୀ ପୂଜା ଅବସରରେ ମଧ୍ୟ ସେ ଅଲଗା ବେଶରେ ନଜର ଆସିଥିଲେ। ମକର ସଂକ୍ରାନ୍ତି ଦିନ ତେଜ ପ୍ରତାପ…

ଶ୍ରାବଣ ମାସରେ ମହିଳା ଏହି କାରଣରୁ ପିନ୍ଧନ୍ତି ସବୁଜ ରଙ୍ଗର ଚୁଡ଼ି, ଜାଣନ୍ତୁ ଭାଗ୍ୟକୁ କିପରି ବଦଳାଇ ଦିଅନ୍ତି

ଭଗବାନ ଶିବଙ୍କ ଆରାଧନା ପାଇଁ ଶ୍ରାବଣ ମାସକୁ ପବିତ୍ର ବୋଲି ବିଶ୍ବାସ କରାଯାଏ। ଶିବ ଭକ୍ତଙ୍କ ପାଇଁ ଏହି ମାସ ବହୁତ ଖାସ୍ ହୋଇଥାଏ। ଏହି ଦିନେ ସବୁଆଡ଼େ ସବୁଜିମା ଛାଇ ଯାଇଥାଏ। ମହିଳାମାନେ ସବୁଜ ରଙ୍ଗର ଚୁଡ଼ି ଏବଂ ଶାଢ଼ି ପିନ୍ଧନ୍ତି। କିନ୍ତୁ ଆପଣ ଏହା ଜାଣିଛନ୍ତି କି ଶ୍ରାବଣ ମାସରେ ସବୁଜ…