Browsing Tag

lord siva statue rescued

କଟକ ଗୋପୀନାଥପୁର ବାଲି ଘାଟରୁ ଅଢେଇ ଫୁଟର ବୁଦ୍ଧ ମୂର୍ତ୍ତି ସହ ୨ଟି ଦାନ ବାକ୍ସ ଓ ପିତଳ ଶିବଲିଙ୍ଗ ଉଦ୍ଧାର

ନରସିଂହପୁର: କଟକ ବଡମ୍ବା ଥାନା ଗୋପୀନାଥପୁର ବାଲି ଘାଟରୁ ଠାକୁରଙ୍କ ମୂର୍ତ୍ତି ଉଦ୍ଧାର । ଅଲେଖ ବାବାଙ୍କ ଫୋଟୋ, ଠାକୁର ମୂର୍ତ୍ତି, ଆସବାବ ପତ୍ର ଉଦ୍ଧାର ହୋଇଛି । ଆଜି ସକାଳେ ସ୍ଥାନୀୟ ଯୁବକମାନେ ନଦୀକୁ ଗାଧୋଇବା ପାଇଁ ଯିବାବେଳେ ତାଙ୍କ ଗୋଡରେ ବାଜିଥିଲା । ସନ୍ଦେହ ହେବାରୁ ସେ ବାଲି…