ଜନ୍ମାଷ୍ଟମୀର ପବିତ୍ର ଦିନରେ ରାଶି ଅନୁଯାୟୀ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ, ପୂରଣ ହେବ ସମସ୍ତ…
ଜନ୍ମାଷ୍ଟମୀ ପର୍ବ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଭାବରେ ପାଳନ କରାଯାଏ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଆଜି ସମଗ୍ର ଭାରତ ବର୍ଷରେ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯାଉଛି । ତେବେ ଜନ୍ମାଷ୍ଟମୀର ଏହି ଶୁଭ ଅବସରରେ ଆସନ୍ତୁ ଜାଣିବା ରାଶି ଅନୁଯାୟୀ…