Browsing Tag

lord sriram

ଶ୍ରୀ ରାମଙ୍କ ପ୍ରତିଛବିରେ ୨ ଘଣ୍ଟାର ସ୍ୟାଣ୍ଡ ଆନିମେସନ୍

ପୁରୀ : ଦୀର୍ଘ ୫୦୦ ଶହ ବର୍ଷ ପ୍ରତୀକ୍ଷାର ଅନ୍ତ ପରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହ ଜନ୍ନଭୁମି ଅଯୋଧ୍ୟାରେ ବିରାଜମାନ ହେଉଛନ୍ତି । ସମଗ୍ର ଦେଶ ଏବେ ରାମମୟ ହୋଇ ଉଠିଛି। ଲୋକମାନଙ୍କ ହ୍ରୃଦୟରେ ନାହିଁ ନଥିବା ଭକ୍ତି ଆଉ ଉତ୍କଣ୍ଠା ଭରି ଯାଇଛି । ଏହି ଅବସରରେ ପ୍ରଭୁ ଶ୍ରୀ…

ପଟ୍ଟଚିତ୍ରରେ ପ୍ରଭୁ ଶ୍ରୀରାମଙ୍କ ଜୀବନୀ ପ୍ରସ୍ତୁତ କଲେ ପୁରୀ ଶିଳ୍ପୀ ନୀଳମଣି ଜେନା, ଅଯୋଧ୍ୟାରେ ପାଇବ ସ୍ଥାନ

ଆସନ୍ତା କାଲି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସମଗ୍ର ଦେଶ ଉତ୍ସବ ମୁଖର । ଏହାକୁ ନେଇ କାହିଁ କେତେ ଆୟୋଜନ । ଯେଉଁ ମାନେ ରାମ ଲାଲାଙ୍କ ପ୍ରତିଷ୍ଠା ଉତ୍ସବକୁ ଯାଇ ପାରୁନାହାନ୍ତି ସେମାନେ ଭକ୍ତି ଅର୍ଘ୍ୟ ମାଧ୍ୟମରେ ନିଜ ଭାବନା ବ୍ୟକ୍ତ…

ସାରା ଦେଶରୁ ଆସୁଛି ରାମଲାଲାଙ୍କ ପାଇଁ ବିଭିନ୍ନ ଉପହାର, ଉତ୍ସବମୁଖର ଅଯୋଧ୍ୟା ନଗରୀ

ଉତ୍ସବମୁଖର ଅଯୋଧ୍ୟା ନଗରୀ । ଦିନକ ପରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ସବୁଠି ଉତ୍ସାହ ଓ ଉଦ୍ଦୀପନା । ଏହି ଅବସରରେ ରାମ ମନ୍ଦିର ପାଇଁ ଦେଶର ସବୁ ସ୍ଥାନରୁ ରାମଲାଲାଙ୍କ ପାଇଁ ଅନେକ ଉପହାର ଆସୁଛି । ଉପହାରରେ କିଏ ଲକ୍ଷ ଲକ୍ଷ ଟଙ୍କା ଦେଉଛି ତ କିଏ ସୁନାର ଧନୁ ତୀର…

୧୪ ଲକ୍ଷ ଦୀପରେ ଚିତ୍ରିତ ହେଲା ପ୍ରଭୁ ଶ୍ରୀରାମଙ୍କ ପରାକ୍ରମୀ ଚିତ୍ର, ଆଲୋକିତ ହେଲା ସମଗ୍ର ଅଯୋଧ୍ୟା

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ସମଗ୍ର ଅଯୋଧ୍ୟା ରାମମୟ ହୋଇଯାଇଛି । ପ୍ରାଣ ପ୍ରତିଷ୍ଠାର ଭବ୍ୟ ସମାରୋହ ପୂର୍ବରୁ ଅଯୋଧ୍ୟା ସାକେତ ବିଶ୍ୱବିଦ୍ୟାଳୟରେ ପ୍ରଭୁ ରାମ ଏବଂ ରାମ ଜନ୍ମଭୂମି ମନ୍ଦିରର ଚିତ୍ର ବିଭିନ୍ନ ରଙ୍ଗର ଦୀପରେ ତିଆରି କରାଯାଇଛି ।  କଳାକାରମାନଙ୍କର…

ରଙ୍ଗୋଲିରେ ଚିତ୍ରିତ ହେଲା ୯ ଫୁଟ୍‌ର ପ୍ରଭୁ ରାମଙ୍କ ଛବି, ୧୦୦୮ ଦୀପରେ ଝଲସିଲା ବାରାଣସୀର ଅସୀ ଘାଟ

ଦୀପାବଳି ଅବସରରେ ବାରାଣସୀର ଅସୀ ଘାଟ ୧୦୦୮ ଦୀପରେ ଝଲସି ଉଠିଥିଲା। ଏଠାରେ ଏକ ଭବ୍ୟ ଦୀପୋତ୍ସବର ଆୟୋଜନ କରାଯାଇଥିଲା। ଏହି ସମୟରେ ସମଗ୍ର ଘାଟକୁ ୧୦୦୮ ଦୀପ ସହିତ ସଜାଯାଇଥିଲା। ଦୀପ ଉତ୍ସବ ବ୍ୟତୀତ ଅସୀ ଘାଟରେ ସ୍ୱତନ୍ତ୍ର ଗଙ୍ଗା ଆଳତି ମଧ୍ୟ କରାଯାଇଥିଲା। ଗଙ୍ଗା ସେବା ସମିତି ଦ୍ୱାରା…

ଶ୍ରୀରାମ ଜନ୍ମଭୂମି ଇତିହାସ ଉପରେ ଆଧାରିତ ଫିଲ୍ମର ଭଏସ ଦେବେ ଅମିତାଭ ବଚ୍ଚନ !

ବଲିଉଡର ଶେହନଶାହ ଅମିତାଭ ବଚ୍ଚନଙ୍କ ଅନ୍ଦାଜକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରନ୍ତି। ଅମିତାଭଙ୍କ ଦମଦାର ସ୍ୱର ଫ୍ୟାନ୍ସଙ୍କୁ ଆକୃଷ୍ଟ କରିଥାଏ। ଏବେ ବିଗ ବିଙ୍କୁ ଶ୍ରୀରାମ ଜନ୍ମଭୂମି ଇତିହାସ ଉପରେ ଆଧାରିତ ଫିଲ୍ମରେ ଭଏସ ଦେବା ପାଇଁ ଅନୁରୋଧ କରାଯାଇଛି । ଖବର ମୁତାବକ, ଶ୍ରୀରାମଙ୍କ…

ଜୀବନର ସବୁ ଦୁଃଖ କଷ୍ଟକୁ ଦୂର କରିବା ପାଇଁ ଜପ କରନ୍ତୁ ଶ୍ରୀରାମଙ୍କର ଏହି ମନ୍ତ୍ର

ଧାର୍ମିକ ଏବଂ ପୌରାଣିକ କାହାଣୀ ଅନୁଯାୟୀ ଭଗବାନ ଶ୍ରୀରାମ ଚୈତ୍ର ନବରାତ୍ରୀ ଭଳି ଶୁଭ ଦିନରେ ଜନ୍ମଗ୍ରହଣ କରିଥିଲେ । ଭଗବାନ ଶ୍ରୀ ରାମଙ୍କୁ ପୂଜା କରିବା ଦ୍ୱାରା ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ତେବେ ରାମକୁ ପୂଜା କରିବା ସମୟରେ କିଛି ବିଶେଷ ମନ୍ତ୍ର ଜପ କରିବା ଦ୍ୱାରା ଜୀବନର ଅନେକ…